ବିଛଣା କାମ ରଖିବା ପରେ ନିଶ୍ଚିତ କରନ୍ତୁ ଏହି କାମ, ନଚେତ ପରେ ପାଶ୍ଚତାପ କରିବେ; ପୁଅମାନେ ନିଶ୍ଚିନ୍ତ ଜାଣି ରଖନ୍ତୁ

ଏହା ତ ସମସ୍ତେ ଜାଣିଛନ୍ତି କି ଭଗବାନ ମୁଖ୍ୟତ ଭାବରେ ଏ ସଂସାରରେ ଦୁଇଟି ଏପରି ପ୍ରାଣୀ ବଣେଇଛନ୍ତି କି ଏମାନେ ଏହି ସଂସାର କୁ ଆଗକୁ ବଢାଇଥାନ୍ତି I ହଁ ଆଜ୍ଞା ଆଜି ଆମେ ଆଲୋଚନା କରୁଛେ ସ୍ତ୍ରୀ ଓ ପୁରୁଷ ଙ୍କ ବିଷୟ ରେ I ଦୁହିଁଙ୍କ ର ସମ୍ଭୋଗ ରେ ହିଁ ଏ ସଂସାର ର ପ୍ରକ୍ରିୟା ଆଗକୁ ବଢିଥାଏ I ଏବଂ ଆଜି କାଲି ର ଲୋକେ ବହୁତ ଖୋଲା ଚିନ୍ତାଧାରା ର ସେହି କାରଣ ରୁ ଶାରୀରିକ ସମ୍ବନ୍ଧ ରଖିବା ତାଙ୍କ ପାଁଇ ଏକ ସାଧାରଣ କଥା ଅଟେ I

ହଁ , ବିଗତ ସମୟ ରେ ପୁରୁଷ ଓ ନାରୀ ଉଭୟ ବାର୍ତାଳାପ ପାଁଇ ବି କୁଣ୍ଠାବୋଧ କରୁଥିଲେ କିନ୍ତୁ ଆଜିକା ସମୟ ରେ ଲୋକେ ଶାରୀରିକ ସମ୍ବନ୍ଧ ବନେଇବା ପୂର୍ବରୁ କେହେବ ହେଲେ ବେଶୀ ଚିନ୍ତା କରୁନାହାନ୍ତି I ଏବଂ ସେ ପରବର୍ତୀ ସମୟ ର କଥା କୁ କେବେ ହେଲେ ଧ୍ୟାନ ଦିଅନ୍ତି ନାହିଁ I ସାବଧାନୀତ ଅଵଲଂଭବ ନ କଲେ ଅନେକ ପ୍ରକାର ର ସଂକ୍ରମଣ ର ଶିକାର ହେଇପାରନ୍ତି ଆପଣ I

1. ସାଧାରଣ ଭାବରେ ବହୁତ କମ ଲୋକେ ଏହା ଜାଣିଛନ୍ତି କି ମୂତ୍ର କରିବା ଓ ପ୍ରଜନନ କରିବା ର ପ୍ରକ୍ରିୟା ଦୁଇଟି ଜାଗ ଅଲଗା ଅଲଗା ଅଟେ I କିନ୍ତୁ ପୁରୁଷ ଙ୍କ କ୍ଷେତ୍ରରେ ସ୍ପରମ ଓ ମୂତ୍ରାଶୟ ର ମାର୍ଗ ଏକ ଅଟେ I ଏବଂ ଏକ ଗବେଷଣା ରୁ ଏହା ଜଣାଯାଇଛି କି ପୁରୁଷ ମାନେ ସମ୍ବନ୍ଧ ରଖିବା ପରେ ପରିସ୍ରା କରିବା ନିହାତି ଆବଶ୍ୟକ ଅଟେ I

2.ଏହା ସହ ଝିଅ ମାନେ ମଧ୍ୟ ଏହି କଥା କୁ ଧ୍ୟାନ ରଖିବା ଉଚିତ କି ସମ୍ବନ୍ଧ ରଖିବାକୁ ହେଲେ ସେମାନେ କଣ୍ଡୋମ ର ବ୍ୟବହାର କରିବା ଉଚିତ I ଏବଂ ନିଜ କୁ ସଂକ୍ରମଣ ରୁ ରକ୍ଷା କରିବା ଆବଶ୍ୟକ I କିନ୍ତୁ ସମ୍ବନ୍ଧ ରଖିବା ପରେ ପରେ ସଂଗେ ସଂଗେ ପରିସ୍ରା କରିବା ସହଜ ହେଇ ନ ଥାଏ I କିନ୍ତୁ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ଆପଣ ଙ୍କୁ ଏହି ଅଭ୍ୟାସ କୁ ଆପଣେଇବାକୁ ପଡିବ I

ଏହି କାରଣ ରୁ ଶାରୀରିକ ସମ୍ପର୍କ ରଖିବା ରେ ଏହି ସବୁ ସାବଧାନତା ଆପଣେଇବାକୁ ପଡିଥାଏ , ତ ଏହା କହିବା ଉଚିତ ହେବ କି ପ୍ରେମ କରିବା ଭୁଲ ନୁହେ କିନ୍ତୁ ଶାରୀରିକ ସମ୍ପର୍କ ରଖିବା ପୂର୍ବ ରୁ ନିଜ ର ଭବିଷ୍ୟତ କୁ ଦୃଷ୍ଟି ଦେବା ଉଚିତ I