ଦୀନେଶ ମୋର କରିଛନ୍ତି ରେଲ୍ୱେ ରଣଜୀ ଟ୍ରଫି ରେ ଯୋଗ ଦେଇଛନ୍ତି I ଏବଂ କ୍ରିକେଟ ପ୍ରେମୀ ଙ୍କୁ ମଧ୍ୟ ଏକ ନୂଆ କ୍ରିକେଟ ଷ୍ଟାର ମିଳିଯାଇଛି I ଏହି ନୂଆ ଖେଳାଳି ଙ୍କ ର ନାମ ହେଉଛି ଦୀନେଶ ମୋର I ଯିଏ କି ରଣଜୀ ଟ୍ରଫି ରେ ରେଲ୍ୱେ ରେ ଡେବ୍ୟୁ କରିଥିଲେ I ଏବଂ ପ୍ରଥମ ରଣଜୀ ରେ ସେ 91 ରନ କରିଥିଲେ I ଦୀନେଶ ମୋର ୟୁପି ବିପକ୍ଷ ରେ ମେଁରଠ ରେ ଵିକଟୋରିୟ ଷ୍ଟାଡିୟମ ରେ ନିଜ ଟିମ କୁ 253 ରନ କରିଥିଲେ I
ଦୀନେଶ ମୋର ଓ ଧୋନି
ଦୀନେଶ ମୋର ଙ୍କ ବିଷୟ ରେ ଆଜି ଆମେ କିଛି ଏପରି କହିବା କୁ ଯାଉଛୁ I ଦୀନେଶ ଓ ଧୋନି ଙ୍କ ମଧ୍ୟ ରେ ଏକ ଖାସ କନେକ୍ସନ ରହିଛି I ପ୍ରକୃତରେ ଧୋନିଙ୍କ ସହ ତାଙ୍କର କିଛି ରକ୍ତ ସମ୍ପର୍କ ନାହିଁ | କିନ୍ତୁ ଦୀନେଶ ମୋରଙ୍କର କ୍ରିକେଟ ସଫର ଧୋନିଙ୍କ ସହ ପୁରା ସମାନ I
ଦୀନେଶ ମୋର ପ୍ରଥମ ଥର ରେଲ୍ୱେ ପାଁଇ କରିଥିଲେ 91 ରନ
ଦୀନେଶ ମୋର , ଧୋନି ଙ୍କ ପରି ଵିକେଟକିପର ଓ ଜଣେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି I ବର୍ତମାନ ସମୟ ରେ ରେଲ୍ୱେ ରେ ଦୀନେଶ ଚାକିରୀ କରନ୍ତି ଓ ଟିକେଟ କଲେକ୍ଟର ଅଟନ୍ତି I ଧୋନି ମଧ୍ୟ କ୍ରିକେଟ କ୍ୟାରିୟର ଆରମ୍ଭ କରିବା ପୂର୍ବ ରୁ ରେଲ୍ୱେ ରେ ଟିକେଟ କଲେକ୍ଟର ରୂପେ ଚାକିରୀ କରିଥିଲେ I ଏହିପରି ଭାବ ରେ ଦୀନେଶ ଓ ଧୋନି ଙ୍କ ମଧ୍ୟ ରେ ଅନେକ କିଛି ସାମଞ୍ଜସ୍ୟ ରହିଛି I ଦୀନେଶ ଦିଲ୍ଲୀ ରେ ଅଣ୍ଡର 16 ରେ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲେ I କିନ୍ତୁ ଅଣ୍ଡର 19 ରେ ସେ ସିଲେକ୍ଟ ହେଇ ନ ଥିଲେ I ଏହା ପରେ ରେଲ୍ୱେ ରେ ଅଣ୍ଡର 23 ରେ ନିଜ ର ସ୍ଥାନ କରିପାରିଥିଲେ I
ଦୀନେଶ ମୋର ଙ୍କୁ ମିଳି ନ ଥିଲା ଦିଲ୍ଲୀ ରଣଜୀ !
ଦୀନେଶ ମୋର ଅବିକଳ ଧୋନି ଙ୍କ ପରି ଟିମ କୁ ଅସମୟ ରେ ସହଯୋଗ କରିଥାନ୍ତି I ଏବଂ ସଠିକ ପଦକ୍ଷପ ନେଇକି ସ୍କୋର ମଧ୍ୟ ଭଲ କରିଥାନ୍ତି I ତେବେ ସୋମବାର ଦିନ ର ରଞ୍ଜି ମ୍ୟାଚ ରେ ଦୀନେଶ ଙ୍କ ର ଖେଳ ପ୍ରଦର୍ଶନ ବେଶ ଭଲ ରହିଥିଲା I ତାଙ୍କ ଟିମ ମାତ୍ର 36 ରନ ରେ 3 ଵିକେଟ ହରାଇଥିଲା I
ଦୀନେଶ ମଧ୍ୟ ଏହି ମ୍ୟାଚ ରେ ଖେଳିବା ସମୟ ରେ ବଲ ବାଜିକି ଆଘାତ ପାଇଥିଲେ I ଏହା ସତ୍ୱେ ମଧ୍ୟ ଦୀନେଶ 91 ରନ କରିଥିଲେ I
ଦୀନେଶ ମୋର ଵିକେଟ କିପର ଥିଲେ
ଗରିବ ପରିବାର ର ଅଟନ୍ତି ଦୀନେଶ ମୋର
ଦୀନେଶ ମୋର ଜଣେ ବହୁତ ଗରିବ ପରିବାର ର ଅଟନ୍ତି I ଦୀନେଶ ଙ୍କ ର ପିତା ଜଙ୍ଗବିର ଖେତୀ କରନ୍ତି I ଏବଂ ମଜଦୂରୀ ମଧ୍ୟ କରନ୍ତି I ତେବେ ଏହିପରି ଦୀନେଶ ମୋର ଜଣେ ସାଧାରଣ ପରିବାର ର ଅଟନ୍ତି I ତାଙ୍କ ଭାଇ ସନ୍ଦୀପ ମଧ୍ୟ ଜଣେ କ୍ରିକେଟର ଅଟନ୍ତି I