ଯେତେବେଳେ ଆମ ସମୁଖରେ କେହି ପୁଅ କାନ୍ଦିଥାଏ ତ ଆମେ କହିଥାଉ କି କଣ ଗୋଟେ ଝିଅ ପରି କାନ୍ଦୁଛୁ I ଏହା ଆମେ ଏଥିପାଇ କହିଥାଉ କି ଅଧିକାଂଶ ସମୟ ରେ ଝିଅ ମାନେ ହିଁ ଛୋଟ ଛୋଟ କଥା ରେ କାନ୍ଦି ଥାନ୍ତି I ଏପରି ଜଣାଯାଇଛି କି ଯେଉଁ ଝିଅ ମାନେ ଏପରି ଛୋଟ ଛୋଟ କଥା ରେ କାଂଦିଥାନ୍ତି ସେମାନେ ବହୁତ କମଜୋର ଓ ଯିଦିଆ ହେଇଥାନ୍ତି I
1.କାନ୍ଦୁଥିବା ଝିଅ ମାନେ ମଜବୁତ ହେଇଥାନ୍ତି
ଆମେ ଅଧିକାଂଶ ସମୟ ରେ ଶୁଣିଥାଉ କି ଯେଉଁ ଝିଅ ମାନେ ଛୋଟ ଛୋଟ କଥା ରେ କାନ୍ଦି ଥାନ୍ତି ସେମାନେ ବହୁତ କମଜୋର ହେଇଥାନ୍ତି I କିନ୍ତୁ ଆପଣ ଏହା ଜାଣିନାହାନ୍ତି କି ଏହା ସମ୍ପୂର୍ଣ ଭୁଲ ଅଟେ , ଯେଉଁ ଝିଅ ମାନେ ଏପରି ଛୋଟ ଛୋଟ କଥା ରେ କନ୍ଦେଇଥାନ୍ତି ସେମାନେ ଭିତରୁ ବହୁତ ମଜବୁତ ହେଇଥାନ୍ତି I
2.ଏପରି ଝିଅ ଙ୍କ ର ସ୍ଵାସ୍ତ୍ୟ ଭଲ ରହିଥାଏ ଓ ରୋଗ ଦୂର ହେଇଥାଏ
ଏପରି ଝିଅ ଯେଉଁ ମାନେ କାନ୍ଦିବା ପରେ ଶାନ୍ତ ହେଇଯାଇଥାନ୍ତି ସେମାନଙ୍କ ମନ ରେ ଯାହା କି ଦୁଃଖ ଥାଏ ତାହା ଦୂର ହେଇଯାଇଥାଏ ଏବଂ ଏପରି ଝିଅ ଙ୍କ ର ମୁଣ୍ଡରେ କୌଣସି ବି ଦୁଶ୍ଚିନ୍ତା ରୁହେ ନାହିଁ I ଏବଂ ଏପରି ଝିଅ ମାନେ ରୋଗ ରୁ ଦୂର ରେ ରହିଥାନ୍ତି I
3.ସୀମା ରୁ ଅଧିକ ପ୍ରେମ କରିଥାନ୍ତି ଏହି ଝିଅ ମାନେ
ଯେଉଁ ଝିଅ ମାନେ ଛୋଟ ଛୋଟ କଥା ରେ କାନ୍ଦିଥାନ୍ତି ସେମାନେ ତାଙ୍କ ପାର୍ଟନର ଙ୍କୁ ଅଧିକ ରୁ ଅଧିକ ପ୍ରେମ କରିଥାନ୍ତି I ଏବଂ ଏହି ଝିଅ ମାନେ ନିଜ ପରିବାର ଓ ପାର୍ଟନର ଙ୍କ ଠାରୁ ଦୂର ରେ ରହିବ ପାଁଇ ଡରିଥାନ୍ତି I
4.ଏପରି ଝିଅ ମାନେ ଆପଣ ଙ୍କ ର ଭଲ ସାଙ୍ଗ ହେଇଥାନ୍ତି
ଯେଉଁ ଝିଅ ମାନେ ସାମାନ୍ୟ କଥା ରେ କାନ୍ଦିଥାନ୍ତି ସେହି ଝିଅ ମାନେ ନିଜ ପରିବାର ଓ ପାର୍ଟନର ଙ୍କ ଅଧିକ ଯତ୍ନ ନେଇଥାନ୍ତି I ଆଉ ଆପଣ ଯଦି କୌଣସି ଅସୁବିଧା ରେ ଥିବେ ତ ସେ ସର୍ବଦା ଆପଣ ଙ୍କ ପାଖରେ ଠିଆ ହେଇଥାନ୍ତି I
5.ଏହି ପରି ଝିଅ ମାନେ ନିଜ ପରିବାର ର ଲୋକଙ୍କ ର ମନ କଥା କୁ ବୁଝି ପାରନ୍ତି
ଏହି ଝିଅ ମାନେ ନିଜ ପରିବାର ଓ ପାର୍ଟନର ଙ୍କ ର ମନ କଥା କୁ ଭଲ ଭାବରେ ବୁଝି ପାରିଥାନ୍ତି I ଏପରି ଝିଅ ମାନେ ଲକ୍ଷେ ରେ ଜଣେ ହେଇଥାନ୍ତି I
6.ନିରୀହ କିନ୍ତୁ ଜ୍ଞାନୀ
ଏକ ସର୍ବେ ରେ ଜଣାଯାଇଛି କି ଏପରି ଝିଅ ମାନେ ବହୁତ ଭାବୁକ ହେଇଥାନ୍ତି ଏବଂ ବହୁତ ଜ୍ଞାନୀ ମଧ୍ୟ ହେଇଥାନ୍ତି I ଏବଂ ଏହି ଝିଅ ମାନେ ଅଧିକ ପରିଶ୍ରମୀ ମଧ୍ୟ I