ଛେଳି ଖିର ଅଧିକ ସ୍ୱାଦିଷ୍ଟ ହେଇଥାଏ I ଗାଈ କ୍ଷୀର ପରି ଛେଳି କ୍ଷୀର ର ମଧ୍ୟ ଅଲଗା ସୁଗନ୍ଧ ରହିଥାଏ I କ୍ଷୀର ରେ ଅନେକ ଔଷଧୀୟ ଗୁଣ ରହିଥାଏ I ଯେଉଁ ଶିଶୁ ମାନେ ମା କ୍ଷୀର ପାଇପାରନ୍ତି ନାହିଁ ସେମାନେ ଗାଈ କମ୍ବା ଛେଳି କ୍ଷୀର ର ସେବନ କରନ୍ତି I ଏହି ଛେଳି କ୍ଷୀର ଗାଈ କ୍ଷୀର ଅପେକ୍ଷ୍ୟା ଅଧିକ ଲାଭକାରୀ ହେଇଥାଏ I କାରଣ ଛେଳି କ୍ଷୀର ରେ ନ୍ୟୁଟ୍ରିସିଆନ ଗୁଣ ଅଧିକ ରହିଥାଏ I
1.ଏହା ନବଜାତ ଶିଶୁ ଙ୍କ ର ବିକାଶ ଓ ଶରୀର କୁ ମଜବୁତ କରିବା କୁ ବିଶେଷ ଲାଭକାରୀ ହେଇଥାଏ I
2.ଏହି ଛେଳି କ୍ଷୀର ର ସେବନ ଦ୍ୱାରା ଶିଶୁ ଙ୍କ ର ଇମ୍ୟୁନିଟି ସିଷ୍ଟମ ବିଶେଷ ମଜବୁତ ହେଇଥାଏ I
3.ଛେଳି କ୍ଷୀର ଶାରୀରିକ ପୀଡା କୁ ମଧ୍ୟ କମାଇବା କୁ ବିଶେଷ ଲାଭକାରୀ ହେଇଥାଏ I
4.ଛେଳି କ୍ଷୀର ରେ ଅଧିକ ପ୍ରୋଟିନ ରହିଥାଏ ଯାହା କି ଶରୀର ର ବିକାଶ କରିଥାଏ I
5.ଏହା ଆପଣ ଙ୍କ ର ପେଟ ସମସ୍ୟା ର ମଧ୍ୟ ସମାଧାନ କରିଥାଏ I
6.ଏହି ଛେଳି କ୍ଷୀର ର ସେବନ ଦ୍ୱାରା ଆପଣ ଙ୍କ ଶରୀର ର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ହେଇଥାଏ I
7.ଏହି ଛେଳି କ୍ଷୀର ରେ କ୍ୟାଲସିୟମ ର ମାତ୍ରା ଅଧିକ ରହିଥାଏ , ତେଣୁ ଆପଣ ଙ୍କ ଶରୀର ର ହାଡ଼ କୁ ମଧ୍ୟ ମଜବୁତ କରିଥାଏ I
8.ଏହା ଆପଣ ଙ୍କ ର କୋଲେଷ୍ଟ୍ରଲ କୁ ମଧ୍ୟ କଣ୍ଟ୍ରୋଲ କରିଥାଏ I ଯାହା ଦ୍ୱାରା ଆପଣ ଙ୍କ ଶରୀର ର ରୋଗ ଦୂର ହେଇଥାଏ I
9.ଏଥିରେ ଥିବା ପୋଟାସିୟମ ରକ୍ତ ଚାପ କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ I
10.ଡେଙ୍ଗୁ , ଚିକେନଗୁନିଆ ପରି ରୋଗ ଦୂର କରିବା କୁ ରକ୍ତ ରେ ପ୍ଳେଲେଟ୍ସ କୁ ମଧ୍ୟ ଏହା ବୃଦ୍ଧି କରିଥାଏ I