ବହୁତ ରୋମାଣ୍ଟିକ ହାର୍ଦିକ ପାଣ୍ଡିଆ ଓ ନତାସା ଙ୍କର ପ୍ରେମ କାହାଣୀ, ଏପରି ହୋଇଥିଲା ପ୍ରଥମ ଦେଖା ଆଉ ତାପରେ

ଭାରତୀୟ କ୍ରିକେଟ ଟିମ ର ଆକ୍ରମକ ଖେଳାଳି ହାର୍ଦିକ ପାଣ୍ଡିଆ ଙ୍କୁ କି ବା ନ ଜାଣିଚି I ନୂତନ ବର୍ଷ ରେ ହାର୍ଦିକ ପାଣ୍ଡିଆ ସବୁ ପ୍ରଶଂସକ ଙ୍କୁ ବେଶ ଖୁସି ଖବର ଦେଇଛନ୍ତି I ଏହି ନୂତନ ବର୍ଷ ରେ ହିଁ ହାର୍ଦିକ ପାଣ୍ଡିଆ ନିଜ ଗର୍ଲଫ୍ରେଣ୍ଡ ନତାସା ଙ୍କୁ ଏନ୍ଗେଜ୍ମେଣ୍ଟ କରିଥିଲେ I ଏହା ପରେ ସବୁ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ତେବେ ଦର୍ଶକେ ତାଙ୍କ ର ଏହି ପ୍ରେମ କାହାଣୀ ଜାଣିବା କୁ ବେଶ ଆଗ୍ରହୀ ଅଟନ୍ତି I

ଭାରତୀୟ କ୍ରିକେଟ ଟିମ ର ଅଲ୍ରାଉଣ୍ଡର କ୍ରିକେଟର ହାର୍ଦିକ ପାଣ୍ଡିଆ ଙ୍କୁ କିଏ ବା ନ ଜାଣିଚି I ଦୀର୍ଘ ସମୟ ହେବ ସେ କ୍ରିକେଟ ମୈଦାନ ରୁ ମଧ୍ୟ ଦୁରେଇ ରହିଥିଲେ I ତେଣୁ ଆଗାମୀ ସମୟ ରେ ହାର୍ଦିକ ପାଣ୍ଡିଆ ଭାରତୀୟ ଟିମ କୁ ମଧ୍ୟ ଫେରିବା କୁ ନେଇ ବେଶ ଖୁସି ହେଇଛନ୍ତି ଦର୍ଶକେ I ତେବେ ଆଜି ଆମେ ହାର୍ଦିକ ପାଣ୍ଡିଆ ଓ ନତାସା ଙ୍କ ର ପ୍ରେମ କାହାଣୀ ବିଷୟ ରେ କହିବା କୁ ଯାଉଛେ I

ନାଇଟ କ୍ଲବ ରୁ ଆରମ୍ଭ ହେଲା ପ୍ରେମ କାହାଣୀ
ମିଡ଼ିଆ ରିପୋର୍ଟ ଅନୁସାରେ ହାର୍ଦିକ ପାଣ୍ଡିଆ ଓ ନତାସା ଙ୍କ ର ସାକ୍ଷ୍ୟାତ ମୁମ୍ବାଇ ରେ ଏକ ନାଇଟ କ୍ଲବ ରୁ ଆରମ୍ଭ ହେଇଥିଲା I ଏହା ପରେ ଦୁହିଁଙ୍କ ମଧ୍ୟ ରେ ବନ୍ଧୁତା ହେଇଥିଲା I ଧୀରେ ଧୀରେ ଦୁହିଁଙ୍କ ମଧ୍ୟ ରେ ବନ୍ଧୁତା ପ୍ରେମ ରେ ପରିଣତ ହେଇଥିଲା I ଦୁହେଁ ପରସ୍ପର କୁ ପ୍ରେମ କରିବା ଆରମ୍ଭ କରିଥିଲେ I

ଏହିପରି ବଢିଥିଲା ପ୍ରେମ ସମ୍ବନ୍ଧ
ସୂଚନା ଅନୁସାରେ ବିଗତ ଦିନ ରେ ଦୁହେଁ ଏକାଠି ଦୀପାବଳି ର ସେଲିବ୍ରେସନ ମଧ୍ୟ କରିଥିଲେ I ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ I ଧୀରେ ଧୀରେ ଦୁହେଁ ବୁଝିପାରିଥିଲେ କି ଦୁହେଁ ପରସ୍ପର କୁ ପ୍ରେମ କରୁଛନ୍ତି I ଏହା ପରେ ଦୁହେଁ ପରସ୍ପର କୁ ବେଶ ଅଧିକ ଗୁରୁତ୍ୱ ମଧ୍ୟ ନେଇଥିଲେ I

ହାର୍ଦିକ ପାଣ୍ଡିଆଙ୍କ ସହ ପ୍ରତିଟି ପାର୍ଟି ରେ ଦେଖିବା କୁ ମିଳିଥାନ୍ତି ନତାସା
କ୍ରିକେଟ ର ପ୍ରତିଟି ପାର୍ଟି ରେ ହାର୍ଦିକ ପାଣ୍ଡିଆ ଙ୍କ ସହ ନତାସା ଙ୍କୁ ଦେଖିବା କୁ ମିଳିଥାଏ I ଏହା ପରେ ଦୁହିଁଙ୍କ ର ପ୍ରେମ ସମ୍ବନ୍ଧ ଥିବା ର ନେଇ ମିଡ଼ିଆ ରେ ବେଶ ଚର୍ଚା ମଧ୍ୟ ଲାଗି ରହିଥିଲା I ଏବଂ ନୂତନ ବର୍ଷ ରେ ହାର୍ଦିକ ପାଣ୍ଡିଆ ସବୁ ଦର୍ଶକ ଙ୍କୁ ଏପରି ଖୁସି ଖବର ଦେଇ ଆଶ୍ଚଯ୍ୟ ରେ ମଧ୍ୟ ପକାଇ ଦେଇଛନ୍ତି I