ହିନ୍ଦୁ ଶାସ୍ତ୍ର ଅନୁସାରେ ଜୀବନ ରେ ଅନେକ କିଛି ଘଟଣା ଘଟିଥାଏ I ଜୋତିଷ ଶାସ୍ତ୍ର ଦ୍ୱାରା ଆମେ ଆଗାମୀ ଭବିଷ୍ୟତ ବିଷୟ ରେ ଜାଣିପାରିଥାଉ I ତେବେ ଆଜି ଆମେ ଆଗାମୀ ଭବିଷ୍ୟତ ରେ ଘଟିବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟ ରେ ଆଲୋଚନା କରିବା I ତେବେ ଆଜି ଆମେ ଆପଣ ଙ୍କୁ ଆଗାମୀ ସମୟ ରେ ଘଟିବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟ ରେ ଆଲୋଚନା କରିବା I
ଅନେକ ସମୟ ରେ ଚୁଲି ରେ କ୍ଷୀର ବସିଥିବା ସମୟ ରେ କ୍ଷୀର ଉତୁରିଯାଇଥାଏ I ଦେଖିବାକୁ ଗଲେ ଏହା ଏକ ସାମାନ୍ୟ ଘଟଣା ଅଟେ I ଏହା ଆଗାମୀ ଭବିଷ୍ୟତ ର କିଛି ସଂକେତ ଅଟେ I ଆଜି ଆମେ ରିପୋର୍ଟ ରେ ଏହି ସଂକେତ ବିଷୟ ରେ କହିବାକୁ ଯାଉଛୁ I
ବାସନ ରୁ ଥଣ୍ଡା କ୍ଷୀର ପଡିଯିବା
ଜୋତିଷ ଶାସ୍ତ୍ର ଅନୁସାରେ ଯଦି ବାସନ ରୁ ଥଣ୍ଡା କ୍ଷୀର ତଳେ ପଡିଯାଉଛି ତେବେ ଆଗାମୀ ସମୟ ରେ କିଛି ଅଶୁଭ ଘଟଣା ଘଟିବା ର ସମ୍ଭାବନା ରହିଛି I ତେଣୁ କେବେ ହେଲେ କ୍ଷୀର ତଳେ ପଡ଼ିବାକୁ ଅଣଦେଖା କରିବା ଉଚିତ ନୁହେଁ I
କ୍ଷୀର ଉତୁରିବା
ଜୋତିଷ ଶାସ୍ତ୍ର ଅନୁସାରେ ଯଦି ଚୁଲି ରେ ବସିଥିବା ସମୟ ରେ କ୍ଷୀର ଉତୁରିଯାଇଥାଏ ତେବେ ଏହା ଏକ ଶୁଭ ସଂକେତ ହେଇଥାଏ I ଚୁଲି ରେ କ୍ଷୀର ଗରମ ହେଉଥିବା ସମୟ ରେ ଯଦି କ୍ଷୀର ଚୁଲି ରେ ପଡିଯାଇଥାଏ ତେବେ ଏହା ଶୁଭ ସଂକେତ ର ଲକ୍ଷଣ ହେଇଥାଏ I