ବ୍ୟାଙ୍କ ନିଲାମ କରୁଛି ସବୁଠୁ ଶସ୍ତା କାର, ଏବେ ମାତ୍ର ଏତିକି ଟଙ୍କାରେ ମିଳୁଛି ନୂଆ କାର, ଜାଣିଲେ ସଙ୍ଗେ ସଙ୍ଗେ କିଣି ଦେବେ ଆପଣ ..

ଯେଉଁ ଲୋକେ ବ୍ୟାଙ୍କ ଲୋନ ରେ କାର କିଣିଥାନ୍ତି ଓ ଠିକ ସମୟ ରେ ଦେଇପାରି ନ ଥାନ୍ତି | ବ୍ୟାଙ୍କ ତାଙ୍କ ଗାଡି ଉପରେ କବ୍ଜା କରିଥାଏ | ଏବଂ ସେହି ଗାଡି ର ନିଲାମୀ କରିଦେଇଥାଏ I ଏହି ନିଲାମୀ ପ୍ରକ୍ରିୟା ରେ ଅନେକ ଗାଡି ସାମିଲ ରହିଥାଏ , କାମର୍ସିୟାଲ ହେଉ କି ଘରୋଇ ଗାଡି | ତେବେ ଆପଣ ଚାହିଁଲେ ଖୁବ ଶସ୍ତା ରେ ଏଠାରେ ଆବେଦନ କରି ଏହି କାର ନିଲାମୀ ରେ ଯୋଗ ଦେଇପାରିବେ | bnakauction.in ରେ ଯଦି ଗାଡି ଗୁଡିକ ର ଶ୍ରେଣୀ ଓ ନିଲାମୀ ପ୍ରକ୍ରିୟା ବିଷୟ ରେ ଜାଣିପାରିବେ | କେବଳ 1.35 ଲକ୍ଷ୍ୟ ଟଙ୍କା ରେ ମାରୁତି ଓ ritz ମଡେଲ ର କର ଗୁଡିକ ମିଳୁଛି |

ଦିଲ୍ଲୀ କର୍ପୋରେସନ ବ୍ୟାଙ୍କ ମହୀପାଳ ବ୍ରାଞ୍ଚ ଏହା ନିଲାମୀ କରୁଛି I ମାରୁତି RITZ ର ରିଜରବ ମୂଲ୍ୟ 1.35 ଲକ୍ଷ୍ୟ ଅଟେ I ଯଦି ଏହି ନିଲାମୀ ରେ ମୂଲ୍ୟ ନିର୍ଧାରଣ କରିବାକୁ ଚାହୁଁଛନ୍ତି ତେବେ ଏହି ମୂଲ୍ୟ ରୁ ଅଧିକ 5 ହଜାର ଦେଇ ଏହି ଗାଡି କୁ ନେଇପାରିବେ I ଏବଂ ରୀ ଫାଇନାନ୍ସ ଦେବାକୁ ହେଲେ ଗାଡି ବାବଦ କୁ 13000 ଟଙ୍କା ଡାଉନ ପେମେଂଟ ଦେବାକୁ ହେବ I ଏହି ନିଲାମୀ ରେ ଆପଣ ଏହି କାର କୁ କିଣିପାରିବେ I ନିଲାମୀ ରେ ଆସିଥିବା ଗାଡି ର ମୂଲ୍ୟ ସବୁ ଭିର୍ନ ଭିର୍ନ ରହିଥାଏ I

ଏହି ବ୍ୟାଙ୍କ ଆଉ ଏକ ମାରୁତି RITZ ବିକ୍ରୟ କରୁଛି ଯାହା ର ମୂଲ୍ୟ 2.10 ଲକ୍ଷ୍ୟ ଅଟେ I ଆପଣ ନିଲାମୀ ରେ ଏହି ମୂଲ୍ୟ ରୁ 5000 ଅଧିକ ମୂଲ୍ୟ କହି ନିଲାମୀ ରେ ଭାଗ ନେଇପାରିବେ I ଦେଖିବାକୁ ଗଲେ ନିଲାମୀ ରେ କାମର୍ସିୟାଲ ଗାଡି ଗୁଡିକ ର ମଧ୍ୟ ବହୁଳ ବିକ୍ରୟ ଦେଖିବାକୁ ମିଳିଛି I ଯଦି ଆପଣ ଏହି ନିଲାମୀ ରେ କୌଣସି ଟ୍ରକ କିଣିବେ ତେବେ ଆପଣ ଙ୍କ ର ମୂଲ୍ୟ 260000 ଟଙ୍କା ରହିବ ଏବଂ ଆପଣ ଙ୍କୁ ଅତିରିକ୍ତ 5000 ଟଙ୍କା ମିଶାଇ ମୂଲ୍ୟ ନିର୍ଧାରଣ କରିବାକୁ ହେବ I