ହରିୟାଣା ର ଯମୁନାନଗର ରେ ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି I ମିଳିଥିବା ସୂଚନା ଅନୁସାରେ ଏହି ସେକ୍ସ ରାକେଟ ଏକ ବ୍ୟୁଟି ପାର୍ଲର ମଧ୍ୟ ରେ ଚାଲିଥିଲା I ଏଠାରେ ଟଙ୍କା ଦେଇ କିଛି ଯୁବତୀ ଙ୍କୁ ଦେହ ବ୍ୟବସାୟ ରେ ଲିପ୍ତ କରାଯାଉଥିଲା I
ପୋଲିସ ଯେତେବେଳେ ଏହି ବ୍ୟୁଟି ପାର୍ଲର ରେ ରେଡ କରିଥିଲା ତ ଆଶ୍ଚଯ୍ୟ ହେଇଯାଇଥିଲା I ରେଡ ସମୟ ରେ ପୋଲିସ 4 ଜଣ ଯୁବତୀ ଓ ଦୁଇ ଯୁବକ ଙ୍କୁ ଆପତ୍ତିଜନକ ଅବସ୍ଥା ରେ ଗିରଫ କରିଥିଲା I
ବିଉଟି ପାର୍ଲର ରେ ରେଡ କରିଥିବା ଯାମୁନନଗର ପୋଲିସ କହିଛନ୍ତି କି ତାଙ୍କୁ ଗୁପ୍ତ ସୂଚନା ମିଳିଥିଲା I ଏବଂ ଏହା ଦ୍ୱାରା ପୋଲିସ ଜାଣିବା କୁ ପାଇଥିଲେ କି ସେଠାରେ ବିଉଟି ପାର୍ଲର ନାମ ରେ ସେକ୍ସ ବ୍ୟବସାୟ ଜାରି ରହିଛି I ଏବଂ ପୋଲିସ ରେଡ ରୁ ମଧ୍ୟ ଏହା ସତ ପ୍ରମାଣିତ ହେଇପାରିଥିଲା I
ସହର ର ମଧ୍ୟ ଭାଗ ରେ ଏହି ସେକ୍ସ ରାକେଟ ଚାଲିଥିଲା ଏବଂ କିଛି ବିଶେଷ ସୂତ୍ର ରୁ ପୋଲିସ ଏହା ର ସୁରାଗ ପାଇପାରିଥିଲା I ପୋଲିସ ବର୍ତମାନ ସହର ର ଅନ୍ୟ ବିଉଟି ପାର୍ଲର ମାନଙ୍କ ରେ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି I
ପୋଲିସ ଏହା ର ଯାଞ୍ଚ ମଧ୍ୟ ଆରମ୍ଭ କରିଦେଇଛି କି ଏହି ସେକ୍ସ ରାକେଟ ର ମୁକ୍ଷ୍ୟ ଅପରାଧୀ କିଏ I ଏବଂ କେଉଁ ବ୍ୟକ୍ତି ଏହି ସବୁ ଅସାମାଜିକ କାର୍ଯ୍ୟ ର ପରିଚାଳନା କରୁଛି I