ଚଳିବା ପାଁଇ ଜୋତା ପଲିସ କରୁଥିଲେ, ମା ବିକୁଥିଲେ ବେଲୁନ, ବିନା କୌଣସି ଗୁରୁରେ ଜିଟିଗଲେ ଭାରତର ସବୁଠୁ ବଡ ମ୍ୟଜିକ ସୋର ଫାଇନାଲ ଟ୍ରଫି …

ରିୟାଲିଟି ସୋ ର ପ୍ରତିଯୋଗୀ ନିଜ ବାସ୍ତବିକ ଜୀବନ କାହାଣୀ ବିଷୟ ରେ କହିଥାନ୍ତି I ଏହା କୁ ଶୁଣି ଏହା ହିଁ ଅନୁମାନ କରି ହେଇଥାଏ କି ଭଗବାନ ତାଙ୍କୁ ଗରିବ ସିନା କରିଛନ୍ତି କି ଯୋଗ୍ୟତା ଦେଇଛନ୍ତି I ଇଣ୍ଡିଆନ ଆଇଡିଆଲ ମଞ୍ଚ ରେ ଜଣେ ପ୍ରତିଯୋଗୀ ଯାହା ଙ୍କ ନାମ ସନି ହିନ୍ଦୁସ୍ତାନୀ I ସନି 11 ତମ ସିଜିନ ର ପ୍ରତିଯୋଗୀ ଅଟନ୍ତି I ସେ ତାଙ୍କ ଜୀବନ ରେ ଅନେକ ସଂଘର୍ଷ ମଧ୍ୟ କରିଥାନ୍ତି I ତେବେ ତାଙ୍କ ଜୀବନ କାହାଣୀ ଶୁଣି ଆପଣ ମଧ୍ୟ କାନ୍ଦି ପକାଇବେ I

ଦରିଦ୍ରତା ର ଜୀବନ ବିତାଉଥିଲେ ଏହି ବିଜେତା
23 ଫ୍ରେବୁଆରି , ରବିବାର କୁ ମୁମ୍ବାଇ ରେ ଆୟୋଜିତ ଇଣ୍ଡିଆନ ଆଇଡ଼ଲ 11 ର ଗ୍ରାଣ୍ଡ ଫିନେଲେ ରେ ଅନେକ ବଡ଼ ବଡ଼ କଳାକାର ସାମିଲ ଥିଲେ I ଏଥିରେ 4 ଜଣ ପ୍ରତିଯୋଗୀ ଙ୍କୁ ହରାଇ ସନି ବିଜେତା ହେଇଥିଲେ I ଏବଂ ଏକ ସୁନ୍ଦର ଟ୍ରଫି ସହ 25 ଲକ୍ଷ୍ୟ ଟଙ୍କା ବିଜେତା ହେଇଛନ୍ତି I ଆଜି ସନି ତାଙ୍କ ର ଏକ ନୂତନ ଜୀବନ ଆରମ୍ଭ ପାଁଇ ଏଠାରେ ସଫଳ ହେଇପାରିଛନ୍ତି I ପଞ୍ଜାବ ର ବଥିଣ୍ଡ ର ଅମରପୁର ରେ ରହୁଥିବା ଏହି ସନି ପୂର୍ବ ରୁ ରାସ୍ତା କଡ଼ ରେ ଜୋତା ପଲିସ କରୁଥିଲେ I ତାଙ୍କ ମା ଗୁବାରେ ବିକ୍ରୟ କରୁଥିଲେ I ତାଙ୍କ ମା ଦୁଇ ଓଳି ଖାଇବା କୁ ମଧ୍ୟ ପାଉ ନ ଥିଲେ I


ସନି ଏହା ରେଖିଛନ୍ତି କି ଅନେକ ସମୟ ରେ ସେ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରିଥାନ୍ତି I ଏବଂ ଆର୍ଥିକ ଅଭାବ ରୁ ଅନ୍ୟ ଘରୁ ଖାଇବା ମାଗିକି ଖାଇଥାନ୍ତି I ଏବଂ ଦରିଦ୍ରତାର ସହ ସେ ନିଜ ର ଜୀବନ ଅତିବାହିତ କରିଥାନ୍ତି I ତେବେ ସନି ଙ୍କ ର ଗୀତ ଶୁଣି ଜଜ ମଧ୍ୟ ବେଶ ଆଶ୍ଚଯ୍ୟ ହେଇଛନ୍ତି I


ସନି ଙ୍କ ର ସ୍ୱର ଶୁଣି ସବୁ ଉପସ୍ଥିତ ଦର୍ଶକେ ବେଶ ଆଶ୍ଚଯ୍ୟ ହେବେ I ତାଙ୍କ ର ଗୀତ ଶୁଣି ଉପସ୍ଥିତ ଜଜ ମଧ୍ୟ ବେଶ ଆଶ୍ଚଯ୍ୟ ହେଇଛନ୍ତି I ହ୍ୱିମେସ ରେଶମିୟା , ନେହା କଙ୍କଡ ଓ ବିଶାଳ ଡଡିଲାନି ମଧ୍ୟ ଶୁଣି ବେଶ ଆଶ୍ଚଯ୍ୟ ହେଇଛନ୍ତି I ସଂଗୀତ ଶିକ୍ଷା ସନି ନେଇ ନ ଥିଲେ I ଏକ ସୋ ରେ ନୁସରତ ଅଲ୍ଲୀ ଖାଁ ଙ୍କ ର ଗୀତ ସନି ଶୁଣିଥିଲେ I ଯାହା କି ସମସ୍ତ ଙ୍କୁ ବେଶ ଭଲ ଲାଗିଥିଲା I

ଏହି ଗୀତ କୁ ଶୁଣିବା ପରେ ସନି କାନ୍ଦି ପକାଇଥିଲେ I ଏହା ପରେ ସନି ନୁସରତ ଅଲ୍ଲୀ ଖାଁ ଙ୍କ ର ଗୀତ ରେ ଗୀତ ଶିଖିବା ଆରମ୍ଭ କରିଥିଲେ I ଏହା ପରେ ଶଙ୍କର ମହାଦେବନ ମଧ୍ୟ ତାଙ୍କୁ ଏକ ସୁଯୋଗ ଦେଇଥିଲେ I ଯାହା କୁ ନେଇ ସେ ବର୍ତମାନ ବିଶ୍ୱ ସ୍ତର ରେ ମଧ୍ୟ ସୁପରିଚିତ ହେଇପାରିଛନ୍ତି I ଏବଂ ଇଣ୍ଡିଆନ ଆଇଡ଼ଲ ର ବିଜେତା ହେଇପାରିଛନ୍ତି I