ଆଚାର୍ଯ୍ୟ ଚାଣକ୍ୟ ପଟଳୀପୁତ୍ର (ଯାହା ବର୍ତମାନ ର ପାଟଣା) ନାମ ରେ ପରିଚିତ ଅଟେ I ସେ ସେଠାକାର ମହାନ ବିଦ୍ୱାନ ଥିଲେ I ଚାଣକ୍ୟ ଙ୍କୁ ଏକ ନ୍ୟାୟ ପ୍ରିୟ ଲୋକ ଭାବରେ ମାନ୍ୟତା ରହିଛି I ଏତେ ବଡ଼ ସାମ୍ରାଜ୍ୟ ର ମନ୍ତ୍ରୀ ହେବା ପରେ ବି ଏକ ସାଧାରଣ କୂଟନୈତିଜ୍ଞ ଭାବରେ ସେ ଜୀବନଯାପନ କରୁଥିଲେ I
ଚାଣକ୍ୟ ନୀତି ରେ କିଛି ଏପରି କଥା ର ଉଲେଖ ରହିଛି ଯାହା କୁ ମାନି ଚାଲିଲେ ଆପଣ ନିଶ୍ଚିତ ରୂପେ ଜୀବନରେ ସଫଳତା ପାଇବେ I ସଫଳତା ନିଶ୍ଚିତ ରୂପେ ଆପଣ ଙ୍କ ର ପାଦ କୁ ଆସିବ I ଏହି ନୀତି ଆପଣ ଙ୍କୁ କଠିନ ଲାଗିପାରେ କିନ୍ତୁ ଆଗକୁ ନିଶ୍ଚିତ ରୂପେ ଆପଣ ଙ୍କ ଜୀବନରେ ସଫଳତା ହିଁ ରହିଛି I
ଚାଣକ୍ୟ ଙ୍କ ଅନୁସାରେ କାଉ ଯେପରି ସର୍ବଦା ସତର୍କ ରହିଥାଏ ଏବଂ ତା ର ନଜର ଚାରିଆଡ଼କୁ ରହିଥାଏ I ଠିକ ସେହିପରି ଜଣେ ବ୍ୟକ୍ତି ନିଜ ର ଚାରି ପାଖ ରେ ସର୍ବଦା ସତର୍କ ରହିବା ଉଚିତ I ଯାହା ଦ୍ୱାରା କି ତା ପାଖରେ ଥିବା କୌଣସି ଶତ୍ରୁ ଯେପରି ତାଙ୍କ ର କୌଣସି ଅନିଷ୍ଟ କରିପାରିବେ ନାହିଁ I
ଆମେ ସର୍ବଦା ଏହି କଥା କୁ ଧ୍ୟାନ ରଖିବା ଉଚିତ କି ଆମେ ଆମ ଜୀବନ ରେ କେଉଁ ଷ୍ଟେଜ ରେ ଅଛନ୍ତି I ଏବଂ ଆମ ପାଖରେ କଣ କଣ ମଉକା ରହିଛି I ଜୀବନରେ ଏପରି ଅନେକ ସମସ୍ୟା ଆସିଥାଏ କି ଯେଉଁଥିରୁ ରକ୍ଷା ପାଇବା ଏତେ ସହଜ ନୁହେଁ I
ଏହା ଛଡା ଚାଣକ୍ୟ କହିଛନ୍ତି କି
ଚାଣକ୍ୟ ନୀତି ରେ ଉଲେଖ ରହିଛି କି କେବେ ହେଲେ ନିଜ ବ୍ୟକ୍ତିଗତ ଯିବନି ବିଷୟରେ ଅନ୍ୟ ସମୁଖ ରେ ଆଲୋଚନା କରିବା ଉଚିତ ନୁହେଁ I
ନିଜ ଅପମାନ ବିଷୟ ରେ ଆଲୋଚନା
କେବେ ହେଲେ ନିଜ ଅପମାନ ବିଷୟ ରେ ଅନ୍ୟ ସମୁଖ ରେ ଆଲୋଚନା କରିବା ଉଚିତ ନୁହେଁ I ଚାଣକ୍ୟ ଙ୍କ କହିବା ଅନୁସାରେ ଯଦି ଆପଣ ଏପରି କରିଥାନ୍ତି ତ ଆପଣ ଙ୍କ ର ଅପମାନ ଆହୁରି ଅଧିକ ବଢିଥାଏ I
ପତ୍ନୀ ର ଚରିତ୍ର ସମ୍ପର୍କ ରେ
ଚାଣକ୍ୟ ଙ୍କ ନୀତି ଅନୁସାରେ କେବେ ହେଲେ ଅନ୍ୟ ଲୋକ ସମୁଖ ରେ ନିଜ ପତ୍ନୀ ଙ୍କ ର ଚରିତ୍ର ସମ୍ପର୍କ ରେ ଆଲୋଚନା କରିବା ଉଚିତ ନୁହେଁ I ଏହା ଦ୍ୱାରା ଅନ୍ୟ ଲୋକେ ଏହି କଥା ର ଫାଇଦା ଉଠାଇଥାନ୍ତି I
ବ୍ୟବସାୟ ସମ୍ବନ୍ଧିତ ଆଲୋଚନା
ଏହା ଛଡା ଚାଣକ୍ୟ ଙ୍କ କହିବା ଅନୁସାରେ ନିଜ ବିଜନେସ ସମ୍ବନ୍ଧିତ କୌଣସି ବି ଆଲୋଚନା କେବେ ହେଲେ ଅନ୍ୟ ସମୁଖ ରେ ଆଲୋଚନା କରିବା ଉଚିତ ନୁହେଁ I