ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ ଏହି ୧୦ଗୋଟି ଗୁଣ ସେମାନେ ବହୁତ ଭାଗ୍ୟଶାଲୀ ହେଇଥାନ୍ତି

ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ଜୀବନ ର ସାର କଥା ବିସ୍ତୃତ ଭାବରେ ଚାଣକ୍ୟ ନୀତି ରେ ଉଲେଖ ରହିଛି I ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଏପରି ଗ୍ରନ୍ଥ ଯାହା ମନୁଷ୍ୟ ରେ ହିତ ସାଧନା ନିମନ୍ତେ ଉପଯୋଗ ହେଇଥାଏ I ଚାଣକ୍ୟ ନୀତି ରେ ଶାସ୍ତ୍ରରେ ଏପରି କିଛି ଉଲେଖ ରହିଛି ଯାହା କି ମନୁଷ୍ୟ ଯଦି ପାଳନ କରେ ତେବେ ସେହି ବ୍ୟକ୍ତି ଙ୍କ ଜୀବନରେ କେବେ ହେଲେ କିଛି ସମସ୍ୟା ଆସିବ ନାହିଁ I

ଭାରତ ରେ ହିନ୍ଦୁ ଧର୍ମ କୁ ମାନୁଥିବା ଲୋକଙ୍କ ଜୀବନରେ କେଉଜିନିଷ ର ସବୁଠାରୁ ଅଧିକ ମହତ୍ୱ ରହିଥାଏ ତାହା କାହାରିକୁ କହିବା ର କିଛି ଆବଶ୍ୟକତା ନାହିଁ I ଆଜିକା ସମୟ ରେ ଲୋକେ ନିଜ ମଣିଷତ୍ୱ କି ଭୁଲିଗଲେଣି I ହିନ୍ଦୁ ଧର୍ମ ରେ ଏପରି ଅନେକ ଧାର୍ମିକ ପୁସ୍ତକ ରହିଛି ଯାହା କି ମନୁଷ୍ୟ ର ମୂଲ୍ୟବୋଧ ଉପରେ ବିଶେଷ ଭାବରେ ଉଲେଖ ରହିଛି I

ଏପରି କୁହାଯାଇଥାଏ କି ଯେଉଁ ବ୍ୟକ୍ତି ଏହି ପୁସ୍ତକ ରେ ଲିଖିତ କଥା ବସ୍ତୁ କୁ ନେଇ ବଞ୍ଚିଥାଏ ସେହି ବ୍ୟକ୍ତି ଙ୍କ ଜୀବନରେ କେବେ ହେଲେ କୋୖଣଇ ପ୍ରକାର ର ସମସ୍ୟା ଆସିନଥାଏ I

ଆଚାର୍ଯ୍ୟ ଚାଣକ୍ୟ ଙ୍କ ର 10 ଗୋଟି କଥା ଲୋକଙ୍କୁ ଭାଗ୍ୟଶାଲୀ ବନେଇଥାଏ :
* ଯେଉଁ ବ୍ୟକ୍ତି ସକାଳୁ ଉଠି ବ୍ୟାୟାମ କରିଥାଏ , ସେହି ବ୍ୟକ୍ତି ଜୀବନସାରା ନିରୋଗୀ ରହିଥାଏ , ସେହି ବ୍ୟକ୍ତି ଙ୍କୁ କେବେ ହେଲେ କୌଣସି ଗମ୍ଭୀର ରୋଗ ର ସମୁଖୀନ ହେବାକୁ ପଡ଼ିନଥାଏ I

*ବ୍ୟକ୍ତି ପରିଶ୍ରମ କରିବାକୁ ପଛାଇନଥାଏ ତାର ଜୀବନରେ ସେ କେବେ ହେଲେ ଅସଫଳ ହେଇନଥାଏ I

*ଯେଉଁ ବ୍ୟକ୍ତି କଥା କହିବାରୁ ଅଧିକ ଶୁଣିବାରେ ବିଶ୍ୱାସ ରଖିଥାଏ ସେହି ବ୍ୟକ୍ତି ସବୁ ଜାଗାରେ ସାନମାନିତ ହେଇଥାନ୍ତି I

*କିଛି ଲୋକେ ନିଜ ବ୍ୟକ୍ତିଗତ କଥା କୁ ଅନ୍ୟ ସମୁଖରେ ପ୍ରକାଶ କରିଥାନ୍ତି ସେହି ବ୍ୟକ୍ତି ମାନେ ନାନା ସମସ୍ୟା ରେ ବୁଡିରହିଥାନ୍ତି I

*ଯେଉଁ ବ୍ୟକ୍ତି ଙ୍କ ପାଖରେ ଯାହା ରହିଛି ସେମାନେ ସେହି ଜିନିଷ ରେ ଯଦି ଖୁସି ରେ ରହିବାକୁ ଚେଷ୍ଟା କରନ୍ତି ତେବେ ସେମାନେ କେବେ ହେଲେ ଦୁଖୀ ହୁଅନ୍ତି ନାହିଁ I

*ଭଲ ଲୋକ ସେହି ହେଇଥାନ୍ତି ଯେଉଁମାନେ ନିଜ ଭଲ ଗୁଣ କୁ ଅନ୍ୟ ସମୁଖରେ ପ୍ରକାଶ କରନ୍ତି ନାହିଁ I

*ଯେଉଁ ବ୍ୟକ୍ତି ଛୋଟ ରୁ ନେଇ ବଡ଼ ଲୋକଙ୍କ ର ସଂମାନ କରିଥାନ୍ତି ସେମାନେ ହେଲେ କେବେ କୌଣସି ସମସ୍ୟା ର ସମୁଖୀନ ହୁଅନ୍ତି ନାହିଁ I

*ଯେଉଁ ବ୍ୟକ୍ତି କଠିନ ପରିସ୍ଥିତି ରେ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ ସେପରି ବ୍ୟକ୍ତି କେବେ ହେଲେ ଜୀବନରେ ଅସଫଳ ହୁଅନ୍ତି ନାହିଁ I

*ଯେଉଁ ବ୍ୟକ୍ତି ଧର୍ମ ମାର୍ଗ ରେ ଯାଇକି ଅର୍ଥ ଉପାର୍ଜନ କରିଥାନ୍ତି ସେପରି ବ୍ୟକ୍ତି ଜୀବନରେ ଖୁସି ରେ ରହିଥାନ୍ତି I

*ଯେଉଁ ବ୍ୟକ୍ତି ନିଜ ପରିବାର ଓ ମିତ୍ର ଙ୍କ ସହ ଭଲ ସମ୍ପର୍କ ରଖିଥାଏ ସେହି ବ୍ୟକ୍ତି ମଧ୍ୟ ଜୀବନରେ ସର୍ବଦା ଖୁସି ରେ ରହିଥାଏ I