ଚାତୁର୍ଥୀ ରାତିରେ କନ୍ୟା ପହଞ୍ଚିଲେ, He Bhagban ତାପରେ ଥାନାରେ ଯାହା ହେଲା, ଜାଣିଲେ ହୋସ ଉଡ଼ିଯିବ

ଚଉଠି ରାତିରେ ଥାନାରେ ପହଁଚିଲା କନ୍ୟା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ବର୍ତ୍ତମାନ ଦୁନିଆରେ ନାରୀ ପ୍ରତି ହେଉଥିବା ଦୁର୍ବ୍ୟବହାର ବୃଦ୍ଧି ହେଉଛି ବିବାହ ପରେ କିମ୍ବା ଆଗରୁ ଯୌତୁକ ଜାରି କରାଯାଉଥିଲା କିନ୍ତୁ ଆଧୁନିକ ଦୁନିଆରେ ଝିଅର ଅଭାବ ଯେଉଁଦିନଠୁ ହେଲା ସେବେଠୁ ଯୌତୁକ ପ୍ରଥା ଲୋପ ପାଇବାରେ ଲାଗିଲା କିନ୍ତୁ ନାରୀ ନିର୍ଯାତନା କମିଲା ନାହିଁ | ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ |

ଆପଣମାନେ ମଧ୍ୟ ପୁରୁଷ ସମାଜ ଉପରେ ବିଶ୍ୱାସ ହରାଇବେ ତେବେ ଆସନ୍ତୁ ଜାଣିବା | ଚଉଠି ରାତିରେ ପତ୍ନୀ ପହଁଚିଲେ ପୋଲିସ ଥାନାରେ ଘଟଣା ଟି ହେଉଛି ଭୁବନେଶ୍ୱର ସ୍ତିତ VSA ନଗର ର ଗତ ବର୍ଷ VSA ନଗର ରେ ରହୁଥିବା ଦେବୀ ପ୍ରସାଦ ଙ୍କର ପୁଅ ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ପ୍ରଦୀପ୍ତ ସେନାପତି ଙ୍କ ଝିଅ ବନ୍ଦନ ସେନାପତି ଙ୍କୁ ବିବାହ କରିଥିଲେ |

ମିଳିଥିବା ସୂଚନା ଅନୁସାରେ ବିବାହ ଆଗରୁ ବର ପକ୍ଷରୁ କୌଣସି ଯୌତୁକ ନେବା ଦେବା କଥା ଉଠି ନଥିଲା କିନ୍ତୁ ବିବାହ ଦିନ ସେମାନେ କନ୍ୟା ର ପରିବାର କୁ ଯୌତୁକ ପାଇଁ ଦାବି କରିଥିଲେ କିନ୍ତୁ କନ୍ୟା ଘରର ଲୋକଙ୍କ ସମର୍ଥ ଅନୁସାରେ ସେମାନେ ବାହାଘରରେ ଯେମିତି ଦେବାକଥା ସବୁ ଜିନିଷ ସେମିତି ଦେଇଥିଲେ |

ଏହାପରେ ନଗତ ଅଢେଇ ଲକ୍ଷ ଟଙ୍କା ସହ ବାକି ସବୁ ଗହଣା ଜିନିଷ ମଧ୍ୟ ଦେଇଥିଲେ କିନ୍ତୁ ସେଥିରେ ଭି ବର ଘର ସନ୍ତୁଷ୍ଟ ନଥିଲେ ଯାହା ଫଳରେ ସେମାନେ କନ୍ୟା ର ପରିବାରକୁ ଆହୁରି ଦାବି କରିଥିଲେ କିନ୍ତୁ ସେମାନେ ପରେ ଦେବେ ବୋଲି କହିଥିଲେ କନ୍ୟା ର ପରିବାର ଲୋକ ଝିଅର ଚତୁର୍ଥୀ ଦିନ ଏତେ ଗୁଡା ଟଙ୍କା ଯୋଗାଡ଼ ନକରିପାରିବାରୁ ଦେବୀ ପ୍ରସାଦ ତାଙ୍କ ପତ୍ନୀଙ୍କୁ ବହୁତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ |

ଏହାପରେ ଜବାବ ପୁରାଣ ନ ହେବାରୁ ଦେବୀ ପ୍ରସାଦ ତାଙ୍କ ପତ୍ନୀ ବନ୍ଦନା ପ୍ରସାଦ କୁ ମାଡ଼ ମାରିଥିଲେ ତାଙ୍କ ଉୟପରେ ହେଉଥିବା ଅନ୍ୟାୟ ଅତ୍ୟାଚାର କୁ ଶଯ୍ୟ ନକରିପାରି ରାତାରାତି ବନ୍ଦନା ପ୍ରସାଦ ନିକଟସ୍ଥ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ FIR ଦେଇଥିଲେ ବନ୍ଦନା ଙ୍କ ବୟାନ ଓ ପ୍ରମାଣ ପାଇବା ପରେ ସହିଦ ନଗର ଥାନା ଅଧିକାରୀ ତାଙ୍କ ସ୍ୱାମୀ ଉପରେ ଯୌତୁକ ମାମଲାରେ ପତ୍ନୀ ଙ୍କ ଉପରେ ନିର୍ଯାତନା କୁ ନେଇ ତାଙ୍କୁ ଗିରଫ କରିଥିଲେ |