ଆଜିକା ସମୟ ରେ ଦୁନିଆ ରେ ଅନେକ ଖେଳ ରହିଛି କିନ୍ତୁ କ୍ରିକେଟ ଖେଳ କୁ ହିଁ ଲୋକେ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି I କ୍ରିକେଟ ଖେଳ ର ଆରମ୍ଭ ଅନେକ ବର୍ଷ ତଳେ ହେଇଥିଲା ଏବଂ ଆଜିକା ସମୟ ରେ ଏହି ଖେଳ କୁ 100 ରୁ ଅଧିକ ଦେଶ ଖେଳୁଛନ୍ତି I
ତେବେ ଆଜି ଆମେ ଆଲୋଚନା କରିବା କ୍ରିକେଟ ଜଗତ ରେ ଏପରି କିଛି ଆକ୍ରମକ ଖେଳାଳି ରହିଛନ୍ତି ଯେଉଁମାନେ କି 6 ଗୋଟି ବଲ ରେ 6 ଗୋଟି ଛକା ମାରିଛନ୍ତି I ଆଜି ଆମେ ଏହିପରି କିଛି ବରିଷ୍ଠ କ୍ରିକେଟର ଙ୍କ ର ବିଷୟ ରେ ଆଲୋଚନା କରିବା ଯାହା ଙ୍କ ର ଏହି ରେକର୍ଡ କୁ ନେଇ ସେମାନେ ବିଶ୍ୱ ସ୍ତର ରେ ପ୍ରଶଂସା ର ଯୋଗ୍ୟ ହେଇପାରିଛନ୍ତି I
1. ରବି ଶାସ୍ତ୍ରୀ
ରବି ଶାସ୍ତ୍ରୀ ପୂର୍ବ ଭାରତୀୟ କ୍ରିକେଟର ଅଟନ୍ତି I 1984 ମସିହା ର ରଞ୍ଜି ଟ୍ରଫି ମ୍ୟାଚ ରେ ବଡୋଦା ସ୍ପିନର ତିଳକ ରାଜ ଙ୍କ ର 6 ଗୋଟି ବଲ ରେ 6 ଗୋଟି ଛକା ମାରିଥିଲେ I ଏହି ସମୟ ରେ ରବି ଶାସ୍ତ୍ରୀ ଡବଲ ସେନ୍ଚୁରୀ ମଧ୍ୟ କରିଥିଲେ I
2. ରବୀନ୍ଦ୍ର ଜାଡେଜା
ରବୀନ୍ଦ୍ର ଜାଡେଜା ସୌରାଷ୍ଟ୍ରୀୟ କ୍ରିକେଟ ଆସୋସିଏସନ ତରଫରୁ ଆୟୋଜିତ ଇଣ୍ଟର ଡିଷ୍ଟ୍ରିକ ଟୁର୍ନାମେଣ୍ଟ ରେ ଅମରାବଲି ଙ୍କ ର ବଲ ରେ 6 ଗୋଟି ବଲ ରେ 6 ଗୋଟି ଛକ୍କା ମାରିଥିଲେ I
3.ଯୁବରାଜ ସିଂ
ଯେପରି କି ଆପଣ ଜାଣିଥିବେ ଯୁବରାଜ ସିଂ ଲେଫ୍ଟ ହ୍ୟାଣ୍ଡ ର ବ୍ୟାଟ୍ସମ୍ୟାନ ଅଟନ୍ତି i 2007 ମସିହା ରେ ଟି 20 ବିଶ୍ୱକପ ସମୟ ରେ ଇଂଲଣ୍ଡ ସ୍ଟୁର୍ଡ଼ ବୋର୍ଡ ର ଏକ ଓଭର ରେ 6 ଗୋଟି ବଲ ରେ ଯୁବରାଜ ସିଂ 6 ଗୋଟି ଛକ୍କା ମାରିଥିଲେ I
4.ସାରଦୁଲ ଠାକୁର
ସାରଦୁଲ ଠାକୁର ଙ୍କୁ କିଏ ବା ନ ଜାଣିଚି I ମୁମ୍ବାଇ ର ସାରଦୁଲ ଠାକୁର ସ୍ୱାମୀ ବିବେକାନନ୍ଦ ସ୍କୁଲ ଓ ରାଧାକୃଷ୍ଣ ସ୍କୁଲ ମଧ୍ୟ ରେ ହେଇଥିବା ମ୍ୟାଚ ରେ ବିଶାଳ ଧୁବର ଙ୍କ ର 6 ଗୋଟି ବଲ ରେ 6 ଗୋଟି ଛକ୍କା ମାରିଥିଲେ I
ଏହା ମଧ୍ୟ ଜାଣନ୍ତୁ
ଏକ ଓଭର ରେ ସବୁଠାରୁ ଅଧିକ ରନ କରିବା ମାମଲା ରେ ହାର୍ଦିକ ପାଣ୍ଡିଆ ଆଗ ରେ ରହିଛନ୍ତି I ହାର୍ଦିକ ପାଣ୍ଡିଆ ସାଇଡ ମୁସ୍ତାକ ଅଲ୍ଲୀ ଟି 20 ମ୍ୟାଚ ରେ ଦିଲ୍ଲୀ ଓ ଗୁଜୁରାଟ ମଧ୍ୟ ରେ ଆୟୋଜିତ ହେଇଥିଲା ଯେଉଁଥିରେ ହାର୍ଦିକ ଏକ ଓଭର ରେ 5 ଗୋଟି ଛକ୍କା ଓ 1 ଚୌକା ମାରିଥିଲେ I ଏହିପରି ମୈଦାନ ରେ ଏକ ଓଭର ରେ 5 ରନ କରିଛନ୍ତି I