ଚତୁର୍ଥୀ ରାତି ପାଇଁ ବହୁତ ଉତ୍ସାହିତ ଥିଲେ ସ୍ତ୍ରୀ, ଆଉ ତାପରେ ସ୍ୱାମୀ ବେଡ଼ ଉପରକୁ ଆସିବା ପରେ….

ଜଣେ ଯୁବତୀ ଏକ ଯୁଇବାଙ୍କଙ୍କୁ 6 ମାସ ଧରି ଡେଟ କରିଆସୁଥିଲେ | 6 ମାସ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ | ଏକ ବର୍ଷ ମଧ୍ୟରେ ତାଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ସ୍ଥାପନ ହୋଇନଥିଲା | କାରଣ ଯୁବକ ଜଣକ ପୁରୁଣା ଚିନ୍ତାଧାରା ର ବ୍ୟକ୍ତି ଥିଲେ |

ସେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ | ଏପରି କରିବା ସମ୍ପୂର୍ଣ୍ଣ ଭୁଲ ବୋଲି ଭାବୁଥିଲେ | ବିବାହ ପରେ ଯୁବତୀ ଜଣକ, ତାଙ୍କ ସ୍ୱାମୀଙ୍କ ଲିଙ୍ଗ ସାଧାରଣ ଆକାର ଠାରୁ ଅନେକ ଛୋଟ ବୋଲି ଜାଣିବାରୁ ବହୁତ ନିରାଶ ହୋଇଥିଲେ |

ମହିଳା ନିଜର ନିରାଶ ହେବାର କାରଣକୁ ନେଇ ଅନେକ ଦୁଃଖ ଅନୁଭବ କଲେ | କାରଣ ସେ କେବଳ ଲିଙ୍ଗର ଏକରକୁ ନେଇ ନିରାଶ ହୋଇଥିଲେ | ସେ କଣ ଭଲ ଲୋକ ନୁହନ୍ତି କି ? ଏପରି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରିଥିଲା | ଏହାପରେ ଲୋକମାନେ ତାଙ୍କୁ ବୁଝାଇ କହିଥିଲେ ଯେ, ଏପରି ପରିସ୍ଥିତିରେ ନିରାଶ ହେବା ଟା ନିଶ୍ଚିତ |

ତୁମର ସ୍ୱାମୀ ଜାଣିଶୁଣି ଏ ସମ୍ପର୍କରେ ତୁମ ଠାରୁ ଲୁଚେଇ ରଖିଥିଲେ | ଅଧିକାଂଶ ଲୋକମାନଙ୍କର ଲିଙ୍ଗର ଆକାର ସାମାନ୍ୟ ହୋଇନଥାଏ | କିନ୍ତୁ ଏସମ୍ପର୍କରେ ନିଜ ପ୍ରେମିକା ଙ୍କୁ ଲୁଚେଇବା ଠିକ ନୁହେଁ | ନିଜ ପ୍ରେମିକାଙ୍କୁ ଜାଣିଶୁଣି ଏକ ବର୍ଷ ଯାଏ ଠକିବା ତା ଯୁବକଙ୍କ ଏକ ଭୁଲ | ଏପରି କରିବା ଦ୍ୱାରା ସମ୍ପର୍କ ଉପରୁ ବିଶ୍ୱାସ ଉଠିଯାଇପାରେ |