ଚତୁର୍ଥୀ ରାତିରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପଚାରିଲେ କେତେ ଜଣଙ୍କ ସହ ସୋଇଛ? ଜବାବ ଶୁଣିକି ସ୍ୱାମୀ ହୋଇଗଲେ ବେହୋସ

ଏହା ପ୍ରତୋକ ଲୋକେ ଚାହିଁଥାନ୍ତି କି ଦିନସାରା ର ଥକାପଣ ପରେ ଯେତେବେଳେ ସନ୍ଧ୍ୟା ରେ ଘର କୁ ଯିବା ତ କିଛି ଏପରି ସୁବିଧା ମିଳନ୍ତା କି ତତ୍କ୍ଷଣାତ ଦେହ ରିଲାକ୍ସ ହେଇଯାନ୍ତା I ତେବେ ମୁହୂର୍ତକ ରେ ରିଲାକ୍ସ ହେବା ପାଁଇ ଆମେ ଏହିପରି କିଛି ଜୋକ୍ସ ନେଇ ଆସିଚୁ ଯାହା ଆପଣ ଙ୍କ ର ମୁଡ଼ କୁ ଭଲ କରିଦେବ I

ପ୍ରଥମ ଜୋକ :
ବିବାହର ପହିଲି ରାତି ରେ ପତି ନିଜ ପତ୍ନୀ ଙ୍କ ର ଓଢଣା କାଢି ପଚାରିଲେ ?
ପତି -ଆଛା ତ କୁହ ଆଜିପର୍ଯ୍ୟନ୍ତ ତୁମେ କେତେ ଜଣଙ୍କ ସହ ଶୋଇଛ ?
ପତ୍ନୀ : ଟିକେ ଲାଜେଇଯାଇ ପତ୍ନୀ କହିଲେ , ସତ କହିବାକୁ ଗଲେ ଆପଣ ପ୍ରଥମ , ବାକି ତ ରାତିସାରା ଶୋଇବାକୁ ଦିଅନ୍ତି ନାହିଁ I

ଦ୍ୱିତୀୟ ଜୋକ୍ସ :
ପପୁ ଟିଚର ଙ୍କୁ ଏକ ପ୍ରଶ୍ନ ପଚାରିଲେ ..
ପପୁ – ସାର ଏହା କେଉଁ ଜିନିଷ ଯାହା କି ଫଟିଲେ ଲେ ଶବ୍ଦ କରେ ନାହିଁ ?
ଟିଚର କହିଲେ ଚୁପ ରୁହ ..
ପପୁ – ସାର ଆପଣ ତ ରାଗି ଗଲେ ମୋ ପ୍ରଶ୍ନ ର ଉତ୍ତର ଥିଲା କ୍ଷୀର I

ତୃତୀୟ ଜୋକ୍ସ
ସନ୍ତା ନିଜ ଏରିଆ ର ଜଣେ ବ୍ୟକ୍ତି ଙ୍କୁ ଖୁବ ମାଡ଼ ମାରିଲା ଏବଂ କଥା ସରପଞ୍ଚ ପର୍ଯ୍ୟନ୍ତ ପହଞ୍ଚିଥିଲା , ଏହା ପର ସରପଞ୍ଚ ସନ୍ତା କୁ ଡକାଇଲେ I
ସରପଞ୍ଚ -ତୁମେ ଏହି ଲୋକ କୁ କଣ ପାଁଇ ମାରିଲ ?
ସନ୍ତା – ଏହି ଲୋକ ଟି ସାରା ଅଂଚଳ ରେ ବୁଲି ବୁଲି କହୁଛି ଭଲ କାମ କରିଲେ ଜନ୍ନାତ ମିଳିବ I
ସରପଞ୍ଚ – ହଁ ଠିକ ତ କହିଛି … ଭଲ କାମ କରିଲେ ଜନ୍ନାତ ମିଳିବ I
ସନ୍ତା-ବକଵାସ ବନ୍ଦ କର ସରପଞ୍ଚ , ଜନ୍ନାତ ମୋ ପତ୍ନୀ ର ନାମ I

ଚତୁର୍ଥ ଜୋକ୍ସ
ପତ୍ନୀ ଙ୍କ ଜନ୍ମ ଦିନ ରେ କଂଜୂସ ପତି ପଚାରିଲେ …
ପତି- ଆଛା ଆଜି ଜନ୍ମ ଦିନ ରେ ତୁମକୁ କଣ ଉପହାର ଦରକାର କୁହ I
ପତ୍ନୀ ମନ ରେ ଭାବିଲେ ମୋତେ ତ କାର ଦରକାର କିନ୍ତୁ ଟିକେ ସିଧା କହିଲେ ଠିକ ହେବ ନାହିଁ I
ପତ୍ନୀ- ମୋତେ ଏପରି ଜିନିଷ ଦରକାର ଯାହା ଉପରେ ମୁ ବସିଲେ ଏହା କ୍ଷଣିକ ରେ 0 ରୁ 80 ହେଇଯିବ I
ପତି ସନ୍ଧ୍ୟା ରେ ଏକ ଓଜନ ମାପିବା ଯନ୍ତ୍ର ନେଇଆସିଲେ I