ଚତୁର୍ଥୀ ରାତିରେ ପୁରା ରାତିସାରା ବର କନିଆଁଙ୍କ ସହ ବନାଇଲେ ସମ୍ବନ୍ଧ, ସକାଳୁ କନିଅର ଅବସ୍ଥା ଦେଖିକି ସ୍ତବ୍ଦ ରହିଗଲେ ସମସ୍ତେ

ବିଗତ ଦିନ ରେ ଅପରାଧ ର ଅନେକ କିଛି ମାମଲା ନଜର କୁ ଆସିଥାଏ I ଏହିପରି ଏକ ଅପରାଧ ର ମାମଲା ନଜର କୁ ଆସିଛି ଯାହା କି ବରେଲୀ ର ଶେରଗଡ଼ ଅଂଚଳ ର ଅଟେ I ଏହି ମାମଲା କୁ ନେଇ ଥାନା ରେ ମାମଲା ରୁଜୁ ହେଇଚି I ମହିଳା ଥାନା ରେ ଏହି ଅଭିଯୋଗ ଆଣିଛନ୍ତି କି ବିବାହ ର ପହିଲି ରାତି ରେ ତାଙ୍କ ପତି ତାଙ୍କ ସହ ଅପ୍ରାକୃତିକ ସେକ୍ସ କରିଛନ୍ତି I ଯାହା ଦ୍ୱାରା କି ମହିଳା ଙ୍କ ର ସ୍ଵାସ୍ତ୍ୟ ଖରାପ ହେଇଯାଇଥିଲା I ଏବଂ ମହିଳା ଙ୍କ ର ଅପରେସନ କରାଇବା କୁ ପଡିଥିଲା I ଏପରି କି ଶଶୁର ଘର ଲୋକେ ମଧ୍ୟ ମହଲା ଙ୍କୁ ମାଡ଼ ମାରିଥିଲେ I

ଏହି ମାମଲା ରେ ମିଳିଥିବା ସୂଚନା ଅନୁସାରେ ପିତା ମହିଳା ଥାନା ରେ ଜ୍ୱାଇଁ ଙ୍କ ନାମ ରେ ଓ ତାଙ୍କ ପରିବାର ଲୋକ ଙ୍କ ନାମ ରେ ମାମଲା ରୁଜୁ କରିଥିଲେ I ଯୁବତୀ ଙ୍କ ର ପିତା ମହିଳା ଥାନା ର ପ୍ରଭାରୀ ଲୋକେଶ ସରନ ଙ୍କୁ କହିଛନ୍ତି 21 ଫ୍ରେବୁୟାରୀ ରେ ଦେଵଵାଣୀ ଏକ ଚାଷୀ ପରିବାର ର ଯୁବକ ଙ୍କୁ ବିବାହ କରିଥିଲେ I ପ୍ରଥମେ ଯୌତୁକ କମ ମିଳିବା କୁ ନେଇ ଶଶୁର ଘର ଲୋକେ ଖୁଣ୍ଟା ଦେଇଥିଲେ I ଏହା ପରେ ମହଲା ଲୋକ ଲଜ୍ୟା କୁ ଡରି କିଛି କହି ନ ଥିଲେ I କିନ୍ତୁ ଝିଅ ସହ ଅଧିକ ଅମାନୁଷିକ କାର୍ଯ୍ୟ କରାଯିବ କୁ ନେଇ ଝିଅ ର ପିତା ଥାନା ରେ ମାମଲା ରୁଜୁ କରିଥିଲେ I ମହିଳା ଘର ଲୋକ ଙ୍କୁ ଏହା କହିବା ରୁ ଶଶୁର ଘର ଲୋକେ ମଧ୍ୟ ବୋହୁ ଙ୍କୁ ମାଡ଼ ମାରିଥିଲେ I

ଥାନା ରେ ମାମଲା ରୁଜୁ ହେବା ପରେ ପିଡିତା ଙ୍କ ର ବୟାନ ରୁ ଏହା ଜଣାଯାଇଛି କି ତାଙ୍କ ପତି ହିଁସକ ସ୍ଵଭାଵ ର ଅଟନ୍ତି I ଏବଂ ତାଙ୍କ ସହ ଅପ୍ରାକୃତିକ ଭାବ ରେ ସେକ୍ସ କରନ୍ତି I ସେକ୍ସ ସମୟ ରେ ପାଟି ରେ କପଡା ପୁରାଇ ଦେବା ପରି ହରକତ ରେ ମହିଳା ଅଣନିଶ୍ୱାସୀ ହେଇଯାଉଥିଲେ I ବିବାହ ପରେ ଏପରି ତିନି ଚାରି ଦିନ ତାଙ୍କ ପତି ତାଙ୍କ ସହ ଏପରି ଅମାନୁଷିକ କାର୍ଯ୍ୟ କରିଥିଲେ I ଏପରି କି ତାଙ୍କ ଶାଶୁ ଶଶୁର ମଧ୍ୟ ତାଙ୍କୁ ହଇରାଣ କରୁଥିଲେ I ଯାହା କୁ ନେଇ ମହିଳା ଥାନା ଅଧିକାରୀ ଙ୍କ ର ପାଖ ରେ ଅଭିଯୋଗ ଆଣିଥିଲେ I