ଚତୁର୍ଥୀ ରାତିରେ ରୋମାନ୍ସ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ବିବାହ ଏକ ପ୍ରେମ ର ବନ୍ଧନ ଅଟେ I ଏହା ଜୀବନ ର ଏକ ସୁନ୍ଦର ସମ୍ପର୍କ ଅଟେ I ବିବାହ ପରେ ପୁଅ ଓ ଝିଅ ଦୁହିଁଙ୍କ ଜୀବନ ପରିବର୍ତନ ଆସିଥାଏ I ପୁଅ ଓ ଝିଅ ଦୁହେଁ ଦୁହିଁଙ୍କୁ ବେଶ ଭଲ ଭାବରେ ଜାଣିଥାନ୍ତି I ଏପରି କିଛି କଥା ଯାହା ବିବାହ ପୂର୍ବ ରୁ ହିଁ ଜାଣିନେବା ଉଚିତ I କିନ୍ତୁ କେହି କେହି ବିବାହ ର ପ୍ରଥମ ରାତି ରେ ହିଁ ଏପରି ଭୁଲ କରିବସିଥାନ୍ତି I

ବିବାହ ର ପ୍ରଥମ ରାତି ରେ ପୁଅ ଓ ଝିଅ ଦୁହେଁ ନିଜ ନିଜ ବିଷୟ ରେ ଆଲୋଚନା କରିଥାନ୍ତି I ଦୁହେଁ ଦୁହିଁଙ୍କୁ ବେଶ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିଥାନ୍ତି I ସେହି ରାତିରେ ଜଣେ ଅନ୍ୟ ଜଣଙ୍କୁ ଜାଣିବାକୁ ବେଶ ଚେଷ୍ଟା କରିଥାନ୍ତି I

ବିବାହ ର ପ୍ରଥମ ରାତି ରୋମାନ୍ସ ଓ ପ୍ରେମ ର ରାତି ହେଇଥାଏ ତେଣୁ ବିବାହ ରେ ଅତିଥି ଙ୍କ ଚର୍ଚା କୁ ନେଇ କୌଣସି ବି ଆଲୋଚନା କରନ୍ତୁ ନାହିଁ I ଏପରି କରିବା ଦ୍ୱାରା ହୁଏତ ଆପଣ ଙ୍କ ର ପାର୍ଟନ ଙ୍କର ମନ କୁ କଷ୍ଟ ଲାଗିପାରେ I

ଯଦି ଆପଣ ସର୍ଵଦଃ ନିଜ ପତ୍ନୀ ଙ୍କ ସହ ସୁଖରେ ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ର ଅତୀତ ଜୀବନ ସମ୍ପର୍କ ରେ କୌଣସି ବି କିଛି ଆଲୋଚନା କରନ୍ତୁ ନାହିଁ I