ଚତୁର୍ଥୀ ରାତିରେ କନିଆଁ ବରଙ୍କୁ କହିଲେ ନପୁଂସକ, ବର ରାଗିଯାଇ ଏପରି ଦେଲେ ନିଜ ପୁରୁଷତ୍ବର ପ୍ରମାଣ, କନିଆଁକୁ ପଡିଗଲା ଭାରି

ଜବଲପୁର ରେ ଗହମପୁର ଅଂଚଳ ରେ ଲାଲମାଟି ଅଂଚଳ ରେ ରହୁଥିବା ସାଧନା ଦ୍ବିବେଦୀ ଙ୍କ ଦ୍ୱାରା ବିବାହ ର ଦ୍ୱିତୀୟ ଦିନ ଅଭିଷେକ ତିୱାରୀ ଙ୍କୁ ନପୁଂସକ କହିବା ର ଆରୋପ ଆସିଛି I ଏହା ପରେ ପୋଲିସ ଦ୍ୱାରା ମେଡିକାଲ ଯାଞ୍ଚ ରୁ ଜଣାଯାଇଛି କି ତାଙ୍କ ର ପୂରୁଁସ୍ୱତ୍ୱ ରେ ସେପରି କୌଣସି ସମସ୍ୟା ନାହିଁ I ସେ ପିତା ହେବାର ଯୋଗ୍ୟ ଅଟନ୍ତି I

ଏହି ମାମଲା ରେ ଥାନା ଅଧିକାରୀ ଦିଲୀପ ଶ୍ରୀ ବାସ୍ତବ କହିଛନ୍ତି ସାଧନା ଙ୍କ ର ଅଭିଯୋଗ ଅନୁସାରେ 5 ଜୁନ ରେ ତାଙ୍କ ର ବିବାହ ହେଇଥିଲା I ଏବଂ ଦ୍ୱିତୀୟ ଦିନ ସେ ଜାଣିବାକୁ ପାଇଛନ୍ତି କି ଅଭିଷେକ ହେଉଛନ୍ତି ନପୁଂସକ I ସେହି କାରଣ ରୁ ସେ ନିଜ ପିତା ଙ୍କ ଘର କୁ ଫେରି ଯାଇଥିଲେ I ଏବଂ ସେ ଏହି ଆରୋପ ବି ଆଣିଛନ୍ତି ତାଙ୍କ ର ଏହି ବିବାହ ରେ 20 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଇଚି I ତେଣୁ ଏହି ପଇସା କୁ ସେ ଫେରସ୍ତ ମଧ୍ୟ ମାଗିଛନ୍ତି I ଏହା ପରେ ଏସିପି ମାମଲା ର ଯାଞ୍ଚ କରିଥିଲେ I ଏବଂ ମେଡିକାଲ କତୃପକ୍ଷ ଏହା କହିଛନ୍ତି କି ସେ ପିତା ହେବାକୁ ଯୋଗ୍ୟ ଅଟନ୍ତି I

ଜବଲପୁର ର ଗହମପୁର ରେ ପଟେଲ ଅଂଚଳ ରେ ରହୁଥିବା ଜଣେ ଦୁଲହନ ବିବାହ ର ଦୀଵା ଦିନ ରେ ହିଁ ଘର ଛାଡି ଚାଲିଆସିଛି ଦୁଲହନ ସାଧନା ଙ୍କ ର ଏହି ଆରୋପ ଥିଲା କି ତାଙ୍କ ସ୍ୱାମୀ ହେଉଛନ୍ତି ନପୁଂସକ I ଏବଂ ତାଙ୍କ ର ବିବାହ ରେ ଯେଉଁ 20 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଇଚି ଏହା ତାଙ୍କୁ ଫେରସ୍ତ ଦରକାର I ଏବଂ ଏହି ବିଷୟ ରେ 6 ଜୁନ ରେ ଆଲୋଚନା ହେଇଥିଲା I

ଏହି ମାମଲା ରେ ପୋଲିସ ଅଧିକାରୀ କହିଛନ୍ତି କି ପଟେଲ ନଗର ରେ ରହୁଥିବା ସାଧନା ଙ୍କ ର ବିବାହ ଇନ୍ଦ୍ରା ନଗର ରେ ରହୁଥିବା ରାମ ସଂଜୀବନ ତିୱାରୀ ଙ୍କ ର ପୁତ୍ର ଅଭିଷେକ ଙ୍କ ସହ ହେଇଥିଲା I ତାଙ୍କ ପରିବାର ଲୋକେ ଏହି ବିବାହ କୁ 5 ଅପ୍ରେଲ ରେ ନିର୍ବନ୍ଧ କରିଥିଲେ ଏବଂ ବିବାହ ରେ ନଗଦ 51 ହଜାରେ ଟଙ୍କା , 16 ହଜାର ଟଙ୍କା ର ଆଙ୍ଗୁଳି 10 ହଜାର ଟଙ୍କା ର କପଡା ଓ ହୋଟେଲ ର ଖାଇବା ବିଲ ବି ଦେଇଥିଲେ I 2 ଜୁନ ରେ ତିଳକ ସମାରୋହ ର ଆୟୋଜନ ହେଇଥିଲା I ଏବଂ ସେଠାରେ 15 ଲକ୍ଷ୍ୟ ଟଙ୍କା ର ଡିମାଣ୍ଡ କରାଯାଇଥିଲା ଏବଂ ବହୁତ କଷ୍ଟ ରେ ଝିଅ ଘର 11 ଲକ୍ଷ୍ୟ ଟଙ୍କା ଯୋଗାଡ଼ କରିଥିଲେ I ଏହା ପରେ 5 ଜୁନ ରାତି ରେ ଅଭିଷେକ ଜଣେ କିନ୍ନର ବୋଲି ଦୁଲହନ କହିଥିଲେ I ଏବଂ ଏହା କହିବା ପରେ ଶଶୁର ଘର ଲୋକେ ସାଧନା ଙ୍କୁ ମାରପିଟ ବି କରିଛନ୍ତି I ଏବଂ ତାଙ୍କୁ ତାଙ୍କ ପିତା ଙ୍କ ଘର କୁ ଫେରିଯିବାକୁ ବି ତାଙ୍କ ଶାଶୁରଘର ଲୋକେ ଧମକାଇଥିଲେ I ଏପରି କି ତାଙ୍କ ର ମୋବାଇଲ ବି ନେଇଯାଇଥିଲେ I ଏବଂ ରିସେପ୍ସନ ରେ ବହୁତ କଷ୍ଟ ରେ ସେ ନିଜ ଘର କୁ ଯାଇଥିଲେ I