୧୭ ବର୍ଷ ବୟସରେ କ୍ରିକେଟରେ ମଚାଇଲେ ଧୁମ; କେବେ ଠେଲାରେ ଗୁପଚୁପ ବିକୁଥିଲେ ଏହି ଖେଳାଳି

ଉତ୍ତର ପ୍ରଦେଶ ରେ ଭଦୋହିଁ ରେ ରହୁଥିବା ଉଦୀୟମାନ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲା ବୁଧବାର ଦିନ ପ୍ରତିଷ୍ଠିତ ବିଜୟ ହଜାରେ ଟ୍ରଫି ରେ ଦ୍ୱିତୀୟ ଶତକ କରିଛନ୍ତି I ସେ ଝାରଖଣ୍ଡ ବିପକ୍ଷ ରେ ବିଜୟ ହଜାରୀ ଟ୍ରଫି ରେ ଗୃପ ଏ ର ମ୍ୟାଚ ରେ 154 ବଲ ରେ 203 ରନ କରିଥିଲେ I ତେବେ ୟଶସ୍ଵୀ ଜୟସ୍ବାଲା ଙ୍କ ର କ୍ରିକେଟର ହେବାର କାହାଣୀ ବହୁତ କଷ୍ଟଦାୟକ ଅଟେ I

କ୍ରିକେଟର ୟଶସ୍ଵୀ ଜୟସ୍ବାଲା ଙ୍କ ର ଜୀବନ କାହାଣୀ
ଚାଚା ଙ୍କ ର ଘର ଏତେ ବି ବଡ଼ ନ ଥିଲା I ସେହି ସମୟ ରେ ୟଶସ୍ଵୀ ଜୟସ୍ବାଲା କିଛି କରିବା କୁ ଲକ୍ଷ ରଖିଥିଲେ I ଏବଂ ଏକ ଫାର୍ମ ରେ ସେ ଜୀବନ ବିତାଇଥିଲେ I ଦୁଇ ଓଳି ଖାଇବା ପାଁଇ ସେ ଏକ ସ୍ଥାନ ରେ କାମ କରୁଥିଲେ I ରାତି ରେ ଗୁପ୍ଚୁପ ବିକୁଥିଲେ ଏବଂ ଆଜି 17 ବର୍ଷ ବୟସ ରେ ବିଜୟ ହଜାରେ ଟ୍ରଫି ରେ ସେ ଡବଲ ସେନ୍ଚୁରୀ କରି ଏକ ବଡ଼ ରେକର୍ଡ କରିଛନ୍ତି I ଆଜି ପର୍ଯ୍ୟନ୍ତ 18 ବର୍ଷ ବୟସ ରେ କୌଣସି ବି ଖେଳାଳି 154 ବଲ ରେ 12 ଛକ୍କା ଓ 140 ରନ ଚୌକା କରି କରିଛନ୍ତି I

ଏହା ବି ଦେଖନ୍ତୁ
ୟଶସ୍ଵୀ ଜୟସ୍ବାଲାଙ୍କ ର ବିଶ୍ୱ ରେକର୍ଡ – ୟଶସ୍ଵୀ ଜୟସ୍ବାଲା ବର୍ତମାନ 5 ଗୋଟି ସିରିଜ ରେ 504 ରନ କରିଛନ୍ତି I ଆରମ୍ଭ ପାଞ୍ଚ ଲିଷ୍ଟ ଏ ସିରିଜ ରେ ବେଶ ଭଲ ରେକର୍ଡ କରିଛନ୍ତି I ଏହା ପୂର୍ବ ରୁ ଏହି ରେକର୍ଡ ସାଉଥ ଆଫ୍ରିକା ର ଖେଳାଳି ଗ୍ରିମ ପୁଲକ ଙ୍କ ନାମ ରେ ରହିଥିଲା ଏବଂ ସେ 493 ରନ କରିଥିଲେ I କିନ୍ତୁ ୟଶସ୍ଵୀ ଜୟସ୍ବାଲା ଙ୍କ ର ରେକର୍ଡ ବର୍ତମାନ ବେଶ ଅଧିକ ଅଟେ I

ୟଶସ୍ଵୀ ଜୟସ୍ବାଲା ଙ୍କ ର ବଡ଼ କାର୍ନାମା
ମୁମ୍ବାଇ ରେ ରହୁଥିବା ଖେଳାଳି ୟଶସ୍ଵୀ ଜୟସ୍ବାଲାଙ୍କୁ ବର୍ତମାନ ମାତ୍ର 17 ବର୍ଷ ଅଟେ ଏବଂ ସେ ଡବଲ ସେନ୍ଚୁରୀ କରି ବେଶ ଚର୍ଚା କୁ ଆସିଛନ୍ତି I 2014 ରେ 12 ବର୍ଷ ବୟସ ରେ GILES SHIELD ସ୍କୁଲ ରେ ଅଞ୍ଜୁମନ ଇସ୍ଲାମ ହାଇସ୍କୁଲ ରେ 319 ରନ କରିଥିଲେ I ସେହିପରି ରାଜା ଶିବାଜୀ ବିଦ୍ୟାମନ୍ଦିର ବିପକ୍ଷ ରେ ଖେଳିବା ସମୟ ରେ 99 ରନ ଦେଇ 13 ଵିକେଟ ନେଇଥିଲେ I

ଲିଷ୍ଟ ଏ କ୍ରିକେଟ କଣ
ଲିଷ୍ଟ ଏ କ୍ରିକେଟ ଏକ ଅନ୍ତରାଷ୍ଟ୍ରୀୟ କ୍ରିକେଟ ସହ ଏକ ଘରୋଇ କ୍ରିକେଟ ମଧ୍ୟ ଅଟେ I ଲିଷ୍ଟ ଏ କ୍ରିକେଟ ରେ 40 ରୁ 60 ଓଭର ରେ ଏକ ସିରିଜ ହେଇଥାଏ I ଏହା ବିଭିର୍ନ ଘରୋଇ ମ୍ୟାଚ ରେ ମଧ୍ୟ ଆୟୋଜିତ ହେଇଥାଏ I ଏବଂ ଏହି ଟିମ ୱାନଡେ ଇଣ୍ଟରନ୍ୟାଶନାଲ ର ସଂମାନ ପ୍ରାପ୍ତି କରିଥାଏ I