ଆସନ୍ତୁ ଏମିତି ଏକ ଗଛ ବିଷୟରେ ଜାଣିବା ଯାହାର ପ୍ରୟୋଗ ଆମେ ଖାଦ୍ୟର ସ୍ୱାଦ ବଢାଇବାପାଇଁ କରିଥାନ୍ତି ଏହାର ଉପକାରିତା ବୋଧ ହୁଏ ବହୁତ କମ ଲୋକଙ୍କୁ ଜଣା ଯେଉଁ ଲୋକମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି ସେମାନେ ଏହାର ପ୍ରତିଦିନ ସେବନ କରିଥାନ୍ତି କାରଣ ଏହା ସ୍ଵସ୍ଥ ପାଇଁ ଓ ଆୟୁର୍ବେଦ ଅନୁଯାୟୀ ବହୁତ ପୋଷାକ ତତ୍ୱ ରେ ଭରପୁର ହୋଇ ରହିଥାଏ ଏହା ବହୁତ ସାରା ରୋଗ କୁ ଦୂର କରିବାରେ କାମରେ ଆସିଥାଏ ଏହି ଗଛର ନାମ ହେଲା ଭୃଷୁଙ୍ଗ
ଗଛ ବନ୍ଧୁଗଣ ଭୃଷୁଙ୍ଗା ଗଛରେ ଏତେ ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂର କରିଥାଏ ଯଦି ଆପଣ ଏହାର ସେବନ କରୁ ନାହାନ୍ତି ତ ତେବେ ଆଜିଠାରୁ ଏହାର ସେବନ ଆରମ୍ଭ କରି ଦିଅନ୍ତୁ ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ |
(1) ବନ୍ଧୁଗଣ ଯଦି କାହାରିକୁ କୋଲେଷ୍ଟର ଅଧିକ ହେଉ ଅଛି ତେବେ ଭୃଷୁଙ୍ଗା ପତ୍ରର ସେବନ ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ କାରଣ ଏହାର ସେବନ ଦ୍ୱାରା ଆପଣଙ୍କର କୋଲେଷ୍ଟର କୁ କମ କରିବାରେ ଏହା ସାହାଯ୍ୟ କରିଥାଏ |
(2) ହୃଦୟ ସମ୍ଭନ୍ଦିତ ରୋଗୀ ଙ୍କ ପାଇଁ ଭୃଷୁଙ୍ଗା ପତ୍ରର ସେବନ କରିବା ମଧ୍ୟ ବହୁତ ଲାଭ ଦୟାକ ଅଟେ |
(3) ଯଦି ଆପଣଙ୍କର କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୃଷୁଙ୍ଗା ପତ୍ରର ସେବନ କରନ୍ତୁ ଭୁଷୁଙ୍ଗା ପତ୍ରରର ସେବନ ଦ୍ୱାରା ଆପଣଙ୍କର କେଶ ଘନ ଲମ୍ବା ଏବଂ ଚମତ୍କାର ବନିଥାଏ ଏହା ସେବନ କରିବା ଦ୍ୱାରା କେଶ ସମ୍ଭଦିତ ସମସ୍ତ ସମସ୍ୟା ଦୂର ହୋଇଥାଏ |
(4) ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ଭୃଷୁଙ୍ଗା ପତ୍ରର ସେବନ ନିହାତି କରନ୍ତୁ ଏହା ଆପଣଙ୍କର ବ୍ଲଡ଼ ସୁଗାର କୁ କଣ୍ଟ୍ରୋଲ ରେ ରଖିବାକୁ ବହୁତ ସାହାଯ୍ୟ କରିଥାଏ |
(5) ବନ୍ଧୁଗଣ ଆପଣଙ୍କ ପେଟ ଏବଂ ଲିଭର ପାଇଁ ଭି ଭୃଷୁଙ୍ଗା ପତ୍ର ବହୁତ ଲାଭଦାୟକ ହୋଇଥାଏ ଯଦି ଆପଣଙ୍କ ପେଟରେ ଗ୍ୟାସ ଏବଂ ଏସିଡ଼ିଟି ଭଳି ସମସ୍ୟା ଅଛି ତେବେ ଭୃଙ୍ଗ ପତ୍ରର ସେବନ ନିହାତି କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ ଯଦି ଆପଣଙ୍କ ଲିଭର ରେ କିଛି ଭି ସମସ୍ୟା ଅଛି କିମ୍ବା ଆପଣଙ୍କର ଖାଦ୍ୟ ହଜମ ହେଉନାହିଁ ତେବେ ଆପଣ ଭୃଷୁଙ୍ଗା ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ ଆପଣଙ୍କର ଏହି ସମସ୍ୟା ଭି ଶେଷ ହୋଇଯିବ ଭୃଷୁଙ୍ଗା ପତ୍ର ଆପଣଙ୍କ ବାଡ଼ିରେ ଅତି ସହଜରେ ମିଳିଥାଏ ଭୃଷୁଙ୍ଗା ପତ୍ରକୁ ଆପଣ ନିଜ ତରକାରୀରେ ପକାଇ ସେବନ କରି ପାରିବେ |