Diabetes ଥିଲେ ଖାଆନ୍ତୁ ନାହିଁ ଏହି 4ଟି ଖାଦ୍ୟ, ମୂଳରୁ ହେଇଯିବ ଭଲ, ମେଡ଼ିସିନ ଦରକାର ନାହିଁ

ବନ୍ଧୁଗଣ ଡାଇବେଟିସ ଗୋଟିଏ ଏଭଳି ରୋଗ ଯାହା ବିଭିନ୍ନ ପ୍ରକାର ରୋଗକୁ ଜନ୍ମ ଦେଇଥାଏ ତେଣୁ ଡାଇବେଟିସ କୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ ହୋଇଥାଏ ଡାଇବେଟିସ ରୋଗ କୁ ସମ୍ପୂର୍ଣ୍ଣ ଭାବେ ଭଲକରିବା ଅସମ୍ଭବ ଅଟେ କିନ୍ତୁ ଜୀବନ ପ୍ରଣାଳୀ ଏବଂ ଖାଦ୍ୟ ରେ ପରିବର୍ତ୍ତନ କରି ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖାଯାଇ ପାରିବ ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ସମ୍ବଦ୍ଧରେ ଜଣାଇବୁ ଯାହା ଡାଇବେଟିସ ରୋଗୀ ନିମନ୍ତେ ବିଷ ସଦୃଶ୍ୟ ହୋଇଥାଏ |

ଆଳୁ: ଡାଇବେଟିସ ହୋଇଥିଲେ ଆଳୁ ଖାଇବା ଉଚିତ ନୁହେଁ କାରଣ ଆଳୁରେ କାର୍ବୋହାଇଟ୍ରେଡ଼ ସେତ ଶରଣ ମାତ୍ରା ଅଧିକ ରହିଥାଏ ଏହା ହଜମ ହୋଇ ରକ୍ତରେ ଗ୍ଲୁକୋଜ ର ମାତ୍ରାକୁ ବଢ଼ାଇଦେଇଥାଏ ଏହା ସହିତ ଆଳୁ ତିଆରି ଜିନିଷରେ କାର୍ବୋହାଇଟ୍ରେଡ଼ ର ମାତ୍ରା ଆହୁରି ଅଧିକ ରହିଥାଏ ଏଣୁ ଏହା କ୍ୟାନ୍ସର ର କାରଣ ମଧ୍ୟ ହୋଇଥାଏ |

ମଇଦା ତିଆରି ଖାଦ୍ୟ: ମଇଦା ରେ ପ୍ରସ୍ତୁତ ସମସ୍ତ କାର୍ଯ୍ୟ ଯଥା ପାଉଁରୁଟି ତୋଷ୍ଟ ବିସ୍କୁଟ ଇତ୍ୟାଦି ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ମଇଦାରେ ରିଫାଇନ କାର୍ବୋହାଇଟ୍ରେଡ଼ ର ମାତ୍ରା ଅଧିକ ରହିଥାଏ ଏହା ଶୀଘ୍ର ଡାଇଜେଷ୍ଟ ହୋଇ ସୁଗାର ରେ ପରିଣତ ହୋଇଥାଏ ମଇଦା କୁ ରିଫାଇନ କରିବା ପ୍ରକ୍ରିୟାରେ ଏଥିରେ ଫାଇବର ପରିମାଣ ବହୁତ କମିଯାଇଥାଏ ରକ୍ତରେ ଥିବା ଗ୍ଲୁକୋଜ କୋଷ ଭିତରକୁ ଯାଇ ନପାରି ରକ୍ତରେ ଗ୍ଲୁକୋଜ ର ପରିମାଣ ବଢ଼ାଇଦେଇଥାଏ ଯଦି ଆପଣ ବ୍ରେଡ ଖାଇବାକୁ ଚାହୁଁଛନ୍ତି ତେବେ ଧଳା ବଦଳରେ ବ୍ରାଉନ ପାଉଁରୁଟି ଖାଇବା ଆବଶ୍ୟକ ହୋଇଥାଏ |

କ୍ରାସପେଡ ଯୁକ୍ତ ଖାଦ୍ୟ: ଏହିଭଳି ଖାଦ୍ୟ ଡାଇବେଟିସ ରୋଗୀ ନିମନ୍ତେ ବିଷ ସଦୃଶ୍ୟ ହୋଇଥାଏ ବଜାରରେ ବିକ୍ରି ହେଉଥିବା ସବୁ ପ୍ରକାରର ତେଲ ଭାଜି ଜିନିଷରେ କ୍ରାସପେଡର ମାତ୍ରା ଅଧିକ ରହିଥାଏ ଯଦି ଓ କ୍ରାସପେଡ ପ୍ରତ୍ୟେକ ଭାବରେ ରକ୍ତରେ ସୁଗାର ଲେବଲ କୁ ବଢ଼ାଇ ନଥାଏ କିନ୍ତୁ ଏହା ରକ୍ତରେ ଭଲ କୋଲିସ୍ଟର ର ମାତ୍ର କମାଇବା ସହିତ ରକ୍ତରେ ଇନ୍ସଲିନ କୁ ଅକାମି କରିଦେଇଥାଏ ଏହା ଫଳରେ ଡାଇବେଟିସ ଲେବେଲ ବଢିବାକୁ ଲାଗିଥାଏ |

ପ୍ୟାକେଟ ରେ ଥିବା ସ୍ନାକ୍ସ: ଡାଇବେଟିସ ଲୋକଙ୍କୁ ପ୍ୟାକେଟ ରେ ଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ ପ୍ୟାକେଟ ରେ ବିକ୍ରି ହେଉଥିବା ସ୍ନାକ୍ସ ଯେପରି ବାଦାମ ପକୁଡା ଚୁଡା ମିକ୍ସର ବିଭିନ୍ନ ପ୍ରକାରର ଚିପ୍ସ ଇତ୍ୟାଦି ରେ ଅଧିକ ପରିମାଣରେ କାର୍ବୋହାଇଟ୍ରେଡ଼ ଏବଂ ବିଷାକ୍ତ ତେଲ ରହିଥାଏ ପ୍ୟାକେଟ ରେ ବିକ୍ରି ହେଉଥିବା ଖାଦ୍ୟ ସାଧାରଣ ମଇଦା ରୁ ପ୍ରସ୍ତୁତ ହୋଇଥାଏ ଏହାକୁ ପ୍ରସ୍ତୁତ ଗରମ ତେଲରେ ଫ୍ରାଏ କରାଯାଇଥାଏ ଏହା ସହ ଏଥିରେ ଟ୍ରାସପେଡ ର ମାତ୍ରା ବଢ଼ିଯାଇଥାଏ ଏହା ବିଭିନ୍ନ ପ୍ରକାର ରୋଗ ର କାରଣ ହୋଇଥାଏ ତେବେ ଏହା ଥିଲା ଡାଇବେଟିସ ରୋଗୀ ମାନଙ୍କୁ କେଉଁ ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ |