ଏହି ଗାଈ ଦୈନିକ ଦେଇଥାଏ ୯୭୦୦ ଲିଟର କ୍ଷୀର, ଗାଈର ଦାମ ଜାଣିଲେ ଉଡିଯିବ ହୋସ

ତେବେ ଆପଣ ଗାଈ ବିଷୟ ରେ ଅନେକ କଥା ଶୁଣିଥିବେ କିନ୍ତୁ ଆଜି ଆମେ ଯେଉଁ ଗାଈ ସମ୍ପର୍କ ରେ କହିବାକୁ ଯାଉଛୁ ସେହି ଗାଈ ସବୁଠାରୁ ଅଧିକ କ୍ଷୀର ଦେଇଥାଏ ଏବଂ ସବୁଠାରୁ ଦାମୀ ମଧ୍ୟ ଅଟେ I

ତେବେ ଏହି ଗାଈ କୁ ବଡ଼ ବଡ଼ ଧନୀ ଲୋକେ ବି କିଣିବାକୁ ସମର୍ଥ ନୁହନ୍ତି I ତେବେ ଚାଲନ୍ତୁ ଜାଣିବା ଏହି ଗାଈ ସମ୍ପର୍କ ରେ କଣ ରହିଛି ଏହି ଗାଈ ର ବିଶେଷ୍ୟତ୍ୱ I

ଏହି ଗାଈ ର ନାମ ଇଷ୍ଟ ଲେଡୀସ ଗାର୍ଲସ ମିଶସୀ ଅଟେ I ଏହି ପ୍ରଜାତି ର ଗାଈ ଉତ୍ତର ଆମେରିକା ରେ ଅଧିକ ଦେଖିବାକୁ ମିଳିଥାନ୍ତି I ଏହି ପ୍ରଜାତି ର ଗାଈ ସବୁଠାରୁ ଅଧିକ କ୍ଷୀର ଦେଇଥାନ୍ତି I କିନ୍ତୁ ଆଶ୍ଚଯ୍ୟ କର କଥା କି ଏହି ଗାଈ 9700 ଲିଟର କ୍ଷୀର ଦେଉଛି I ତେବେ ଆପଣ ବି ଶୁଣି ଆଶ୍ଚଯ୍ୟ ହେଉଥିବା କଣ ଗୋଟେ ଗାଈ ଏତେ କ୍ଷୀର ଦେଇପାରେ I ଏକ ସାଧାରଣ ଗାଈ 20 ରୁ 30 ଲିଟର କ୍ଷୀର ହିଁ ଦେଇଥାନ୍ତି I

ସେହି କ୍ଷୀର ର ପରିମାଣ ଅନୁସାରେ ଗାଈର ମୂଲ୍ୟ ବି ଧରେ ଅଧିକ ଅଟେ I ଏହା କୁ କିଣିବା ପାଁଇ ଲୋକେ ସେହିପରିମାଣ ର ମୋଟା ଦର ଦେବାକୁ ବି ପ୍ରସ୍ତୁତ ହେଇଗଲେଣି , ତେବେ ଦେଖିବାକୁ ଗଲେ ଏହି ଗାଈ ର ମୂଲ୍ୟ 3 ମିଲିୟନ ଅଟେ ଅର୍ଥାତ 22 କୋଟି ଟଙ୍କା I