ଏପରି ଟେଲିଭିଜନ ଦୁନିଆ ରେ ବିଗତ ଦିନ ରେ ଅନେକ ନୂଆ ନୂଆ କଳାକାର ଙ୍କୁ ଦେଖିବାକୁ ମିଳୁଛି I କିନ୍ତୁ କିଛି ଏପରି କଳାକାର ମଧ୍ୟ ଅଛନ୍ତି ଯାହା ଙ୍କୁ ସାରା ଜୀବନ ଲୋକେ ମନେ ରଖିଥାନ୍ତି I କିଛି ଏପରି କଳାକାର ଯେଉଁମାନେ ଟେଲିଭିଜନ ଜଗତ ରେ ବେଶ ସଫଳତା ହାସିଲ କରିଛନ୍ତି I ଇତି ମଧ୍ୟ ରେ ଛୋଟୀ ଗାଙ୍ଗୁ ବାଇ ଙ୍କ ର ଅଭିନୟ ମଧ୍ୟ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଛି କିନ୍ତୁ ସେ ଖୁବ ବଡ଼ ମଧ୍ୟ ହେଇଯାଇଛନ୍ତି I
ଟେଲିଭିଜନ ରେ ଆସୁଥିବା ଛୋଟୀ ଗାଙ୍ଗୁ ବାଇ ନିଜ ଷ୍ଟାଇଲ ଓ ଅନୋଖା ଅନ୍ଦାଜ ରେ ଦର୍ଶକ ଙ୍କୁ ହସାଇବା କୁ ନେଇ ବେଶ ଲୋକପ୍ରିୟ ହେଇଛନ୍ତି I ତିନି ବର୍ଷ ର ଛୋଟୀ ଗାଙ୍ଗୁ ବାଇ ମହାରାଷ୍ଟ୍ରୀୟନ ଅବତାର ରେ ସବୁ ଦର୍ଶକ ଙ୍କ ର ମନୋରଞ୍ଜନ କରୁଥିଲେ I ଏବଂ ରାତାରାତି ସେ ସୁପରଷ୍ଟାର ମଧ୍ୟ ହେଇଯାଇଥିଲେ I ତେବେ ଆଜି ଆମେ ତାଙ୍କ ର କିଛି ଏପରି ଫୋଟୋ ଦେଖାଇବାକୁ ଯାଉଛୁ
କମେଡି ସର୍କସ ରେ ହେଇଥିଲେ ଛୋଟୀ ଗାଙ୍ଗୁ ବାଇ
ଏଥର ଆପଣ ଜାଣିପାରୁଥିବେ ଆମେ କେଉଁ ଛୋଟୀ ଗାଙ୍ଗୁ ବାଇ ଙ୍କ ବିଷୟ ରେ କହିବାକୁ ଯାଉଛୁ I କମେଡି ସର୍କସ ରେ ଛୋଟୀ ଗାଙ୍ଗୁ ବାଇ ରୂପେ ଅଭିନୟ କରିଥିଲେ ସାଲୋନୀ ଡେନି ସେ ସମୟ ରେ ମାତ୍ର ତିନି ବର୍ଷ ର ଥିଲେ କିନ୍ତୁ ବର୍ତମାନ ଖୁବ ବଡ଼ ହେଇଯାଇଛନ୍ତି I ସାଲୋନୀ ଙ୍କ ଲୋକପ୍ରିୟତା ମଧ୍ୟ ବେଶ ଅଧିକ ରହିଛି I ସେ ପ୍ରାୟ 7 ବର୍ଷ ବୟସ ପର୍ଯ୍ୟନ୍ତ ଏହି ସୋ ରେ କାମ କରିଥିଲେ I
ବଡ଼ ବଡ଼ କମେଡିୟାଂ ମଧ୍ୟ ହାର ମାନିବେ ତାଙ୍କ ସମୁଖ ରେ
ଖୁବ କମ ବୟସ ରେ ଟିଭି ଜଗତ ରେ ଏଣ୍ଟ୍ରି କରିଥିଲେ ସାଲୋନୀ I ଦର୍ଶକେ ତାଙ୍କ ଅଭିନୟ କୁ ବେଶ ପସନ୍ଦ ମଧ୍ୟ କରିଥିଲେ I ଟିଭି ଜଗତ ରେ ସେ ଜଣେ ପ୍ରମୁଖ ହାସ୍ୟକଳାକାର ରୂପେ ବେଶ ସଫଳତା ମଧ୍ୟ ହାସିଲ କରିଥିଲେ I ଯେଉଁ ସୋ ରେ ସାଲୋନୀ କାମ କରୁଥିଲେ ସେହି ସୋ ରେ କପିଳ ଶର୍ମା ମଧ୍ୟ କାମ କରିଛନ୍ତି I କମେଡି ରୁ ବିଦାୟ ନେବା ପରେ ସାଲୋନୀ ଗୋଟେ ଦୁଇଟି ସିରିଏଲ ରେ ମଧ୍ୟ କାମ କରିଛନ୍ତି I କିନ୍ତୁ ଏହି ସିରିଏଲ ରେ ସେପରି ସଫଳତା ସେ ହାସିଲ କରି ନ ଥିଲେ I
17 ବର୍ଷ ବୟସ ର ହେଇଯାଇଛନ୍ତି ସାଲୋନୀ
ଛୋଟୀ ଗାଙ୍ଗୁ ବାଇ ଭୂମିକା ରେ ଅଭିନୟ କରୁଥିବା ସାଲୋନୀ ବର୍ତମାନ 17 ବର୍ଷ ବୟସ ର ହେଇଯାଇଛନ୍ତି I ବୟସ ବଢିବା ସହ ସାଲୋନୀ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଦେଖାଯାଉଛନ୍ତି I ସାଲୋନୀ ବର୍ତମାନ ଖୁବ ଷ୍ଟାଇଲିଶ ମଧ୍ୟ ଦେଖାଯାଉଛନ୍ତି I ମିଡ଼ିଆ ରେ ତାଙ୍କ ଫ୍ୟାନ୍ସ ଙ୍କ ସଂଖ୍ୟା ଖୁବ ଅଧିକ ଅଟେ I