୧୦ ଫିଟ ଗଭୀର ନାଳରୁ ଜୋର ଜୋର ରେ ଆସୁଥିଲା ଚିଲେଇବାର ଶବ୍ଦ, ଯେତେବେଳେ ଲୋକମାନେ ସେଠାକୁ ଯାଇକି ଦେଖିଲେ ସମସ୍ତେ ହୋଇଗଲେ ସ୍ତବ୍ଦ, ଦେଖିବାକୁ ମିଳିଲା …

ପ୍ରତୋକ ଦିନ ଏପରି ଅନେକ ଆଶ୍ଚଯ୍ୟଜନକ ଘଟଣା ଆମ ପରିପାର୍ଶ୍ଵ ରେ ଘଟିଥାଏ I ତେବେ ଝିଅ ଙ୍କ କଥା ଯଦି ଦେଖିବା ତ ତାଙ୍କ ସହ ବି ଏପରି ଅନେକ ଘଟଣା ଘଟିଥାଏ I ତେବେ ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଙ୍କ ର ବି ହୋସ ଉଡିଯିବ I

ତେବେ ଏହି ଘଟଣା ଟି ଉତ୍ତର ପ୍ରଦେଶ ର କାନପୁର ଅଂଚଳ ର ଅଟେ I ଯେଉଁଠାରେ କି ଏକ ନାଳ ରୁ କିଛି ଶବ୍ଦ ଶୁଭୁଥିଲା I ଲୋକେ ଏହା ଜାଣିପାରୁନଥିଲେ I କିନ୍ତୁ ଯେତେବେଳେ ପାଖକୁ ଯାଇ ଦେଖିଥିଲେ ତ ଆଶ୍ଚଯ୍ୟ ହେଇଯାଇଥିଲେ I

ତେବେ କାନପୁର ର ଏହି ଜେରୋଲି ନାଳ ରେ 10 ଫିଟ ତଳେ କିଛି ଲୋକଙ୍କ ର ଚିଲେଇବାର ଶବ୍ଦ ସୁବିଥିଲା କାରଣ ତା ଭିତରେ ଏକ ଯୁବତୀ ପଡ଼ିଥିଲେ ଏବଂ ସେହି ଯୁବତୀ ବାରମ୍ବାର ସହାୟତା ମାଗୁଥିଲା ଯୁବତୀ ଙ୍କୁ କୌଣସି ଆଘାତ ଲାଗି ନ ଥିଲା କିନ୍ତୁ ସେ ଓଦା ହେଇଯାଇଥିଲେ I ଏବଂ ମୈଲା ବି ଲାଗିଯାଇଥିଲା I

ତେବେ ଲୋକେ ଯେତେବେଳେ ଯୁବତୀ ଙ୍କ ର ସହାୟତା କରିବାକୁ ଚେଷ୍ଟା କରିଥିଲେ ତ ଲୋକେ ଆଶ୍ଚଯ୍ୟ ହେଇଯାଇଥିଲେ କାରଣ ଯୁବତୀ ଖୁବ କାନ୍ଦୁଥିଲେ ଏବଂ ଠିକ ରେ ବି ଚାଲି ପାରୁ ନ ଥିଲା କିନ୍ତୁ ଲୋକେ ସେ ପର୍ଯ୍ୟନ୍ତ ଧ୍ୟାନ ଦେଇ ନାହାନ୍ତି କି ଯୁବତୀ ପ୍ରଚୁର ମଦ୍ୟପାନ କରିଛନ୍ତି I

ପଚାରିବାରୁ ଯୁବତୀ କହିଥିଲେ କି ସେ ଶୁକ୍ଳଗଂଜ ରେ ରୁହନ୍ତି ଏବଂ କିଛି ସାଙ୍ଗ ଙ୍କ ସହ ଏକ ପାର୍ଟି ରେ ଯାଇଥିଲେ ତେବେ ଯୁବତୀ କିପରି ସେହି ପାର୍ଟି ରେ ପହଂଚଥିଲେ ସେ ଜାଣିନାହାନ୍ତି I

ତେବେ ସୂଚନା ଅନୁସାରେ ଏହି ଯୁବତୀ 5 ବର୍ଷ ପୂର୍ବେ ଦିଲ୍ଲୀ ରେ ବିବାହ କରିଥିଲେ କିନ୍ତୁ 3 ବର୍ଷ ପରେ ତାଙ୍କ ସ୍ୱାମୀ ଙ୍କ ସହ ତାଙ୍କ ର ଛାଡପତ୍ର ହେଇଯାଇଥିଲା ଏବଂ ଏହା ପରେ ସେ ତାଙ୍କ ପିତା ଙ୍କ ଘରେ ରହିଥିଲେ I ତେବେ ଥାନା ଅଧିକାରୀ ଏହି ଯୁବତୀ ନାଳ ରେ ପଡିବା ଘଟଣା ରେ ପହଂଚି ତାଙ୍କୁ ପ୍ରଥମେ ମେଡିକାଲ ଚେକପ କରିଥିଲେ ଏବଂ ଏହା ପରେ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ I