ଯେମିତି ମୋଦି ଜି ଙ୍କୁ ମମତା ବ୍ୟାନର୍ଜି କହିଲେ ଏଠାରେ ଲାଗୁ ହେବକୁ ଦେବିନି ଏନଆରସି ଓ ସିଏଏ, ସଙ୍ଗେ ସଙ୍ଗେ ମୋଦି କହିଲେ ଯଦି…

ମମତା ବାନାର୍ଜୀ ଭାରତୀୟ ରାଜ୍ୟ ପଶ୍ଚିମ ବେଙ୍ଗଲ ର ବର୍ତମାନ ର ମୁଖ୍ୟମନ୍ତ୍ରୀ ଅଟନ୍ତି I ତାଙ୍କ ର ରାଜନୈତିକ ଦଳ ହେଉଛି ତୃଣମୂଳ କଂଗ୍ରେସ I

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତ ରେ କଲିକତା ଆସିଥିଲେ I ସେ ଶନିବାର ଦିନ ଦିପହର ସମୟ ରେ କଲିକତା ପହଂଚିଥିଲେ I ଏଠାରେ ବିମାନବନ୍ଦର ରେ ତାଙ୍କ ର ସ୍ୱାଗତ ରାଜ୍ୟପାଳ କରିଥିଲେ I ମୁଖ୍ୟମନ୍ତ୍ରୀ ହେଇକି ମଧ୍ୟ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିବା କୁ ଯାଇ ନ ଥିଲେ I ଏପରି ସମୟ ରେ ସେ କହିଛନ୍ତି କି ବେଙ୍ଗଲ ରେ NRC ଲାଗୁ ହେବାକୁ ଦେବେ ନାହିଁ I

ରାଜଭବନ ରେ ଦୁଇ ନେତା ଙ୍କ ର ସାକ୍ଷ୍ୟାତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲିକତା ରେ ଦୁଇ ଦିନିଆ ଗସ୍ତ ରେ ଯାଇଥିଲେ I ଏହି ସମୟ ରେ ସେ ବେଙ୍ଗଲ ର ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷ୍ୟାତ କରିଥିଲେ I ସେଠାରେ ମମତା ବାନାର୍ଜୀ କହିଛନ୍ତି କି CAA ଓ NRC ପରି ମାମଲା ରେ ପୁନର ବିଚାର କରିବା ଉଚିତ I

ମୋଦି କଣ ଉତ୍ତର ଦେଲେ
ପ୍ରଧାନମନ୍ତ୍ରୀ ମୋଦି ଙ୍କ ର ସାକ୍ଷ୍ୟାତ ମମତା ବାନାର୍ଜୀ ଙ୍କ ସହ ହେଇଥିଲା I ଏବଂ ମମତା ବାନାର୍ଜୀ କହିଥିଲେ NRC ଓ CAA ବେଙ୍ଗଲ ରେ ଲାଗୁ ହେବାକୁ ଦେବେ ନାହିଁ I ଏହା ପରେ ନରେନ୍ଦ୍ର ମୋଦି ଏହା କହିଛନ୍ତି କି ମମତା ଜି ଆପଣ ଦିଲ୍ଲୀ ଆସନ୍ତୁ ଏହି ବିଷୟ ରେ ବିସ୍ତୃତ ଆଲୋଚନା କରିବା I ଏବେ ମୁଁ ଏଠାକୁ ଅନ୍ୟ କାର୍ଯ୍ୟକର୍ମ ରେ ଯୋଗ ଦେବାକୁ ଆସିଛି |