He Prabhu ଦେଖନ୍ତୁ ଅଦ୍ଭୁତ ଘଟଣା ବାହା ବେଦୀରେ ବରକୁ ଚପଲରେ ପିଟିଲେ କନିଆଁ, ତାପରେ ଯାହା ହେଲା

ଆପଣମାନେ ସମସ୍ତେ ବିବାହ ଘରକୁ ଯାଇଥିବେ ଏବଂ ଏଇ ବାହାଘରରେ ଭୋଜି ଭାତ ଖାଇ ବରଯାତ୍ରୀ ରେ ମଧ୍ୟ ଯାଇଥିବେ ଏବଂ ବିବାହ କାର୍ଯ୍ୟର ସମ୍ପନ୍ନ ଆନନ୍ଦ ଉଠାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିବାହ ଭିତରେ ଏକ ଏଭଳି ଘଟଣା ଜଣାଇବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କର ହୋସ ଉଡିଯିବ ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ଟି କଣ |

ବିହାର ରେ ଏକ ଘଟଣା ଏବେ ଚର୍ଚ୍ଚାରେ ରହିଛି ବାହାଘର ପୂର୍ବରୁ ବେଦୀ ରେ ବରକୁ ଚପଲରେ ସେକିଚି କନ୍ୟା ସୂଚନା ଅନୁସାରେ ଘଟଣା ଟି ବିହାର ର ମୁରଜାଫର ପୁତ୍ର ଜିଲ୍ଲାରେ ହୋଇଛି | ଏଇ ଅଞ୍ଚଳର ମିଥାନ ପୁରାର ମଲି ଘାଟରେ ମୁସାହରି କୁ ବିବାହ କରିବାକୁ ବରଯାତ୍ରୀ ନେଇ ପହଁଚିଲା |

ଅଶୋକ କୁମାର ପାଶ୍ବାନ ବିବାହ ପ୍ରସ୍ତୁତି ଆରମ୍ଭ ହେବାକୁ ଥିବା ବେଳେ ହଟାତ ଜଣାପଡିଲା ଅସଲ ଘଟଣା ବିବାହ ବେଦୀ ରେ ପହଞ୍ଚିଥିଲେ ଜଣେ ମହିଳା ଏବଂ ଖୋଲି ଦେଇଥିଲେ ସବୁ ଗୁମର | ଖବର ଅନୁଯାୟୀ ସେ ମହିଳା ଥିଲେ ବର ସାଜି ଆସିଥିବା ଅଶୋକ ଙ୍କ ପତ୍ନୀ ଘରେ ପତ୍ନୀ ଥାଉ ଥାଉ ଅଶୋକ ତାଙ୍କୁ ଶଶୁର ଘରେ ଛାଡି ଦେଇ ଆସିଥିଲେ ଅଶୋକ ଙ୍କ ପତ୍ନୀ 3 ମାସର ଗର୍ଭବତୀ ମଧ୍ୟ ଥିଲେ

ତେବେ ତାଙ୍କୁ ନ ଜଣାଇ ପୁଣିଥରେ ବିବାହ କରିବାକୁ ଅଶୋକ ଜାଲ ବିଛାଇଥିଲେ ପ୍ରତାହାମ ପତ୍ନୀ ଙ୍କ ପାଖକୁ ନଯିବାରୁ ତାଙ୍କ ସନ୍ଦେହ ହୋଇଥିଲା ପରେ ଖବର ନେବାରୁ ଜଣା ପଡିଥିଲା କି ତାଙ୍କ ସ୍ୱାମୀ ଦ୍ୱତୀୟ ବିବାହ କରିବାକୁ ଯାଉଛନ୍ତି ସେ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ସମସ୍ତ ଖବର ଜଣାଇଥିଲେ ଏତେ ସବୁ ଜାଣିବାପରେ କନ୍ୟା ବେଶରେ ଥିବା ମୁସାହାରୀ ଉଠିଯାଇ ବର ଗାଲରେ ଚପଲରେ ଦୁଇ ପହଁରା ସେକି ଦେଇଥିଲେ |