ବହୁତ ସୁନ୍ଦର ଅଟନ୍ତି ଦୀପକ ଚାହାର ଙ୍କର ଏହି ମଡେଲ ଭଉଣୀ; IPLରେ ହୋଇଥିଲା ଖୁବ ଚର୍ଚ୍ଚା

କିଛି ଦିନ ପୂର୍ବ ରୁ ଆରମ୍ଭ ହେଇଥିଲା ବାଂଲାଦେଶ ବିପକ୍ଷ ରେ ଟି 20 ସିରିଜ ରେ ଦୀପକ ଚହାର ଙ୍କ ର ଖେଳ ପ୍ରଦର୍ଶନ କୁ ନେଇ ସେ ବେଶ ଚର୍ଚା କୁ ଆସିଥିଲେ I ଟି 20 ର ଅନ୍ତିମ ମ୍ୟାଚ ରେ ଦୀପକ ଚହାର ହ୍ୟାଟ୍ରିକ ଵିକେଟ ନେଇଥିଲେ I ଏବଂ ଏହି ସିରିଜ ରେ ଦୀପକ ଙ୍କ ର ଆକ୍ରମକ ଖେଳ ପ୍ରଦର୍ଶନ ଦେଖି ସବୁ ଦର୍ଶକେ ମଧ୍ୟ ଆଶ୍ଚଯ୍ୟ ହେଇଯାଇଥିଲେ I

ଦୀପକ ଚହାର ଙ୍କ ର ଭଉଣୀ ମାଳତୀ ଅଟନ୍ତି ଏବଂ ସେ ନିଜ ଇନ୍ଷ୍ଟଗ୍ରାମ ରେ ଏକ ଭିଡିଓ ପୋଷ୍ଟ କରିଥିଲେ I ଏହି ଭିଡିଓ ରେ ଦୀପକ ଙ୍କୁ ତାଙ୍କ ଭଉଣୀ ତାଙ୍କ ର ସଫଳତା ପାଁଇ ଅଭିନନ୍ଦନ ଜଣାଇଛନ୍ତି I କାରଣ ଦୀପକ ଚହାର ଙ୍କ ର କରିଥିବା ହ୍ୟାଟ୍ରିକ ଟି 20 ଅନ୍ତରାଷ୍ଟ୍ରୀୟ କ୍ରିକେଟ ସବୁଠାରୁ ଭଲ ରହିଛି I କ୍ରିକେଟ ପ୍ରେମୀ ଙ୍କୁ ଏହି ମ୍ୟାସେଜ ମଧ୍ୟ ପସନ୍ଦ ଆସିଥିବି I

ଦୀପକ ଙ୍କ ର ଭଉଣୀ ମାଳତୀ ଚହାର ସୋସିଆଲ ମିଡ଼ିଆ ରେ ବହୁତ ସକ୍ରିୟ ରହିଥାନ୍ତି I ଏହା ପୂର୍ବ ରୁ ମଧ୍ୟ ଦୀପକ ଙ୍କ ର ଭଉଣୀ ମାଳତୀ ସୋସିଆଲ ମିଡ଼ିଆ ରେ ନିଜ ର ଖୁସି ପ୍ରକାଶ କରିଛନ୍ତି I ଏବଂ ନିଜ ଭାଇ ର ସଫଳତା କୁ ନେଇ ଭଉଣୀ ମାଳତୀ ବେଶ ଖୁସି ଜଣାଯାଇଛି I IPL ସିରିଜ ରେ ମଧ୍ୟ ମାଳତୀ ଚେନାଇ ସୁପର କିଙ୍ଗ ର ଦୀପକ ଙ୍କୁ ନିଜ ର ସମର୍ଥନ ଜଣାଇଥିଲେ I ଏବଂ ସେହି ସମୟ ରେ ସେ ଖୁବ ଡ୍ୟାନ୍ସ ମଧ୍ୟ କରିଥିଲେ I

ଦୀପକ ବାଂଲାଦେଶ ବିପକ୍ଷ ରେ ତୃତୀୟ ମ୍ୟାଚ ରେ ଟୋଟାଲ 6 ଵିକେଟ ନେଇ ବେଶ ପ୍ରତିଭାବାନ ବୋଲର ରୂପେ ପରିଚିତ ହେଇଥିଲେ I ଏବଂ ଅନ୍ତରାଷ୍ଟ୍ରୀୟ ସ୍ତର ରେ ମଧ୍ୟ ଦୀପକ ଙ୍କ ର ଖେଳ ପ୍ରଦର୍ଶନ ବେଶ ଚର୍ଚା ରେ ରହିଥିଲା I ଦୀପକ ଏକ ନୂଆ ଓଭର କୁ ନେଇ 4 ଵିକେଟ ନିଜ ନାମ ରେ କରିଥିଲେ I ଏବଂ ଏହି ସମୟ ରେ ଟିମ ଇଣ୍ଡିଆ ମଧ୍ୟ ବାଂଲାଦେଶ ର ତୃତୀୟ ଟି 20 ସିରିଜ ନିଜ ନାମ ରେ କରିପାରିଥିଲା I

ଦୀପକ ଚହାର ଭାରତୀୟ ଟି 20 ମ୍ୟାଚ ରେ ହ୍ୟାଟ୍ରିକ କରିଥିବା ପ୍ରଥମ ବୋଲର ଅଟନ୍ତି I ଦୀପକ ଟି 20 ଅନ୍ତରାଷ୍ଟ୍ରୀୟ ସ୍ତର ରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥିଲେ I ତେବେ ଦୀପକ ଙ୍କ ର ଭଉଣୀ ମାଳତୀ ଙ୍କ ର ଏକ ମିନିଟ ର ଏହି ଭିଡିଓ ବେଶ ଭାଇରଲ ହେଇଚି I