ବାପା ଢାବାରେ ଅଇଁଠା ବାସନ ମାଜୁଥିଲେ, ପୁଅ ସୁନୀଲ ସେଠୀ ଆଜି ଏତେ କୋଟି ଟଙ୍କାର ଘରେ ରହୁଛନ୍ତି…

ଆମ ଦେଶ ରେ ଅନେକ କିଛି ପ୍ରେରଣତ୍ମକ ଘଟଣା ମାନ ଘଟିଥାଏ I ଆପଣ ନିଜ ର ପରିଶ୍ରମ ର ଦକ୍ଷତା ଆଧାର ରେ ଜୀବନ ରେ ସଫଳ ହେବା ପରେ ଅନ୍ୟ ଲୋକ ଙ୍କ ପାଁଇ ଏହା ପ୍ରେରଣା ସୃଷ୍ଟି କରିଥାଏ I ଏହିପରି ଅନେକ ବ୍ୟକ୍ତି ଙ୍କ ର କାହାଣୀ ରହିଛି ସେଥି ମଧ୍ୟ ରୁ ଜଣେ ହେଉଛନ୍ତି ସୁନୀଲ ସେଠୀ I ଏକ ସମୟ ଥିଲା ଯେତେବେଳେ ସୁନୀଲ ସେଠୀ ଙ୍କ ର ପିତା ଏକ ହୋଟେଲ ଢ଼ାବା ଆଦି ରେ କାମ କରି ଅଇଁଠା ବାସନ ମଯଉଁଥିଲେ I କିନ୍ତୁ ଆଜିକା ସମୟ ରେ ସୁନୀଲ ସେଠୀ ଯେଉଁ ସଫଳତା ର ଶୀର୍ଷ ରେ ପହଂଚିଛନ୍ତି ଏହା ବାସ୍ତବ ରେ ବେଶ ପ୍ରଶଂସନୀୟ ଅଟେ I

ପିତା ଙ୍କ ପ୍ରତି ସଂମାନ
ସୁନୀଲ ଙ୍କ ର ପିତା ଓ ସୁନୀଲ ଙ୍କ ମଧ୍ୟ ସମ୍ପର୍କ ଭଲ ଥିଲା I ସେ ପିଲାଦିନ ରୁ ନିଜ ପିତା ଙ୍କ ମାଡ଼ ଗାଳି ସହିବା ସହିତ ସ୍ନେହ ମଧ୍ୟ ପାଇଛନ୍ତି I ବିଗତ ଦିନ ରେ ଦେଇଥିବା ଏକ ଇଣ୍ଟରଭିୟୁ ରେ ସୁନୀଲ ସେଠୀ କହିଛନ୍ତି ତାଙ୍କ ପିତା ବର୍ଲି ରେ ଏକ ହୋଟେଲ ରେ ୱେଟର ଥିଲେ I ଅନେକ ଥର ସେ ଲୋକ ଙ୍କ ର ଅଇଁଠା ବାସନ ମାଜିଚନ୍ତି I

କଠିନ ପରିଶ୍ରମ ପରେ ଆଜି ଏପରି
ଆଜିକା ସମୟ ରେ ସୁନୀଲ ସେଠୀ ଫିଲ୍ମ ଜଗତ ରୁ ଦୁରେଇ ଯାଇଛନ୍ତି I 90 ଦଶକ ରେ କିନ୍ତୁ ସୁନୀଲ ସେଠୀ ଙ୍କ ର ଲୋକପ୍ରିୟତା ବେଶ ଅଧିକ ରହିଥିଲା I କୌଣସି ଆସିକି ଭୂମିକା ରେ ହେଉ କି କୌଣସି ପୋଲିସ ଵାଲା ଭୂମିକା ରେ ହେଉ ପ୍ରତୋକ କାହାଣୀ ରେ ତାଙ୍କ ର ଅଭିନୟ ବେଶ ଭଲ ରହିଥିଲା I ବର୍ଡ଼ର , ହେରା ଫେରି , ଧଡକନ , ମେ ହୁ ନା – ପରି ଚଳଚିତ୍ର ବେଶ ଲୋକପ୍ରିୟତା ହାସିଲ ମଧ୍ୟ କରିପାରିଥିଲା I ଏହି ଚଳଚିତ୍ର ରେ ସୁନୀଲ ସେଠୀ ଙ୍କ ର ଅଭିନୟ ବେଶ ଭଲ ରହିଥିଲା I

ବଲିଉଡ ରେ “ଆନ୍ନା” ନାମ ରେ ପରିଚିତ
ସୁନୀଲ ସେଠୀ ନିଜ ଜୀବନ ରେ କଠିନ ସଂଘର୍ଷ କରିବା ପରେ ଫିଲ୍ମ ଜଗତ ରେ ଅନେକ ସୁନାମ ଅର୍ଜନ କରିପାରିଛନ୍ତି I ବଲିଉଡ ରେ ସମସ୍ତେ ତାଙ୍କୁ ଅନନା ନାମ ରେ ହିଁ ଜାଣିଥାନ୍ତି I ଏହି ଶୁକ୍ରବାର ଦିନ ସୁନୀଲ ସେଠୀ ନିଜ ର ଜନ୍ମଦିନ ମଧ୍ୟ ପାଳନ କରିବାକୁ ଯାଉଛନ୍ତି I

ଖଡାଲି ରେ ନିଜ ର ଅଲିଶାନ ଘର
ନିଜ ର ଲଜ୍ଜରି ଜୀବନ ଶୈଳୀ କୁ ନେଇ ସୁନୀଲ ସେଠୀ ବେଶ ଚର୍ଚା ରେ ରହିଥାନ୍ତି I ତେବେ ତାଙ୍କ ର ଏହି ଘର ଜନ ଇବ୍ରାହିମ ଙ୍କ ର ଭାଇ ଙ୍କ ର ଆର୍କିଟେକଚର ଡିଜାଇନ ଓ ସୁନୀଲ ଙ୍କ ର ପତ୍ନୀ ଙ୍କ ଦ୍ୱାରା ଈଂଟରିୟର ଡିଜାଇନ ଦ୍ୱାରା ହିଁ ଏହି ଘର ଆଜି ଏତେ ସୁନ୍ଦର ହେଇପାରିଛି I