ଧନୀ ପଣିଆ ଦେଖି କପିଳ ବି ଛୁଇଁଥିଲେ ଏହି ବ୍ୟକ୍ତିଙ୍କର ଗୋଡ଼, ଗାଡି ହଉ କି ଜୋତା ସବୁ ସୁନାର, ଦେଖିକି ବିଶ୍ୱାସ ହେବ ନାହିଁ

ଭାରତ ରେ ସୁନା ର ବ୍ୟବସାୟ ଖୁବ ଅଧିକ ହେଇଥାଏ କାରଣ ଏଠାରେ ଲୋକ ଙ୍କୁ ସୁନା ବ୍ୟବହାର କରିବା ଅଧିକ ପସନ୍ଦ ଅଟେ I ଜଣେ ବ୍ୟକ୍ତି ଗୋଲଡି ମ୍ୟାନ ନାମ ରେ ବି ବିଗତ ଦିନ ରେ ବେଶ ଚର୍ଚା ରେ ରହିଥିଲେ I ଏବଂ ସେ ତ ସୁନା ର ଜୋତା ବି ପିନ୍ଧନ୍ତି I

ସୂଚନା ମୁତାବିକ ଶନି ପୁନେ ରେ ପିପରି ରେ ରୁହନ୍ତି ଏବଂ ଜଣେ ବିଜନେସମ୍ୟାନ ଅଟନ୍ତି I ଏବଂ ତାଙ୍କ ର ସୁନା ଏଟେ ପ୍ରିୟ କି ସବୁ ଜିନିଷ ରେ ସୁନା ବ୍ୟବହାର କରିଥାନ୍ତି I ଯେପରି କି ସୁନା ରେ ନିର୍ମିତ ଆଇ ଫୋନ 24 K ଗୋଲଡ ରେ ନିର୍ମିତ ଅଟେ I

ତେବେ ଏହି ବ୍ୟକ୍ତି ଙ୍କ ର ଏହି ଲୁକ ଦେଖି ଅନେକ ଷ୍ଟାର ବି ଆଶ୍ଚଯ୍ୟ ହେଇଛନ୍ତି I କାରଣ ବିଗତ କିଛି ସମୟ ପୂର୍ବ ରୁ ଦ କପିଳ ଶର୍ମା ସୋ ରେ ଉକ୍ତ ବ୍ୟକ୍ତି ମୁଣ୍ଡ ରୁ ପାଦ ପର୍ଯ୍ୟନ୍ତ ସୁନା ପିଂଧିକି ଆସିଥିଲେ ଏହା ଦେଖି ସବୁ ଲୋକ ଆଶ୍ଚଯ୍ୟ ହେଇଥିଲେ I ଏବଂ ମଜାକ ରେ କପିଳ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ବି ମାରିଥିଲେ I

ତେବେ ଶନି ବିବେକ ଓବରୟେ ଙ୍କ ର ବହୁତ ଭଲ ସାଙ୍ଗ ମଧ୍ୟ ଅଟନ୍ତି I ଉଭୟ ଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି I ଏବଂ ବଲିଉଡ ସଲ୍ମାନ , କରିନା ଓ ସୋହେଲା ଙ୍କ ସହ ବି ଶନି ଙ୍କୁ ଦେଖିବାକୁ ମିଳିଛି I

ଶନି ପୁନେ ରେ ଅଧିକ ଲୋକପ୍ରିୟ ଅଟନ୍ତି I ଏବଂ ଯେତେବେଳେ ବି କେଉଁଆଡେ ଯାଇଥାନ୍ତି ତ ନିଜ ର ଗୋଲଡେନ କାର ରେ ଯାଇଥାନ୍ତି ଯାହା ଦେଖି ଲୋକ ଙ୍କ ର ହୋସ ଉଡିଯାଇଥାଏ I

ଶନି ନିଜ ସୁନା ର ସୁରକ୍ଷ୍ୟା ପାଁଇ ବଡିଗାର୍ଡ ବି ରଖିଛନ୍ତି ଏବଂ ତାଙ୍କ ର ଲାଇଫଷ୍ଟାଇଲ ର ଚର୍ଚା ସବୁଠାରେ ହେଇଥାଏ I

ସୁନା ର ସଉକ ସହ ବାଡ଼ୀବିଲଡିଂ ବଡ଼ିବିଲଡିଂ ର ବି ସଉକ ରହିଛି ଶନି ଙ୍କ ର I

ତେବେ ଆପଣ ସୋସିଆଲ ମିଡ଼ିଆ ମାଧ୍ୟମ ରେ ତାଙ୍କ ର ସୁନା ର ମୋବାଇଲ , ସୁନା ର କାର, ସୁନା ର ଗହଣା ସହ ଅନେକ ବଡ଼ବଡ଼ ସେଲିବ୍ରିଟି ଓ ରାଜନେତା ଙ୍କ ସହ ଫୋଟୋ ଉଠାଇବା ର ବି ଦେଖିବାକୁ ମିଳିଛି I