ଧୋନିଙ୍କ ଏହି ୫ଟି ରେକର୍ଡ ଆଜି ଯାଏ କେହିଁ ଭାଙ୍ଗି ପାରିନାହାନ୍ତି

ଧୋନି ଙ୍କ ରେକର୍ଡ – ସେ ଭାରତୀୟ କ୍ରିକେଟ ଦଳର ଜଣେ ଭଲ ଖେଳାଳି ସହ ଦଳର ଜଣେ ଭଲ କ୍ୟାପଟେନ ମଧ୍ୟ I

ଧୋନି ତାଙ୍କ ଖେଳ ଜୀବନରେ ଅନେକ ରେକର୍ଡ କରିଛନ୍ତି I

1- ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ – ସେ ଏହି ଖେଳରେ ଗୋଟେ ଉଇକେଟ କିପର ଭାବରେ ଅନେକ ଆଉଟ କରିଛନ୍ତି I ତାଙ୍କର ଏହି ରେକର୍ଡ କୁ ଆଜି ପର୍ଯ୍ୟନ୍ତ କେହି ବି ଭାଙ୍ଗି ପାରିନାହାନ୍ତି I

2- 7ନଂ ରେ ବ୍ୟାଟିଂ କରିକି ସବୁଠାରୁ ଅଧିକ ଶତକ – ସେ ତାଙ୍କ କ୍ରିକେଟ କ୍ୟାରିୟର ରେ 279 ଦିନିକିଆ କ୍ରିକେଟ ମ୍ୟାଚ ରେ 9 ଗୋଟି ଶତକ କରିଛନ୍ତି I

3- ଟି -20ମ୍ୟାଚ – ସେ ପାଖାପାଖି 70 ଗୋଟି ଟି -20 ମ୍ୟାଚ ରେ କ୍ୟାପଟେନ ହେଇଥିଲେ ଓ ତାଙ୍କ ସମୟରେ ଭାରତ ସେଥି ମଧ୍ୟରୁ 41 ଟି ମ୍ୟାଚ ଜିତିଥିଲା I

4- ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ ରେ ସବୁଠାରୁ ଅଧିକ 6 ମାରିଥିଲେ – ଆଜି ପର୍ଯ୍ୟନ୍ତ ଧୋନି 324ଗୋଟି ଅଂତରରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ ରେ ମୋଟ 10,964 ରନ କରିଛନ୍ତି I ଏବଂ 204 ଗୋଟି 6 ମାରିଛନ୍ତି I ଯେଉଁ ରେକର୍ଡ କୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି I

5- ଅନ୍ତରାଷ୍ଟ୍ରୀୟ କ୍ରିକେଟ ସର୍ବାଧିକ ସ୍ଟଂପିଂଗ I