ଭାତରର ରାଜଧାନୀ ଦିଲ୍ଲୀରେ ହେଉଥିବା ହିଂସାକାଣ୍ଡକୁ ନେଇ ରୋହିତ ଶର୍ମା ଙ୍କର ଆସିଲା ବଡ଼ ବୟାନ, ଦେଖନ୍ତୁ କଣ କହିଲେ ରୋହିତ ଶର୍ମା

ରୋହିତ ଗୁରୁନାଥ ଶର୍ମା ଜଣେ ଭାରତୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଅଟନ୍ତି | ସେ ଘରୋଇ କ୍ରିକେଟ ମୁମ୍ବାଇ ଟିମ ପାଁଇ ଖେଳିଥାନ୍ତି ଓ IPL ଲିଗରେ ମୁମ୍ବାଇ ଇଂଡିଆନ୍ସ ର କ୍ୟାପଟେନ ସିପ କରିଥାନ୍ତି | ଡାହାଣ ହାତର ବ୍ୟାଟ୍ସମ୍ୟାନ ଓ ଡାହାଣ ହାତର ସ୍ପିନର ବୋଲର ରୂପେ ରୋହିତ ଶର୍ମା ପରିଚିତ ଅଟନ୍ତି | ସୀମିତ ଓଭରର ଭାରତୀୟ ରାଷ୍ଟ୍ରୀୟ ଟିମ ର ଉପ କ୍ୟାପଟେନ ମଧ୍ୟ ଅଟନ୍ତି |

ଭାରତ ର ଆକ୍ରମକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବୁଧବାର ଦିଲ୍ଲୀ ର ହିଂସାକାଣ୍ଡ ବିଷୟ ରେ ବୟାନ ଦେଇଛନ୍ତି | ରୋହିତ ଶର୍ମା ଏକ ଟ୍ୱିଟ ମାଧ୍ୟମ ରେ କହିଛନ୍ତି କି ଆଶା ରହିଛି ଖୁବ ଶୀଘ୍ର ଦିଲ୍ଲୀ ର ପରିସ୍ଥିତି ରେ ସୁଧାର ଆସିବ | ଭାରତ ର ରାଜଧାନୀ ଦିଲ୍ଲୀ ରେ ଏପରି ହିଂସାକାଣ୍ଡ ଠିକ ନୁହେଁ | ରୋହିତ ଶର୍ମା , ଯୁବରାଜ ସିଂ , ବିରେନ୍ଦ୍ର ସେହେବାଗ ଓ ଅନ୍ୟ କ୍ରିକେଟର ଦିଲ୍ଲୀ ର ଜନତା ଙ୍କ ଠାରୁ ଶାନ୍ତି ଅପିଲ କରିଛନ୍ତି I

24 ଘଣ୍ଟା ରୁ ମଧ୍ୟ କମ ସମୟ ରେ ଦ୍ୱିତୀୟ ଥର ରାଷ୍ଟ୍ରୀୟ ସୁରକ୍ଷ୍ୟା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ଦିଲ୍ଲୀ ର ଏହି ସ୍ତିତି ନିଜେ ଅନୁଧ୍ୟାନ କରିଛନ୍ତି I ଏବଂ ସେହି ଅଂଚଳ ର ଜନସାଧାରଣ ଙ୍କୁ ଶାନ୍ତି ନିବେଦନ କରିଛନ୍ତି I ଦିଲ୍ଲୀ ରେ ଏହି ହିଂସାକାଣ୍ଡ କାରଣ ରୁ 24 ଲୋକେ ମୃତ୍ୟୁବରଣ କରିବା ସହ 250 ରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି I