ଯଦି ଆପଣଙ୍କର କିମ୍ବା ଆପଣଙ୍କ ଆଖ ପାଖରେ କାହାର ଗାଲରେ ଗାଲରେ ରହିଛି ଡିମପଲ ତେବେ ଏହି ଖବର ନିଶ୍ଚୟ ପଢନ୍ତୁ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯୁବତୀ ଯୁବକ ମାନଙ୍କ ବିଷୟ ରେ ଅନେକ କିଛି କଥା କୁହାଯାଇଥାଏ I ଏହି ସାମୁଦ୍ରିକ ଶାସ୍ତ୍ର ଜଣେ ବ୍ୟକ୍ତି ଙ୍କ ର ଶରୀର ର ଆକାର ପ୍ରକାର ଆଦି ଅନୁସାରେ ହିଁ କୁହାଯାଇଥାଏ I ସାମୁଦ୍ରିକ ଶାସ୍ତ୍ର ରେ ଏପରି ଅନେକ କଥା ର ଉଲେଖ ରହିଛି ଯାହା କି ବ୍ୟକ୍ତି ଙ୍କ ର ବ୍ୟବହାର ରୁ ତାଙ୍କ ର ବ୍ୟକ୍ତିତ୍ୱ କୁ ଅନୁମାନ କରିହେଇଥାଏ I ତେବେ ଯେଉଁ ବ୍ୟକ୍ତି ଙ୍କ ର ଗାଲ ରେ ଡିମପାଲ ଆସିଥାଏ ସେହି ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ ବିଷୟ ରେ ଆଜି ଆମେ ଆଲୋଚନା କରିବା I

1.ଏପରି କୁହାଯାଉଛି ଯେଉଁ ଯୁବତୀ ଙ୍କ ର ଗାଲ ରେ ଡିମପାଲ ଆସିଥାଏ ତାଙ୍କୁ ତାଙ୍କ ଜୀବନ ରେ ବହୁତ ଖୁସି ପ୍ରାପ୍ତି ହେଇଥାଏ I ତାଙ୍କ ପାଖ ରେ ଟଙ୍କା ର କୌଣସି କମି ରହି ନ ଥାଏ I ବିବାହ ପରେ ସେ ଉତ୍ତମ ଜୀବନ ବ୍ୟତୀତ କରିଥାନ୍ତି I

2.ଏପରି କୁହାଯାଇଥାଏ କି ଯେଉଁ ଯୁବତୀ ଙ୍କ ର ଗାଲ ରେ ଡିମପାଲ ରହିଥାଏ ସେମାନେ ବହୁତ ଭାଗ୍ୟଶାଲୀ ହେଇଥାନ୍ତି I ଏପରି ଲୋକେ ଜୀବନ ଅନେକ ହସ ଖୁସି ରେ ଅତିବାହିତ କରିଥାନ୍ତି I

3.ଯେଉଁ ଯୁବତୀ ଙ୍କ ର ଗାଲ ଗୋଲାପୀ ରଙ୍ଗ ର ହେଇଥାଏ ସେମାନେ ମଧ୍ୟ ବହୁତ ଭାଗ୍ୟଶାଲୀ ହେଇଥାନ୍ତି I ସେ ଯେଉଁ କାର୍ଯ୍ୟ କୁ ମନ ଦେଇ କରିଥାନ୍ତି ସେଠାରେ ସେ ସଫଳ ହେଇଥାନ୍ତି I

4.ଯେଉଁ ଯୁବତୀ ଙ୍କ ର ଗାଲ ଚେପେଟା ହେଇଥାଏ ସେ ପରିବାର ଲୋକ ଙ୍କ ସହ ଖୁସି ରେ ରହିନଥାନ୍ତି , ଏବଂ ପରିବାର ପାଁଇ ଅଶୁଭ ର ସଂକେତ ହେଇଥାନ୍ତି I

5.ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ଙ୍କ ର ଗାଲ ରେ ଡିମପାଲ ଆସିଥାଏ ସେମାନେ ଧନୀ ହେଇଥାନ୍ତି ଏବଂ ଯେଉଁ ଲୋକ ଙ୍କ ର ଗାଲ ଚୌଡା ହେଇଥାଏ ସେମାନେ କୁଶଳ ହେଇଥାନ୍ତି I

6.ଯେଉଁ ପୁରୁଷ ଙ୍କ ର ଗାଲ ରେ କଳାଯାଇ ରହିଥାଏ ସେମାନେ ଅଧିକ ଦୁଖୀ ହେଇଥାନ୍ତି I ଏବଂ ମହିଳା ଙ୍କ କ୍ଷେତ୍ର ରେ ଏହା ଶୁଭତ୍ୱ ର ଲକ୍ଷଣ ହେଇଥାଏ I

7.ଯେଉଁ ଲୋକ ଙ୍କ ର ଗାଲ ରେ ହାଲ୍କା ଲାଳିମା ରହିଥାଏ ସେମାନେ ଭାଗ୍ୟ ର ପୁର୍ଣ ସମର୍ଥନ ପାଇଥାନ୍ତି I ଏବଂ ଏପରି ଲୋକେ ସାମାନ୍ୟ ପ୍ରୟାସ ରେ ସଫଳ ହେଇଥାନ୍ତି I