ଦିନେ ଓଲିଉଡ଼ରେ ରାଜ କରୁଥିଲେ କିନ୍ତୁ କାହିଁକି ଓଡିଶା ଛାଡି ଦେଲେ Dipakଙ୍କର ପରିବାର, ଦେଶ ଛାଡିକି କରୁଛନ୍ତି ଏମିତି କାମ

ନମସ୍କାର ବନ୍ଧୁଗଣ ଆପଣ ତ ଓଡ଼ିଆ ସିନେମା ନିହାତି ଭାବରେ ଦେଖୁଥିବେ ଏବଂ ଏହାକୁ ଅନେକ ମାତ୍ରାରେ ପସନ୍ଦ କରୁଥିବେ। ବର୍ତ୍ତମାନ ସମୟର ଅଧିକରୁ ଅଧିକ ଲୋକ ଓଡ଼ିଆ ସିନେମା ଦେଖୁଛନ୍ତି ଏବଂ ଏହାକୁ ଅନେକ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି। ଏହି ସବୁ ସିନେମା ଗୁଡ଼ିକ ଲୋକମାନଙ୍କୁ କେଉଁଠି ନା କେଉଁଠି ପ୍ରଭାବିତ କରୁଛି। ଆପଣମାନେ ଯଦି ଓଡ଼ିଆ ସିନେମା ଦେଖୁଥିବେ ଆପଣମାନେ ନିହାତି ଭାବରେ ଦୀପକ ପରିଡାଙ୍କୁ ଜାଣିଥିବେ ଏବଂ ତାଙ୍କର ଅଭିନୀତ ଆଲବମ୍ ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଛି।


ଅନେକ ଲୋକ ଦୀପକ ପରିଡାଙ୍କୁ ବୋହୁତ ପସନ୍ଦ କରିଥାନ୍ତି। ଦୀପକ ତାଙ୍କ ଅଭିନୟ ଦ୍ଵାରା ଅନେକ ଦର୍ଶକମାନଙ୍କ ହୃଦୟ ଜିତି ପାରିଛନ୍ତି। ତେବେ ଆସନ୍ତୁ ଆଜି ଦୀପକ ପରିଡାଙ୍କ ବିଷୟରେ କିଛି ଅଜଣା କଥା ଜାଣିବ| ଦୀପକ ପରିଡା ନାଁଟି ଖୁବ୍ ଚର୍ଚ୍ଚିତ ଓଡ଼ିଆ ଆଲବମ୍ ଜଗତରେ ଏବଂ ପୁରୁଣା ଚଳଚ୍ଚିତ୍ରରେ। ଏବେ ଅବଶ୍ୟ ଦେଖା ଯାଉନାହାଁନ୍ତି। ଦୀପକ ପରିଡା ବାଣୀବିହାରରେ ଏମଟେକ୍ କରୁଥିଲେ। ସେ ସମୟରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଓଡିଶାରେ କୌଣସି ସୁଯୋଗ ନଥିଲା।

ଏହା ସହ ସେ ଓଡ଼ିଆ ଫିଲ୍ମ ଜଗତରେ ମଧ୍ୟ ଅଧିକ ଗ୍ରୋ କରି ପାରୁନଥିଲେ। ସିଧା ସିଧା କହିଲେ ମଡେଲିଂ ଓ ତାଙ୍କ ଅଭିନୟରେ ତାଙ୍କୁ ଅଧିକ ଟଙ୍କା ମିଳୁ ନଥିଲା କିନ୍ତୁ ଏହି ସୁଯୋଗ ବାହାର ଦେଶରେ ଥିଲା। ସେ ଏଥିପାଇଁ ଓଡ଼ିଶା ଛାଡି ବାହାରକୁ ଚାଲି ଯାଇଥିଲେ। ବାହାରେ ରହି ମଧ୍ୟ ସେ ଅନେକ ଆଲବମ୍ ରେ କାମ କରୁଛନ୍ତି। ଚାକିରୀ ସହିତ ମଡେଲିଂ ମଧ୍ୟ କରୁଛନ୍ତି।

ସେହିଭଳି ଅନେକ ପ୍ରଭାବଶାଳୀ ଅଭିନେତା ଓ ଅଭିନେତ୍ରୀ ମାନେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥାନ୍ତି। ସେମାନେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକମାନଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। ସେହିଭଳି ଓଡ଼ିଶାର ଜଣେ ବରିଷ୍ଠ ଅଭିନେତା ହେଉଛନ୍ତି ଦୀପକ ପରିଡା। ଏବେ ସେ ନିଜ ପରିବାର ସହିତ ନେଦରଲ୍ୟାଣ୍ଡରେ ରହୁଛନ୍ତି ଏବଂ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଦୁଇ ପୁଅ ଏବଂ ଝିଅ ତାଙ୍କ ସହ ରହୁଛନ୍ତି।

ଏଠାରେ ସେ ବରଫରେ ନିଜ ପରିବାର ସହିତ ଅନେକ ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ସେ ଇଣ୍ଟରନେଶ୍ନଲା ମଡେ଼ଲ ମାନଙ୍କ ସହିତ କାମ କରୁଛନ୍ତି ଏବଂ ଖୁବ୍ ଖୁସିରେ ଅଛନ୍ତି ନିଜ ଜବ୍ କୁ ନେଇ।