ଦିଶା ଖୋଲିଲେ ନିଜ ବେଡ୍ ରୁମର ରହସ୍ୟ, କହିଲେ- ଏହି କାମ କରି ସବୁରାତି କରୁଛି ସ୍ମରଣୀୟ

ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଦିଶା ପଟାନି ଙ୍କୁ ଆପଣ ଜାଣିଥିବେ I ସେ ତାଙ୍କ ର ଡ୍ୟାନ୍ସ ଓ ଆକ୍ଟିଙ୍ଗ କୁ ନେଇ ପରିଚିତ ଅଟନ୍ତି I ଦିଶା ପଟାନି ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ବର୍ତମାନ ଦିଶା ପଟାନି ପ୍ରୋଟିକ ନ୍ୟୁୟର୍କ ର ଏକ ବ୍ରାଂଡ଼ ସହ ଯୋଡି ହେଇଛନ୍ତି I ଏବଂ ବିଗତ ଦିନ ରେ ଦିଶା ପଟାନି ନିଜ ବେଡ୍ରୁମ ର ଗୋପନୀୟତା ମଧ୍ୟ ଜଣାଇଛନ୍ତି I

View this post on Instagram

🌹

A post shared by disha patani (paatni) (@dishapatani) on


ଦିଶା ପଟାନି କହିଛନ୍ତି କି ପ୍ରୋଟିକ ନ୍ୟୁୟର୍କ ପରିବାର ର ଜଣେ ସଦସ୍ୟ ହେଇଛନ୍ତି ଓ ସେ ନିଜ କୁ ଖୁସି ମନେ କରୁଛନ୍ତି I ଦିଶା ପଟାନି ଏଠାରେ କହିଛନ୍ତି କିପରି ରାତି ର ସମୟ କୁ ଚିର ସ୍ମରଣୀୟ କରିହେବ I ଏବଂ ଜଷ୍ଟ ଅସ ସହ ସେ ନିଜ ର ବେଡ୍ରୁମ ସିକ୍ରେଟ କୁ ମଧ୍ୟ ସେୟାର କରିଛନ୍ତି I

ଦିଶା ପଟାନି ନିଜ ର ଲୁକସ ଓ ଫ୍ୟାସନ ଷ୍ଟେଟମେଣ୍ଟ କୁ ନେଇ ବେଶ ଚର୍ଚା ରେ ରହିଥାନ୍ତି I ତାଙ୍କ ର ଅନେକ ବିକିନି ଫୋଟୋ ବେଶ ଭାଇରଲ ହେଇଥାଏ I


ଦିଶା ପଟାନି ଙ୍କ ର କାମ କଥା ଦେଖିବା କୁ ଗଲେ ବିଗତ ଦିନ ରେ ସେ ଅଭିନେତା ସଲ୍ମାନ ଖାଁ ଙ୍କ ସହ ଇଲାମ ରାଧେ ର ସୁଟିଂ ରେ ବ୍ୟସ୍ତ ରହିଛନ୍ତି I ଏହି ଫିଲ୍ମ ର ନିର୍ଦେଶନା ଦାଇତ୍ୱ ରେ ଅଛନ୍ତି ପ୍ରଭୁଂଦେବା I ଫିଲ୍ମ ଟି ଆଗାମୀ 2020 ମସିହା ରେ ରିଲିଜ ହେବାକୁ ଯାଉଛି I