Breaking Update: ଏବେ ଏବେ ଆସିଲା ଦୁଃଖଦ ଖବର କରୋନା ରେ ମୃତ୍ୟୁବରଣ କଲେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ, ଶୋକରେ ବୁଡ଼ିଲା ଫିଲ୍ମ ଜଗତ

ନମସ୍କାର ବନ୍ଧୁଗଣ ସିନେମା ଜଗତ ପାଇଁ ଆସିଲା ବଡ଼ ଦୁଃଖଦ ଖବର ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ କୋରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ଏହି କଣ୍ଠଶିଳ୍ପୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ଆମର ଏହି ଶେଷ ହେଉଛି କଳାକାର ଓ ସଂସ୍କୃତିର ଦେଶ। କଳାକାରଙ୍କୁ ନେଇ ଅଭିନୟ ଜଗତ ଗଢା।

ଏହି ଦେଶରେ କଳାକାରଙ୍କ ଅଚାନକ ମୃତ୍ୟୁ ପାଇଁ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଥାଏ। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଜଗତର ଯାହା ଗୋଟିଏ ବଡ଼ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଜଣାଶୁଣା ଗାୟକ ତଥା ମ୍ୟୁଜିକ୍ କମ୍ପୋଜର୍ ସୁନିଲଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କୋରୋନାରେ ଆକ୍ରାନ୍ତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ଅଗଷ୍ଟରୁ ସେ କୋରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ କଲମ୍ବ ଅବସ୍ଥିତ ଏକ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ସେ ଘରକୁ ଫେରିଥିଲେ କିନ୍ତୁ କିଛିଦିନ ହେଲା ପୁଣି ତାଙ୍କର ସ୍ବାସ୍ଥ୍ୟ ବିଗିଡି ଯାଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ |

ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ସେ ତାଙ୍କ କ୍ୟାରିୟରରେ ଅନେକ ଗୀତ ଗାଇଛନ୍ତି। ସାମାଜିକ ଅନ୍ୟାୟ ଦୁର୍ନୀତି ପ୍ରସଙ୍ଗ ଉପରେ ସେ ଖୋଲା ମତ ରଖୁଥିଲେ। ତେବେ ଜଣାଶୁଣା ଗାୟକ ତଥା ମ୍ୟୁଜିକ୍ କମ୍ପୋଜର୍ ସୁନିଲଙ୍କର ମୃତ୍ୟୁ ପରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁସାରେ କୋରୋନାରେ ଆକ୍ରାନ୍ତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଜଣାଶୁଣା କଣ୍ଠଶିଳ୍ପୀ ତଥା ମ୍ୟୁଜିକ୍ କମ୍ପୋଜର୍ ସୁନିଲଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି।