Big Breaking: ଆସିଲା ବଡ ଦୁଃଖଦ ଖବର, ଚାଲିଗଲେ ଆଉ ଜଣେ ବଡ ଅଭିନେତା, ଶୋକରେ ବୁଡ଼ିଲା ପୁରା ଫିଲ୍ମ ଜଗତ

ପ୍ରସିଦ୍ଧ ଟିଭି ଅଭିନେତା ଙ୍କର ରହସ୍ୟମୟ ଭାବେ ମୃତୁ ହୋଇଛି ଝୁଲନ୍ତା ଅବସ୍ଥାରେ ମିଳିଲା ଶବ ତେବେ ସିନେମା ଜଗତପାଇଁ ଆସିଲା ବଡ଼ ଦୁଖଦଃ ଖବର ଏହି ଅଭିନେତା ଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି |

ଟିଭି ଅଭିନେତାଙ୍କର ଅତି ରହସ୍ୟମୟ ଭାବେ ମୃତୁ ହୋଇଛି ଚଳଚ୍ଚିତ୍ର ଜଗତରୁ ଏ ନେଇ ସୂଚନା ଦିଆ ଯାଇଛି ନିଜ ବାସ ଭଵନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ଏହି ଅପ୍ରାକୃତିକ ମୃତୁ ର ମାମଲା ରୁଜୁ କରିବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଛି ପୋଲିସ |

ତେବେ ରମେଶ ଦୁଇଦିନ ପୂର୍ବରୁ ନିଜର ନୂଆ ପ୍ରୋଜେକ୍ଟ ପାଇଁ ସୁଟିଂ ରୁ ଫେରୁଥିଲେ ସେ ରାଜ୍ୟର ସବୁଠାରୁ ଅଧିକ ଲୋକପ୍ରିୟ ଧାରାବାହିକ ଅଭିନେତା ଙ୍କ ମହଦ୍ଵାରେ ଜଣେ ଥିଲେ ଟିଭି ବ୍ୟତୀତ ସେ ଫିଲ୍ମ ଜଗତରେ ଭି କାମକରିଛନ୍ତି |

ସେ ନିଜର କଲେଜ ଦିନ ରୁ ସାଙ୍ଗ ମାନଙ୍କ ସହିତ ନାଟକ କରୁଥିଲେ ଗତ 22 ବର୍ଷ ଧରି ସେ ଅଭିନୟ କରି ଆସୁଥିଲେ ତାଙ୍କର ବିୟୋଗରେ ଅଭିନୟ ଜଗତରେ ଶୋକ ର ଛାୟା ଖେଳି ଯାଇଛି | ସେପଟେ ରମେଶ ଙ୍କ ମୃତୁ ଖବର ସାମ୍ନାକୁ ଆସିବା ପରେ ସିନେମା ଇଣ୍ଡଷ୍ଟ୍ରି ର ଅନେକ ଲୋକ ଏବଂ ତାଙ୍କ ବନ୍ଧୁବାନ୍ଧବ ଚକିତ ହୋଇଯାଇଛନ୍ତି |

ତାଙ୍କର ହଟାତ ମୃତୁ କୁ କେହି ମଧ୍ୟ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ସୋସିଆଲମିଡ଼ିଆରେ ରମେଶ ଙ୍କ ଫ୍ୟାନ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି ରମେଶ ଙ୍କ ମୃତୁ କୁ ନେଇ ବଦୁସା ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ସେ ଲେଖିଛନ୍ତି ଅନେକ ଗୁଡିଏ କଷ୍ଟ ହେବ କିନ୍ତୁ ଜୀବନରୁ ଦୂରେଇଗଲେ କଣ ଲାଭ ମିଳିବ ଏଥିସହିତ ରମେଶ ଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି ତେବେ ପ୍ରସିଦ୍ଧ ଟିଭି ଅଭିନେତା ରମେଶ ଙ୍କ ମୃତୁ କୁ ନେଇ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି |