ଯେପରି କି ଆପଣ ଜାଣିଥିବେ ଭାରତ ର ପ୍ରମୁଖ ଶତ୍ରୁ ଦେଶ ହେଉଛି ପାକିସ୍ତାନ I ପାକିସ୍ତାନ ଭାରତ ଅପେକ୍ଷ୍ୟା ଆକାର ରେ ଛୋଟ ହେଇଥିଲେ ମଧ୍ୟ ଏହା ମଧ୍ୟ ଏକ ଶକ୍ତିଶାଳୀ ରାଷ୍ଟ୍ର ଅଟେ I ଏହି ଦେଶ ରେ ମଧ୍ୟ ପରମାଣୁ ଶକ୍ତି ରହିଛି I ତେବେ ଆଜି ଆମେ ଏହିପରି 3 ଗୋଟି ଦେଶ ବିଷୟ ରେ ଆଲୋଚନା କରିବା ଯେଉଁମାନେ କି ପାକିସ୍ତାନ କୁ ପରମାଣୁ ଅସ୍ତ୍ର ସପ୍ଲାଇ କରିଥାନ୍ତି I
ତୁର୍କୀ
ଦୁନିଆ ରେ ତୃତୀୟ ଏପରି ରାଷ୍ଟ୍ର ଯିଏ କି ପାକିସ୍ତାନ କୁ ଅସ୍ତ୍ର ଶାସ୍ତ୍ର ବିକ୍ରୟ କରିଥାଏ I ପାକିସ୍ତାନ ସହ ତୁର୍କ ର ସମ୍ପର୍କ ବେଶ ଭଲ ଅଟେ ଓ ଆକାର ରେ ମଧ୍ୟ ଏହା ଏକ ଛୋଟ ରାଷ୍ଟ୍ର ଅଟେ I ପ୍ରତ୍ୟକ ବର୍ଷ ତୁର୍କ ର ପାକିସ୍ତାନ ସହ 11 ଲକ୍ଷ ଡଲାର ର ଅସ୍ତ୍ରଶସ୍ତ୍ର ବ୍ୟବସାୟ ହେଇଥାଏ I
ଆମେରିକା
ଆମେରିକା ଦୁନିଆ ର ଦ୍ୱିତୀୟ ବଡ଼ ରାଷ୍ଟ୍ର ଅଟେ I ଯେପରି କି ଆପଣ ଜାଣିଥିବେ ଦୁନିଆ ର ସବୁଠାରୁ ବଡ଼ ରାଷ୍ଟ୍ର ହେଉଛି ଆମେରିକା ଓ ଆର୍ଥିକ କ୍ଷେତ୍ର ରେ ମଧ୍ୟ ଏହା ଏକ ବିକଶିତ ରାଷ୍ଟ୍ର ଅଟେ I ପାକିସ୍ତାନ କୁ ଆମେରିକା F 16 ପରି ବିମାନ ମଧ୍ୟ ବିକ୍ରୟ କରିଛି I
ଚୀନ
ଦୁନିଆ ରେ ପ୍ରଥମ ଦେଶ ରୂପେ ପରିଚିତ ଚୀନ ସବୁଠାରୁ ଅଧିକ ମାତ୍ରା ରେ ଅସ୍ତ୍ରଶସ୍ତ୍ର ସପ୍ଲାଇ କରିଥାଏ I ଏପରି କି ପାକିସ୍ତାନ ର ଅସମୟ ସମୟ ରେ ମଧ୍ୟ ଚୀନ ପାକିସ୍ତାନ କୁ ସମର୍ଥନ କରିଥାଏ I