ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ଲିଷ୍ଟ ହେଲା ଜାରି, ଜାଣନ୍ତୁ ଆମ ଭାରତ ଦେଶ ରହିଛି କେତେ ନମ୍ବରରେ …

ଭାରତ ଦକ୍ଷିଣ ଏସୀୟ ର ଏକ ଉପମହାଦୀପ ଅଟେ I ଏହା ପୁର୍ଣ ରୂପେ ଉତ୍ତରିଗୋଲାର୍ଧ୍ୱ ରେ ରହିଛି I ଭୌଗଳିକ ଦୃଷ୍ଟି କୋଣ ରୁ ଭାରତ ବିଶ୍ୱ ର ସପ୍ତମ ବଡ଼ ଦେଶ ଅଟେ I (1.ରୁଷ , 2.କାନାଡା , 3ଚୀନ , 4.ଆମେରିକା , 5.ବ୍ରାଜିଲ , 6.ଅଷ୍ଟ୍ରେଲିଆ , 7.ଭାରତ ) I ଜନସଂଖ୍ୟା ଦୃଷ୍ଟି ରୁ ଭାରତ ଦ୍ୱିତୀୟ ସ୍ଥାନ ରେ ରହିଛି I ଭାରତ ର ପଶ୍ଚିମ ରେ ରହିଛି ପାକିସ୍ତାନ , ଉତ୍ତର ପୂର୍ବ ରେ ରହିଛି ଚୀନ , ନେପାଳ ଓ ଭୁଟାନ , ପୂର୍ବ ରେ ବାଂଲାଦେଶ ଓ ମିଆଁମାର ରହିଛି I ହିନ୍ଦ ମହାସାଗର ଏହା ର ଦକ୍ଷିଣ ପଶ୍ଚିମ ରେ , ମାଳଦୀପ ଓ ଦକ୍ଷିଣ ରେ ଶ୍ରୀଲଙ୍କା ଓ ଦକ୍ଷିଣ ପୂର୍ବ ରେ ଇଣ୍ଡୋନେସିଆ ରହିଛି I ଭାରତ ର ଉତ୍ତର ରେ ହିମାଳୟ ପର୍ବତମାଳା ରହିଛି I ବର୍ତମାନ ସମୟ ରେ ଭାରତ ଓ ପାକିସ୍ତାନ ସହ ବୁଝାମଣା ଠିକ ରହିନାହିଁ I ବିଗତ ଦିନ ରେ ଭାରତ ର ଜାମୁ କାଶ୍ମୀର ରେ ପୁଲବାମା ରେ ଆତଙ୍କୀ ଆକ୍ରମଣ ରେ 40 ଯବାନ ସହିଦ ହେଇଥିଲେ I ଏବଂ ଏଥିରେ ନିଜ କୁ ଦାଇ କରିଥିଲା ଯଶ ଏ ମୋହମ୍ମଦ ଆତଙ୍କୀ ସଂଗଠନ I ଏବଂ ଏହା ପରେ ଭାରତୀୟ ସେନା ଆକ୍ରମକ କରି ଘାଟି ଅଂଚଳ ରେ 300 ରୁ ଅଧିକ ଆତଙ୍କବାଦୀ ଙ୍କ ର ନିପାତ କରିଥିଲା I

ଇତି ମଧ୍ୟ ରେ ବିଶ୍ୱ ର ଶକ୍ତିଶାଳୀ ରାଷ୍ଟ୍ର ଙ୍କ ର ଶୁଚି ଜାରି ହେଇଚି I ତେବେ ଚାଲନ୍ତୁ ଜାଣିବା ଭାରତ ଏହି ଶୁଚି ରେ ମଧ୍ୟ କେତେ ନମ୍ବର ରେ ରହିଛି I

ଏହି ଶୁଚି ରେ ଆପଣ ଭାରତ କେତେ ଶକ୍ତିଶାଳୀ ଆପଣ ଅନୁମାନ କରିପାରିବେ I ଏହି ଶୁଚି ଦେଖିବା ପରେ ଆପଣ ନିଜ କୁ ଭାରତୀୟ ବୋଲି ମଧ୍ୟ ଗର୍ବ ଅନୁଭବ କରିବେ I ଭାରତ ଏହି ଶକ୍ତିଶାଳୀ ଶୁଚି ରେ 4 ନମ୍ବର ସ୍ଥାନ ରେ ରହିଛି I ଏହି ଶୁଚି ରେ ମୋଟ 25 ଗୋଟି ଦେଶ ର ନାମ ରହିଛି I

ଏବଂ ଏହି ଶୁଚି ରେ ପାକିସ୍ତାନ ପ୍ରାୟ 13ନମ୍ବର ସ୍ଥାନ ରେ ରହିଛି I ଏଥିରୁ ଆପଣ ଅନୁମାନ କରିପାରୁଥିବେ କି ପାକିସ୍ତାନ ନିଜ ର କ୍ଷମତା ରେ ଆମ ଭାରତ ଠାରୁ କେତେ ପଛ ରେ ରହିଛି I ଏହି ଶୁଚି ରେ ସବୁଠାରୁ ଶକ୍ତିଶାଳୀ ଦେଶ ରୂପେ ପରିଚିତ ହେଇଚି ଆମେରିକା , ଦ୍ୱିତୀୟ ରେ ରୁଷ ଓ ତୃତୀୟ ରେ ରହିଛି ଚୀନ ରହିଛି I

ଏହି ଲିଷ୍ଟ ରେ 24 ନମ୍ବର ରେ ରହିଛି ସାଉଦି ଆରବ ଓ 25 ତମ ସ୍ଥାନ ରେ ରହିଛି କାନାଡା I ଭାରତ ଓ ପାକିସ୍ତାନ ମଧ୍ୟ ରେ ଯେତେ ଭୁଲ ବୁଝାମଣା ଥିଲେ ମଧ୍ୟ ଭାରତ ସର୍ବଦା ଶାନ୍ତି ର ସହ ପଦକ୍ଷପ ନେଇଥାଏ I