ଦୂର ଦୂର ରୁ ଲୋକମାନେ ଏହି ଗଳି କୁ କିସ କରିବା ପାଁଇ ଆସିଥାନ୍ତି; କାହିଁକି ଜାଣନ୍ତୁ !

ଯେପରି କି ଏହା ଆମେ ବେଶ ଭଲଭାବରେ ଜାଣିଛେ କି ଦୁନିଆ ରେ ଏପରି ଅନେକ ଜାଗା ରହିଛି ଯାହା କି ଲଭର ପଏଣ୍ଟ ଭାବରେ ପରିଚିତ I ଏବଂ ଏପରି ମଧ୍ୟ ଅନେକ ଜାଗା ରହିଛି ଲୋକେ ଖୋଲାଖୋଲି ଭାବରେ ଲୋକେ କିସ କରିଥାନ୍ତି I ଏହି ପରି ଏକ ଜାଗା ରହିଛି ମେକ୍ସିକୋ ରେ ସେହତର କାପୁଲସ ମାନେ ଦୁହେଁ ଦୁହିଁଙ୍କୁ କିସ କରିବାକୁ ଆସିଥାନ୍ତି I ଏପରି ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଦୁହେଁ 15 ବର୍ଷ ପର୍ଯ୍ୟନ୍ତ ଖୁସି ରେ ରହିଥାନ୍ତି I

ଏହି ସ୍ଥାନ ଏକ ଛୋଟ ଗଳି ପରି ଏବଂ ଯାହାର ନାମ ହେଲା ଅଳ କେଲେଜନ ଡେଲ ବେଶ ଏହାର ଅର୍ଥ ଏହା କିସ ର ଗଳି I ଏହା ସେଣ୍ଟ୍ରାଲ ମେକ୍ସିକୋ ରେ ଗୁଆନାଯୁଆତ ଭାବରେ ପରିଚିତ I ଏହି ଗଳି ର ଇତିହାସ ଏହା କି ଦୁଇ ଲଭର ଏଠାରେ ବ୍ଳକୁନିର ବସିକି କିସ କରୁଥିଲେ , ଝିଅ ଦୋନା କମନ ଧନୀ ପରିବାର ର ଥିଲା , ଓ ପୁଅ ଟି ଗରିବ ପରିବାର ର I ଡୋନ ଙ୍କ ପିତା ତାଙ୍କର ସେହି ପ୍ରେମ ପାଁଇ ଅରାଜି ଥିଲେ I ତ ଏହି କାରଣ ରୁ ଲୁଇସ ଏକ କ୍ୟାମେରା ତାଙ୍କ ଘର ଝରକା ରେ ଲଗାଇ ଥିଲେ I

ଡୋନଙ୍କ ପିତା ଙ୍କୁ ତାଙ୍କ ମିଳାମିଶା ପସନ୍ଦ ନ ଥିଲା ତ ଏହି କାରଣ ରୁ ଲୁଇସ ସେଠାରେ ଏକ କ୍ୟାମେରା ଲଗାଇଥିଲେ I କିନ୍ତୁ ଗୋଟେ ଦିନ ଏହି କଥା ଡୋନ ଙ୍କ ପିତା ଜାଣିପାରିଥିଲେ I ଏବଂ ସେ ସେ ରାଗିଯାଇ ତାଙ୍କ ଝିଅ ର ହତ୍ୟା କରିଥିଲେ I

କିଛି କୁହନ୍ତି କି ଲୁଇସ ଙ୍କ ଠାରୁ ବଂଚିବା ପାଁଇ ସେ ଵାଲକୁନି ରୁ ଦେଇଥିଲେ I ସେହି ବାଲ କୁନି କୁ ଆସିକି ବର୍ତମାନ ପ୍ରେମୀଯୁଗଳ କିସ କରିଥାନ୍ତି I