ଦୁର୍ଗା ପୂଜାରେ ଭେଟ ହେଲେ Sidhanth Rachana, ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…

ନମସ୍କାର ବନ୍ଧୁଗଣ ଆସି ଯାଇଛି ଦୂର୍ଗାପୂଜା ତେବେ ଏହି ଦୁର୍ଗାପୂଜାରେ ଆମ ଓଲିଉଡର ଜବରଦସ୍ତ ଅଭିନେତା ଓ ଅଭିନେତ୍ରୀମାନେ କେମିତି ଏବର୍ଷର ଦୂର୍ଗାପୂଜାକୁ ପାଳନ କରିଛନ୍ତି ଆସନ୍ତୁ ଜାଣିବା। ବିଶେଷ କରି ଆମ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ବେଙ୍ଗଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ କେମିତି ଏବର୍ଷର ଦୂର୍ଗାପୂଜା ପାଳନ କରିଛନ୍ତି ଆସନ୍ତୁ ଜାଣିବା।


ବନ୍ଧୁଗଣ ଆପଣମାନେ ତ ଓଲିଉଡର ଜବରଦସ୍ତ ହିରୋଇନ୍ ରଚନା ବାନାର୍ଜୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ। ଦର୍ଶକ ବନ୍ଧୁ ଆପଣମାନେ ବର୍ତ୍ତମାନ ସମୟରେ ଓଲିଉଡ ଜଗତରେ ରଚନା ବାନାର୍ଜୀଙ୍କୁ ଆଉ ଦେଖିବାକୁ ପାଉନାହାଁନ୍ତି |


କାରଣ ରଚନା ବାନାର୍ଜୀ ଓଲିଉଡ ଇଣ୍ଡଷ୍ଟ୍ରି ଛାଡି ବର୍ତ୍ତମାନ ସମୟରେ ବେଙ୍ଗଲି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ରଚନା ବାନାର୍ଜୀଙ୍କ ଜନ୍ମସ୍ଥାନ ହେଉଛି କଲିକତା ଏବଂ ସେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସି ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଆଉ ଅନେକ ଓଲିଉଡ ଅଭିନେତାଙ୍କ ସହିତ ଅନେକ ଗୁଡ଼ିଏ ଫିଲ୍ମରେ ନଜର ଆସିଥିଲେ |

କିନ୍ତୁ ସେ ଆଉ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ନବରାତ୍ରି ପର୍ବ ପାଳନ ହେଇଛି ଏହି ଦୁର୍ଗା ପୂଜାରେ ରଚନା ବାନାର୍ଜୀ ବୋହୁତ ସୁନ୍ଦର ନଜର ଆସିଛନ୍ତି। ସେ ମା ଦୁର୍ଗାଙ୍କ ପୂଜା କରିଥିବା ସମୟରେ ଅନେକ ଫଟୋ ଉଠାଇଛନ୍ତି ଏବଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି। |

ଦର୍ଶକ ବନ୍ଧୁ ଏଠାରେ ଆପଣମାନେ ଦେଖି ପାରୁଥିବେ ରଚନା ବାନାର୍ଜୀ କିପରି ଦୂର୍ଗାପୂଜା କରୁଛନ୍ତି ଆଉ ସେ ଏହି ଦୁର୍ଗା ପୂଜା ଉପଲକ୍ଷେ ଖୁବ୍ ଖୁସି ଥିବା ସହ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି।