ଭେଟନ୍ତୁ ୨୦୧୯ର ୫ ଜଣ ସବୁଠାରୁ ଭାଗ୍ୟଶାଲୀ ଲୋକଙ୍କ ସହିତ, ୫ ନମ୍ବର ବ୍ୟକ୍ତି ହୋଇଗଲେ ୨୦୧୯ରେ ୫୫୦୦ କୋଟିର ମାଲିକ…

2019 ବର୍ଷ ଶେଷ ହେବାକୁ ଯାଉଛି I ଏହି ବର୍ଷ ରେ ଅନେକ କିଛି ଘଟଣା ଘଟିଯାଇଛି I ଆଜି ଆମେ କିଛି ଏପରି ଲୋକ ଙ୍କ ବିଷୟ ରେ କହିବା କୁ ଯାଉଛେ ଯେଉଁମାନେ କି ଏହି 2019 ର ସବୁଠାରୁ ଅଧିକ ଭାଗ୍ୟଶାଲୀ ଲୋକେ ଅଛନ୍ତି I

ଦୀପିକା ଘୋଷ
2019 ର IPL ହାଇଦ୍ରାବାଦ ରେ ବ୍ୟଙ୍ଗଲୋର ମଧ୍ୟ ରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ରେ ଏହି ମ୍ୟାଚ ରେ ଦୀପିକା ଘୋଷ ଙ୍କ ର କିଛି ଭିଡିଓ ବେଶ ଭାଇରଲ ହେଇଥିଲା I ସେ ଆରସିବି ଟିମ ରେ ଜଣେ ବଡ଼ ପ୍ରଶଂସକ ଅଟନ୍ତି I ଏହି ଷ୍ଟାଡିୟମ ରେ ତାଙ୍କ ର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଚର୍ଚା କୁ ଆସିଥିଲା ଓ ସେ ସେଲିବ୍ରେଟି ପରି ଲୋକପ୍ରିୟ ହେଇଯାଇଥିଲେ I

ଗୌତମ ଝା
ଟିଭି ର ଲୋକପ୍ରିୟ ସୋ KBC ର 11 ତମ ସିଜିନ୍ରୁ ରେ ଦୀପିକା ଘୋଷ କୋଟିପତି ହେଇଥିଲେ I ତାଙ୍କ ର ଏକ କୋଟି ର ଏହି ପ୍ରଶ୍ନ ର ଉତ୍ତର କୁ ନେଇ ସେ ଅଧିକ ଲୋକପ୍ରିୟ ହେଇଥିଲେ I

ରାନୁ ମଣ୍ଡଳ
ରେଳ ଷ୍ଟେସନ ରେ ବସି ଗୀତ ଗାଉଥିଲେ ରାନୁ ମଣ୍ଡଳ କିନ୍ତୁ ରାତାରାତି ଇଣ୍ଟେର୍ନେଟ ରେ ଚର୍ଚା କୁ ଆସିବା ପରେ ବର୍ତମାନ ରାନୁ ମଣ୍ଡଳ ଜଣେ ସେଲିବ୍ରେଟି ଅଟନ୍ତି I ସେ ଫିଲ୍ମ ହେପିପି ହାର୍ଡ ଆଣ୍ଡ ହରି ର “ଟେରି ମେରୀ କହାନୀ ” ଗୀତ ଗାଇଛନ୍ତି I

ଅହମଦ ସାହ
ପାକିସ୍ତାନ ର ଅହମଦ ସାହ ନାମ ଏହି ପିଲାଟି ମଧ୍ୟ 3 ବର୍ଷ ବୟସ ରେ ବେଶ ଅଧିକ ଲୋକପ୍ରିୟ ହେଇପାରିଛି I ପିଲାଟି ସୋସିଆଲ ମିଡ଼ିଆ ରେ ଏକ ସେଲିବ୍ରେଟି ପରି ଚର୍ଚା ରେ ରହିଥିଲା I

ମେନୁଅଲ ଫ୍ରଏକ
2019 ର ସବୁଠାରୁ ଅଧିକ ଭାଗ୍ୟଶାଲୀ ଲୋକ ହେଉଛନ୍ତି ମେନୁଅଲ ଫ୍ରଏକ I ସେ ଆମେରିକା ସହର ରେ ରୁହନ୍ତି ଏବଂ ସେ 768.4 ମିଲିୟନ ଯାହା କି ଭାରତୀୟ ମୁଦ୍ରା ରେ 5500 କୋଟି ଟଙ୍କା ଅଟେ ଏହା ସେ ପୁରସ୍କାର ରୂପେ ପ୍ରାପ୍ତି କରିଛନ୍ତି I ଆଜିକା ସମୟ ରେ ସେ ଜଣେ ସେଲିବ୍ରେଟି ଅଟନ୍ତି I