ଏ ହେଉଛନ୍ତି ଭାରତୀୟ ପୋଲିସ ଙ୍କର ୧୦ ଜଣ ସବୁଠୁ ସାହସୀ ଏନକାଉଣ୍ଟର ସ୍ପେସାଲିଷ୍ଟ ଅଫିସର !

ଭାରତୀୟ ପୋଲିସ ରେ ଏପରି କିଛି ଏନ୍କାଉଣ୍ଟର ସ୍ପେସାଲିଷ୍ଟ ଅଛନ୍ତି ଯାହା ଙ୍କ ର ନାମ ଶୁଣିଲେ ଆତଙ୍କବାଦୀ ଡରିଥାନ୍ତି i ବିଗତ ଦିନ ରେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପୋଲିସ ର ପ୍ରଭାବ ଦେଖିବା କୁ ମିଳିଛି I

10 ଅମିତାଭ ୟସ
IPS ଅମିତାଭ ୟସ ଉତ୍ତର STF ବିଭାଗ ରେ ମହାନିରୀକ୍ଷକ ଅଟନ୍ତି I ତାଙ୍କ ନାମ ରେ 36 ଗୋଟି ଏନ୍କାଉଣ୍ଟର ରହିଛି I ଏବଂ ଅପରାଧୀମାନେ ତାଙ୍କ ନାମ ଶୁଣିକି ମଧ୍ୟ ଡରିଥାନ୍ତି I

9.ରାଜବିର ସିଂହ
ଦିଲ୍ଲୀ ପୋଲିସ ରେ ଭାରତୀୟ ସେବା ରେ କାର୍ଯ୍ୟରତ ରାଜବିର ସିଂହ 13 ବର୍ଷ ରେ ବର୍ତମାନ ACP ରାଙ୍କ ରେ ଅଛନ୍ତି I ରାଜବିର ସିଂହ ତାଙ୍କ କ୍ୟାରିୟର ରେ 50 ଗୋଟି ଏନ୍କାଉଣ୍ଟର କରିଛନ୍ତି I

8.ରାଜେଶ କୁମାର ପାଣ୍ଡେ
ଉତ୍ତର ପ୍ରଦେଶ ବରେଲି ରେ DGI ରାଜେଶ କୁମାର ପାଣ୍ଡେ ଙ୍କ ନାମ ରେ 50 ଗୋଟି ଏନ୍କାଉଣ୍ଟର ରହିଛି I ଗ୍ୟାଙ୍ଗଷ୍ଟାର ସ୍ୱରିପ୍ରକାଶ ଶୁକ୍ଳ ଏନ୍କାଉଣ୍ଟର ଟିମ ରେ ମୁକ୍ଷ୍ୟ ଅଟନ୍ତି I ତାଙ୍କୁ 4 ଥର ବୀରତା ପୁରସ୍କାର ହିଁ ପାଇଛନ୍ତି I

7.ଅନତ ଦେବ
କାନପୁର SSP ଆନନ୍ଦ ଦେବ 2006 ରେ IPS ଅଧିକାରୀ ହେଇଥିଲେ I ତାଙ୍କ କ୍ୟାରିୟର ରେ ସେ 60 ଗୋଟି ଏନ୍କାଉଣ୍ଟର କରିଛନ୍ତି I ଅନେକ ବଡ଼ ବଡ଼ ଅପରାଧୀ ତାଙ୍କ ନାମ ଶୁଣିଲେ ଡରିଥାନ୍ତି I

6.ଦୀପକ କୁମାର
ବିହାର ବେଗୁସରାୟ ଜିଲ୍ଲା ରେ ଦୀପକ କୁମାର ଜଣେ ଲୋକପ୍ରିୟ ପୋଲିସ ଅଫିସର ରୂପେ ପରିଚିତ ଅଟନ୍ତି I ସେ ତାଙ୍କ କ୍ୟାରିୟର ରେ 56 ଗୋଟି ଏନ୍କାଉଣ୍ଟର କରିଛନ୍ତି I

5.ସଚିନ ହିନ୍ଦୁରବି ବାଜେ
ମହାରାଷ୍ଟ୍ର ପୋଲିସ ସେବା ରେ କାର୍ଯ୍ୟରତ ସଚିନ ହିନ୍ଦୁରବି ବାଜେ ଙ୍କ କ୍ୟାରିୟର ରେ ସେ 63 ଜଣ ଅପରାଧୀ ଓ ଗ୍ୟାଙ୍ଗଷ୍ଟାର ଙ୍କୁ ନିପାତ କରିଛନ୍ତି I

4.ବିଜୟ ସଲସକର
ମହାରାଷ୍ଟ୍ର ପୋଲିସ ଓ ପୋଲିସ ଇନ୍ସପେକ୍ଟର ବିଜୟ ସଲସକର 26 ନମ୍ୱଭେମ୍ବର ରେ ମୁମ୍ବାଇ ରେ ହେଇଥିବା ଆତଙ୍କୀ ଆକ୍ରମଣ ରେ ସହିଦ ହେଇଥିଲେ I ତାଙ୍କ କ୍ୟାରିୟର ରେ ସେ 83 ଗୋଟି ଏନ୍କାଉଣ୍ଟର କରିଛନ୍ତି I

3.ପ୍ରଫୁଲ ଭୋସଲେ
ଛୋଟେ ସାକିଲ ଙ୍କ ର ଏନ୍କାଉଣ୍ଟର କୁ ନେଇ ମହାରାଷ୍ଟ୍ର ପୋଲିସ ରେ ପ୍ରଫୁଲ ଭୋସଲେ ବେଶ ନାମିଦାମୀ ଅଟନ୍ତି I ତାଙ୍କ କ୍ୟାରିୟର ରେ ସେ 84 ଗୋଟି ଏନ୍କାଉଣ୍ଟର କରିଛନ୍ତି I

2.ଦୟା ନାୟକ
ଏହି ପୋଲିସ ଙ୍କୁ କିଏ ବା ନ ଜାଣିଚି I ଦୟା ନାୟକ ଙ୍କ ର ନାମ ଆପଣ ଟିଭି ଇଣ୍ଡଷ୍ଟ୍ରି ରେ ବେଶ ଭଲ ଭାବ ରେ ଦେଖିଥିବେ I ଦୟା ନାୟକ ବାସ୍ତବ ରେ ତାଙ୍କ କ୍ୟାରିୟର ରେ 85ଗୋଟି ଏନ୍କାଉଣ୍ଟର କରିଛନ୍ତି I

1.ଶ୍ରୀ ପ୍ରଦୀପ ଶର୍ମା
1990 ଦଶକ ଓ 2000 ମସିହା ରେ ମୁମ୍ବାଇ ରେ ହେଇଥିବା ଗ୍ୟାଙ୍ଗୱାର ରେ ମହାରାଷ୍ଟ୍ର ପୋଲିସ ଶ୍ରୀ ପ୍ରଦୀପ ଶର୍ମା ଅନେକ ଅପରାଧୀ ଙ୍କ ର ଏନ୍କାଉଣ୍ଟର କରିଛନ୍ତି I ଶ୍ରୀ ପ୍ରଦୀପ ଶର୍ମା ତାଙ୍କ କ୍ୟାରିୟର ରେ ପ୍ରାୟ 104 ଗୋଟି ଏନ୍କାଉଣ୍ଟର କରିଛନ୍ତି I