ବନ୍ଧୁଗଣ ଗତ ଦୁଇଦିନ ତଳେ କରୋନା ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ICU ରେ ଭର୍ତି ହୋଇଥିଲେ ଓଡ଼ିଆ ଚଳଚିତ୍ର ଓ ଆଲବମ ର ଜଣାଶୁଣା ସିଙ୍ଗର ତପୁ ମିଶ୍ର ତେବେ ଏହି ଖବର ପ୍ରସାରଣ ହେଲାପରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଶୋକ ର ସାୟା ଖେଳିଯାଇଥିଲା ଏବଂ ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାଥନା କରିଥିଲେ ତପୁ ମିଶ୍ରଙ୍କୁ ଭଲ କରିଦେବା ପାଇଁ ତେବେ ଦର୍ଶକମାନେ ମଧ୍ୟ ଚାହୁଁଛନ୍ତି ଯେ ତପୁ ମିଶ୍ର ଭଲ ହେଇଯାଆନ୍ତୁ ଏବଂ କିଛି ଦର୍ଶକମାନେ ଏବେ ମଧ୍ୟ ଚାହୁଁଛନ୍ତି ତପୁ ମିଶ୍ର କେମିତି ଅଛନ୍ତି ଜାଣିବାକୁ |
ତେବେ ଗତ ଦୁଇଦିନ ତଳେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ | ତେବେ ଶୁଣିବାକୁ ମିଳିଥିଲା ଯେ ତାଙ୍କର ଅକ୍ସିଜେନ ଲେବେଲ ଲୋ ହୋଇଯାଇଥିବାରୁ ସେ ଗୁରୁତର ହୋଇଯାଇଥିଲେ | ତେବେ ଏବେ ଡାକ୍ତର ଙ୍କ ପାଖରୁ ସୂଚନା ମିଳିଛି ଯେ ତପୁ ମିଶ୍ର ଏବେ ଠିକ ଅଛନ୍ତି |
ତାଙ୍କର ଅକ୍ସିଜେନ ଲେବେଲ ଏବେ ଟିକେ ସୁଧୁରିବାର ଲାଗିଛି ଏବଂ ତାଙ୍କୁ ଅକ୍ସିଜେନ ସପିସେଣ୍ଟ ଦିଅ ଯାଉଛି ଏବଂ ତପୁ ମିଶ୍ର ଏବେ ଭଲ ହୋଇ ଆସୁଛନ୍ତି | ତେବେ ଏଭଳି ଯଦି ତାଙ୍କର ଶରୀରର ଉନ୍ନତି ରହିବ ସେ ଖୁବ ଶୀଘ୍ର ଭଲ ହୋଇଯିବେ ବୋଲି ଡାକ୍ତର କହିଛନ୍ତି ଏବଂ ଏ ନେଇ ମଧ୍ୟ ନିକଟରେ ଏକ ଲାଇଭ ରେ ଆସିଥିବା କିଛି ଲୋକମାନେ ମଧ୍ୟ କହିଥିଲେ | କିଛି ସେଲିବ୍ରେଟି ମାନେ ମଧ୍ୟ ଏ କଥା କହିଥିଲେ ତେବେ ତପୁ ମିଶ୍ର ଙ୍କର ସ୍ଵସ୍ଥ ଅବସ୍ଥା ଏବେ ସୁଧୁରିବାର ଲାଗିଛି |
ଏ ନେଇ ପରିବାରରୁ କିଛି ଗୁପ୍ତ ସୂଚନା ମିଳିଛି ତେବେ ଓଡ଼ିଆ ଚଳଚିତ୍ର ଜଗତ ଓ ଆଲବମ ଜଗତରେ ଦିନ ଥିଲା ରାଜ କରୁଥଲେ ତପୁ ମିଶ୍ର ତେବେ ଆମେ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରୁଛୁ କି ତପୁ ମିଶ୍ରଙ୍କ ସ୍ଵସ୍ଥ ଅବସ୍ଥା ଶୀଘ୍ର ଭଲ ହେଇ ଯାଉ ଓ ସେ ପୁଣି ଗୀତ ଗାଇବା ଆରମ୍ଭ କରନ୍ତୁ |