ଏବେ ଏବେ ଆସିଲା ବଡ ଦୁଃଖଦ ଖବର, ଆଜି ଏହି ଲୋକପ୍ରିୟ Heroଙ୍କ ସହ ହଠାତ୍ ଘଟିଲା ଏମିତି ଅଘଟଣ, ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାହା ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କର ସୁଟିଂ ସେଟ୍ ରେ ହଠାତ୍ ଅଘଟଣ ଘଟିଛି। ତେବେ ତାଙ୍କର କଣ ହୋଇଛି ଆସନ୍ତୁ ଜାଣିବା। ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ଅଛନ୍ତି ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ।

ତେବେ ଯଦି କୌଣସି ଅଭିନେତା ବା ଅଭିନେତ୍ରୀଙ୍କର ଅସୁବିଧା ହୋଇଯାଏ ତାହେଲେ ତାଙ୍କର ଫ୍ୟାନମାନେ ବୋହୁତ ଦୁଃଖ ପ୍ରକାଶ କରିଥାନ୍ତି ତେବେ ସେହିଭଳି ଏକ ଖବର ସାମ୍ନାକୁ ଆସିଛି ଆଜି ଏହି ପ୍ରସିଦ୍ଧ ଅଭିନେତା ଆହତ ହୋଇଛନ୍ତି | ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକ ମାନେ ଖୁସୀ ହେବା ପରିବର୍ତ୍ତେ ଦୁଃଖ ହୋଇଛନ୍ତି କାରଣ ଫଟୋର ଅଭିନେତାଙ୍କ ଆଖି ତଳେ ଏକ କଳା ଦାଗ ଦେଖାଯାଉଛି |

ଏହି କଳା ଦାଗର କାରଣ ବି ସ୍ପଷ୍ଟ ହେଉଛି ଯେ କୌଣସି ଆଘାତ ଯୋଗୁଁ ଏଭଳି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଟାଇଗର ଏବେ ଲଣ୍ଡନରେ ଗଣପତିର ସୁଟିଂରେ ବ୍ୟସ୍ତ ଅଛନ୍ତି ଏହାକୁ ନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ଅପଡେଟ୍ ତାଙ୍କ ପ୍ରଶଂସକଙ୍କୁ ଦେଉଛନ୍ତି।

ଏବେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ଆହତ ହୋଇଛନ୍ତି ତାଙ୍କ କ୍ୟାପସନ୍ ରୁ ଜଣା ପଡିଛି ହୁଏତ ସୁଟିଂ ସମୟରେ ତାଙ୍କ ଆଖି ତଳେ କିଛି ଆଘାତ ହେବାରୁ ସେ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ ଫିଲ୍ମ ଗଣପତି ଆସନ୍ତା ବର୍ଷ ଡିସେମ୍ବରରେ ରିଲିଜ୍ ହେବାର ଯୋଜନା ରହିଛି। ତେବେ ଫିଲ୍ମ ଗଣପତିର ସୁଟିଂ ସେଟ୍ ରେ ଟାଇଗର ଆହାତ ହୋଇଛନ୍ତି |

ତାହା ସୋସିଆଲ ମିଡିଆରେ ସେ ଲେଖିଛନ୍ତି। ତେବେ ବଲିଉଡ୍ ର ଆକ୍ସନ୍ ହିରୋ ଟାଇଗର ଶ୍ରଫ ଏବେ ତାଙ୍କ ସୋସିଆଲ ମିଡିଆ ଏକ ଫଟୋ ସେୟାର କରିଛନ୍ତି। ତେବେ ବଲିଉଡ୍ ର ଆକ୍ସନ୍ ହିରୋ ଟାଇଗର ଶ୍ରଫଙ୍କୁ ଆପଣମାନେ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।