Breaking ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର, କାରନାରେ ଏହି ବଡ ହସ୍ତୀ ଙ୍କର ହେଲା ମୃତ୍ୟୁ, ଦୁଃଖରେ କାନ୍ଦୁଛି ସାରା ଓଡିଶା

କରୋନା ରୂପକ କରାଳ ମହାମାରୀ ଯେମିତି ଆମକୁ ଗ୍ରାସ କରି ବସିଛି ଗୋଟେ ପରେ ଗୋଟେ ନୂଆ କଥା ଶୁଣିବାକୁ ମିଳୁଛି | ଏବେ ପୁଣି ମିଳୁଛି ଗୋଟେ ବଡ ଦୁଃଖ ଖବର ଦିନ ଥିଲା ନିଜ ପ୍ରବଚନ ଦ୍ୱାରା ଲୋକମାନଙ୍କୁ ବାନ୍ଧି ରଖୁଥିଲେ ଚରଣ ରାମ ଦାସ | ଲୋକମାନେ ଫିଲ୍ମ ଅପେକ୍ଷା ତାଙ୍କ ପ୍ରବୋଚନ କୁ ଅଧିକ ଶୁଣୁଥିଲେ ଦିନ ଥିଲା ତାଙ୍କ ପ୍ରବଚନ କ୍ୟାସେଟ୍ ବିକ୍ରି ହୋଇଥିଲା ତେବେ ମୃତୁବରଣ କରିଛନ୍ତି ଚରଣ ରାମ ଦାସ|

ଲୋକ ମାନଙ୍କୁ ଦିନ ଥିଲା ପ୍ରବଚନ ରେ ବାନ୍ଧି ରଖୁଥିଲେ ମଞ୍ଚରେ ଟିଭି ମାଧ୍ୟମରେ ଲୋକମାନଙ୍କୁ ବେଶ୍ ଭଲ କଥା କୋହୁଥିଲେ| ଏବଂ ଲୋକମାନେ ମଧ୍ୟ ତାଙ୍କୁ ବୋହୁତ ଶୁଣୁଥିଲେ ବେଶ୍ ଜଗନ୍ନାଥ ପ୍ରେମିଥିଲେ ଚରଣ ରାମ ଦାସ | ତେବେ ସେ ଗତ କାଲି ମୃତୁବାରଣ କରିଛନ୍ତି ତାଙ୍କ ନିଶ୍ବାସ ପ୍ରସ୍ୱାସ୍ ରେ ଅସୁବିଧା ହେବାରୁ ତାଙ୍କୁ ପୁରୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେ ଆଉ ନାହାଁନ୍ତି |

ନିଶ୍ବାସ ପ୍ରସ୍ଵାସ୍ ରେ ଅସୁବିଧା ହେବାରୁ ସେ ଆରପାରିକୁ ଚାଲିଯାଇଛନ୍ତି । ଲୋକମାନଙ୍କ ଘରେ ଘରେ ପରିଚିତ ଅଛନ୍ତି ଚରଣ ରାମ ଦାସ ପ୍ରବଚକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ଲଣ୍ଡନ ରେ ପାଠ ପଢି ଓଡ଼ିଶାରେ ତାଙ୍କ ପ୍ରବଚନ ମଧ୍ୟମରେ ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରୁଥିଲେ । ଜଣେ ବଡ ପଣ୍ଡିତ ପଣ୍ଡିତ ଭାବେ ଓଡ଼ିଶାରେ ନା ଥିଲା ତେବେ ସେ ପାଣ୍ଡିତ୍ୟ ଓ ସେ ପ୍ରବଚନ ଆଉ ଶୁଣିବାକୁ ମିଳିବନି ଲୋକମାନଙ୍କୁ ନିଜ ଭାଷାରେ ବୁଝାଇ ଇଂଲିଶ ହିନ୍ଦୀ ଏବଂ ଓଡ଼ିଆରେ ଲୋକମାନଙ୍କ ପାଖରେ ପହଞ୍ଚି ଯାଉଥିଲେ ଚରଣ ରାମ ଦାସ ।

ସେ ଯେଉଁ ବାଟରେ ହେଉ ପଛେ ଲୋକମାନେ ବେଶ୍ ପସନ୍ଦ କରୁଥିଲେ ଚରଣ ରାମ ଦାସ ଙ୍କୁ ବେଳେ ବେଳେ ଇଂଲିଶ ମଧ୍ୟ କହିଦିଅନ୍ତି | କାହିଁକି ନା ଲୋକମାନେ ବୁଝିବା ଜରୁରୀ ବୋଲି ଚରଣ ରାମ ଦାସ କହନ୍ତି ତେବେ ଚରଣ ରାମ ଦାସ ଆଉ ନାହାଁନ୍ତି ନିଶ୍ବାସ ପ୍ରସ୍ୱାସ ର ଅସୁବିଧା ହେବାରୁ କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି ଓ ତାଙ୍କର ପ୍ରବଚନ ଗୁଡ଼ିକ ଲୋକମାନଙ୍କ ମଧ୍ୟରେ ଏକ ନୂଆ ସ୍ଥାନ ସୃଷ୍ଠି କରିଛି ତେବେ ଆମେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଥାନା କରୁଛୁ ଚରଣ ରାମ ଦାସ ଯେମିତି ପ୍ରବଚନ ଦେଉଥିଲେ ଜଗନ୍ନାଥ ଙ୍କ ନାମରେ ସେମିତି ସେ ଜଗନ୍ନାଥ ଙ୍କ ନିକଟରେ ଅମର ହୋଇ ରୁହନ୍ତୁ ।