ସଲମାନ ଖାନଙ୍କର ଭାଉଜ ଙ୍କର ହେଇଗଲାଣି ଏପରି ଖରାପ ଅବସ୍ଥା, ଏବେ ଏପରି ଜୀବନ ବିତାଉଛନ୍ତି ଦେଖିଲେ ବିଶ୍ଵାସ କରିପାରିବେ ନାହିଁ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଭାରତ ର ସବୁଠାରୁ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ଅଟେ I ଆଜିକା ସମୟ ରେ ବଲିଉଡ ଇଣ୍ଡଷ୍ଟ୍ରି ହଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ର ମଧ୍ୟ ବରାବରୀ କରିବ I ବଲିଉଡ ରେ ଅନେକ ଗୁଡିଏ ଫିଲ୍ମ ସୁପର ହିଟ ହେଇଥାଏ I ତେବେ ଆଜି ଆମେ ଆପଣ ଙ୍କୁ 90 ଦଶକ ର ଏକ ସୁପର ହିଟ ଫିଲ୍ମ ବିଷୟ ରେ କହିବା କୁ ଯାଉଛେ I ଏହି ଫିଲ୍ମ ରେ ଅଭିନୟ କରିଥିଲେ ସଲ୍ମାନ ଓ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ I ଫିଲ୍ମ ର ନାମ “ହମ ଆପକେ ହେ କୌନ ” ରେ ଅଭିନୟ କରିଥିଲେ I ଏହି ଫିଲ୍ମ ଏକ ପାରିବାରିକ ଫିଲ୍ମ ଥିଲା I ଏହି ଫିଲ୍ମ ର ପ୍ରତୋକ ଗୀତ ସୁପର ହିଟ ରହିଥିଲା I

ଏହା ପୂର୍ବ ରୁ ସଲ୍ମାନ ଓ ମାଧୁରୀ ଅନେକ ଗୁଡିଏ ଫିଲ୍ମ ରେ କାମ କରିଥିଲେ I ଏବଂ ସେ ସମୟ ରେ ସଲ୍ମାନ ଓ ମାଧୁରୀ ଙ୍କ ର ଅଭିନୟ କୁ ଦର୍ଶକେ ବେଶ ଅଧିକ ପସନ୍ଦ କରିଥିଲେ I ଏହି ଫିଲ୍ମ ର ଆଜି ଆମେ ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବା କୁ ଯାଉଛେ I ଏହି ଫିଲ୍ମ ରେ ସଲ୍ମାନ ଙ୍କ ର ଭାଉଜ ଭୂମିକା ରେ ଅଭିନୟ କରିଥିଲେ ରେଣୁକା ସହନେ I ରେଣୁକା ସୁନ୍ଦରତା ମାମଲା ରେ ବେଶ ଅଧିକ ଅଟନ୍ତି I କିନ୍ତୁ ଆଜିକା ସମୟ ରେ ରେଣୁକା ନିଜ ର ଚାକଚକ୍ୟ ଜୀବନ ରୁ ଅନେକ ଦୂର କୁ ଚାଲିଯାଇଛନ୍ତି I ଖାଲି ସେତିକି ନୁହେ ରେଣୁକା ଙ୍କ ର ସୁନ୍ଦରତା ରେ ମଧ୍ୟ ଅନେକ ପରିବର୍ତନ ଆସିଛି I

ରେଣୁକା ଙ୍କ ର ବିବାହ 25 ମଇ 2001 ରେ ବଲିଉଡ ଆଶୁତୋଷ ରଣା ଙ୍କ ସହ ହେଇଥିଲା I ଏହି ଦୁହିଁଙ୍କ ର ସାକ୍ଷ୍ୟାତ ଡ଼ାଇରେକ୍ଟର ହଂସାଲ ମେହତା 31 ଡିସେମ୍ବର 1998 ରେ କରାଇଥିଲେ I ବର୍ତମାନ ଶୌର୍ଯ୍ୟମାନ ଓ ସତ୍ୟନ୍ଦ୍ର ନାମ ଦୁଇ ପୁଅ ଅଛନ୍ତି I ଏଠାରେ ଆପଣ ତାଙ୍କ ର ଫୋଟୋ ଦେଖି ପାରୁଥିବେ I ଆଜିକା ସମୟ ଓ ସେ ସମୟ ର ଲୁକ ରେ ରେଣୁକା ଙ୍କ ର ଅନେକ ପରିବର୍ତନ ଆପଣ ଦେଖିପାରୁଥିବେ I

ଅଭିନେତ୍ରୀ ରେଣୁକା ଙ୍କ ର ଜନ୍ମ 25 ମାର୍ଚ୍ଚ 1965 ରେ ମହାରାଷ୍ଟ୍ର ରେ ହେଇଥିଲା I ସେନ୍ଟ ଜାଭିୟର କଲେଜ ରେ ଆର୍ଟ୍ସ ପାଠ ପଢିଥିଲେ I ଏହା ପରେ ମୁମ୍ବାଇ ୟୁନିଭର୍ସିଟି ରେ କ୍ଲିନିକାଲ ସାଇକୋଲାଜେଇ ରେ ପୋଷ୍ଟ ଗ୍ରାଜୁଏଟ କରିଥିଲେ I କୌଣସି କାରଣ ରୁ ରେଣୁକା ଙ୍କ ର ପ୍ରଥମ ବିବାହ ଭାଙ୍ଗିଯାଇଥିଲା ଏବଂ ଆଶୁତୋଷ ହିଁ ତାଙ୍କୁ ବିବାହ କରିଥିଲେ ଓ ସମାଜ ରେ ଏକ ନୂଆ ପରିଚୟ ଦେଇଥିଲେ I ଆଜିକା ସମୟ ରେ ରେଣୁକା ଙ୍କ ର ଦୁଇ ପୁଅ ବଡ଼ ହେଇଯାଇଛନ୍ତି I

ବର୍ତମାନ ସମୟ ରେ ରେଣୁକା ଙ୍କ ର ଏକ ଫୋଟୋ ବେଶ ଚର୍ଚା ରେ ରହିଛି I ଏହି ଫୋଟୋ କୁ ଦେଖି ଆଜିକା ସମୟ ରେ ଆପଣ ରେଣୁକା ଙ୍କୁ ଜାଣିପାରିବେ ନାହିଁ I ଏଠାରେ ଓ ପୂର୍ବ ଫୋଟୋ ରେ ରେଣୁକା ଅନେକ ପରିବର୍ତନ ଦେଖା ଯାଉଛନ୍ତି I