ଖୁସି ଖବର ଏବେ ଘରେ ବସି ମାତ୍ର ୩୫୦ ଟଙ୍କାରେ ତିଆରି କରନ୍ତୁ ଡ୍ରାଇଭିଂ ଲାଇସେନ୍ସ

ଆମ ଭାରତ ରେ ଅନେକ ଲୋକେ ନିଜ ର ଯିବା ଆସିବା ପାଁଇ ଗାଡି ମୋଟର ର ବ୍ୟବହାର କରିଥାନ୍ତି I କିନ୍ତୁ ଗାଡି ଚଳାଉଥିବା ଅଧିକାଂଶ ଲୋକ ଙ୍କ ପାଖ ରେ ଡ୍ରାଇଭିଂ ଲାଇସେନ୍ସ ନ ଥାଏ I କିଛି ଟଙ୍କା ଖର୍ଚ୍ଚ ହେଉଥିବା କାରଣ ରୁ ଆପଣ ଡ୍ରାଇଭିଂ ଲାଇସେନ୍ସ କରୁ ନ ଥିଲେ I ବର୍ତମାନ କିନ୍ତୁ କେନ୍ଦ୍ର ସରକାର ଏହି ଡ୍ରାଇଭିଂ ଲାଇସେନ୍ସ କୁ ଅନଲାଇନ କରିଦେଇଛନ୍ତି I ଆପଣ ଘରେ ବସିକି ହିଁ ଅନଲାଇନ ରେ ଏହା ର ଆବେଦନ କରିପାରିବେ I

ଏହି ଡ୍ରାଇଭିଂ ଲାଇସେନ୍ସ କରିବାକୁ ହେଲେ ଆପଣ ଙ୍କୁ ଅନଲାଇନ ରେ ପରିବହନ ଜିଓବି ଡ଼ଟ ଇନ ରେ ଲାଗିଁନ କରିବେ I ଏଠାରେ ଆପଣ ଙ୍କୁ ଡ୍ରାଇଭିଂ ଲାଇସେନ୍ସ ର ଅପସନ ଦେଖାଯିବ I ସେଠାରେ ଏକ ଫର୍ମ ଥିବ ଏବଂ ଏହା କୁ ପୁରା କରିବାକୁ ହେବ I ଆପଣ ମାତ୍ର 350 ଟଙ୍କା ର ପେମେଂଟ କରିବାକୁ ହେବ I ଆପଣ ଙ୍କ ପାଖ କୁ ଆରଟିଓ ଆସିବ I ଏବଂ ସେଠାରେ ଉଲେଖ ହେଇଥିବା ତାରିଖ ରେ ଆପଣ ଙ୍କୁ ଆରଟିଓ ଅଫିସ ରେ ଯାଇ ଟେଷ୍ଟ ଦେବାକୁ ହେବ I

ଏହା ଏକ ଅନଲାଇନ ଟେଷ୍ଟ ହେବ ଏବଂ ସେଠାରେ ଯାତାୟାତ ର କିଛି ନିୟମ ବିଷୟ ରେ ପଚରାଯିବ I ଏବଂ ସେଠାରେ ଟେଷ୍ଟ ରେ ଆପଣ ପାସ ହେଲେ 48 ଘଣ୍ଟା ମଧ୍ୟ ରେ ଲର୍ଣ୍ଣିଙ୍ଗ ଏବଂ ଏହା ପାଇବା ର 6 ମାସ ମଧ୍ୟ ରେ ଆପଣ ପରମାନେଣ୍ଟ ଲାଇସେନ୍ସ କରିପାରିବେ I