ଏହି ଜାଗାରେ ୬ ମାସ ରହିବା ପାଇଁ ମିଳୁଛି ୪୦ ଲକ୍ଷ ଟଙ୍କା; ଜାଣନ୍ତୁ ଏହି ସ୍କିମ ବିଷୟରେ

ସର୍ବଦା ସମସ୍ତେ ଗୋଟେ ଭଲ ଚାକିରୀ ପାଁଇ ଚେଷ୍ଟା କରନ୍ତି | ଦୁନିଆ ରେ ଏପରି ବହୁତ କାମ ଲୋକ ଅଛନ୍ତି ଯେଉଁ ମାନେ କି ତାଙ୍କ ନିଜ ଚାକିରୀରେ ସନ୍ତୁଷ୍ଟ ଅଛନ୍ତି I ପ୍ରତୋକ ଲୋକଙ୍କୁ ନିଜ ଚାକିରୀ କି ନେଇକି କିଛି ନା କିଛି ଅସୁବିଧା ରହିଥାଏ |

ଯଦି ଆପଣ ଚାକିରୀ ଖୋଜୁଛନ୍ତି ତ ଆପଣ ଙ୍କ ପାଁଇ ଗୋଟେ ଖୁସି ଖବର , ଗୋଟେ ସୁନ୍ଦର ସହରରେ 6 ମାସ ସମୟ କାଟିବା ପାଁଇ ଆପଣ ଙ୍କୁ ମିଳୁଛି 40 ଲକ୍ଷ ଟଙ୍କା |
ମେକ୍ସଇକୋ ର କେନସାନସ ସହରରେ ରହିବ ପାଁଇ ଗୋଟେ ୱେବସାଇଟ 40 ଲକ୍ଷ ତାଙ୍କର ଅଫର ଦେଉଛି | ଏହି ଅଫର ଅନୁସାରେ ଆପଣ ଙ୍କୁ ଏହି ସହରକୁ ଆସି 6 ମାସ ରହିବାକୁ ହେବ ଓ ସହର ବିଷୟରେ ନିଜର ମତାମତ ଦେବାକୁ ହେବ | ଏହି ସହରରେ ରହିବାର ସମସ୍ତ କର୍ଚ ୱେବସାଇଟ କମ୍ପାନୀ ହିଁ ଦେବ |

ମାର୍ଚ୍ଚ 2020 ରୁ ଅଗଷ୍ଟ 2020 ପର୍ଯ୍ୟନ୍ତ ଚାଲୁଥିବା ଏହି ଚାକିରୀ ପାଁଇ ଆପଣ ଏହି ୱେବସାଇଟ ରେ ନିଜର 1 ମିନିଟ ର ଭିଡିଓ ଉପଲୋଡ କରିବାକୁ ହେବ | ୱେବସାଇଟ ଦ୍ୱାରା ବଛା ହେଇଥିବା 5 ଜଣ ଲୋକେ ଇଣ୍ଟରଭିଇୟୁ ପାଁଇ ଆସିବାକୁ ପଡିବ |

ଏବଂ ଯଦି ଆପଣ ଙ୍କୁ ଏହି ଚାକିରୀ ମିଳି ଯାଉଛି ତ ଭାବିରେ ଆପଣ ଙ୍କ ଭାଗ୍ୟ ଖୋଲିଗଲା |

ସବୁଠାରୁ ଭଲ କଥା ହେଲା ଯଦି ଆପଣ ଙ୍କୁ ବାହାରେ ବୁଲିବା ନୂଆ ଜାଗା ଦେଖିବା ପସନ୍ଦ ତ ଏହା ଆପଣ ଙ୍କ ପାଁଇ ଆହୁରି ଭଲ କଥା I ଇଣ୍ଟେର୍ନେଟ ରେ ଏହି ଚାକିର ସମ୍ବନ୍ଧରେ ସମ୍ପୂର୍ଣ ରୂପେ ଲେଖା ଯାଇଛି |