ଏହା ହେଉଛି ଭାରତର ଅନୋଖା ମନ୍ଦିର, ଏଠାରେ ପ୍ରସାଦ ରୁପେ ମଟନ ବିରିୟାନୀ ଅର୍ପଣ କରାଯାଇଥାଏ !

ଏହା ତ ଆପଣ ବେଶ ଭଲ ଭାବ ଭାବ ରେ ଜାଣିଥିବେ କି ଲୋକେ ଭକ୍ତି ରେ ଭଗବାନ ଙ୍କ ର ଆରାଧନା କରିବା ମନ୍ଦିର ଯାଇଥାନ୍ତି I ସର୍ବଦା ଲୋକେ ମନ୍ଦିର ରେ ପ୍ରସାଦି ରୂପେ ନଡ଼ିଆ କଦଳୀ ଆଦି ଅର୍ପଣ କରିଥାନ୍ତି I କିନ୍ତୁ ଆପଣ କେବେ ଶୁଣି ନ ଥିବେ ମନ୍ଦିର ରେ ପ୍ରସାଦି ରୂପେ ମଟନ ବିରିୟାନୀ ଅର୍ପଣ କରାଯାଉଛି I

ମଦୁରେ ର ବଡ଼କମ ପଟି ଗ୍ରାମ ରେ ପ୍ରତୋକ ବର୍ଷ ଦେବୀ ମୁନିୟାଦି ଙ୍କ ର ପର୍ବ ପାଳିତ ହେଇଥାଏ I ଅନେକ ବର୍ଷ ହେବ ଏଠାରେ ଏହି ଦେବୀ ଙ୍କ ପାଖ ରେ ବିରିୟାନୀ ପ୍ରସାଦି ରୂପେ ଅର୍ପଣ କରାଯାଇଥାଏ I

ଏପରି ଏହି ପ୍ରସାଦି ରୂପେ ଆୟୋଜିତ ହେଇଥିବା ମଟନ ବିରିୟାନୀ ସେଠାରେ ଶ୍ରଦ୍ଧାଳୁ ଙ୍କ ମଧ୍ୟ ରେ ବଣ୍ଟା ଯାଇଥାଏ I ଏହି ପରମ୍ପରା ର ଆରମ୍ଭ 1973 ରେ ମଟନ ବିରିୟାନୀ ବିକ୍ରୟ କରୁଥିବା ଏକ ମାଲିକ ଗୁରୁ ସ୍ୱାମୀ ନାଇଡୁ ଆରମ୍ଭ କରିଥିଲେ I ମୁନିଆଦି ଦେବୀ ଙ୍କ ର ନାମ ରେ ଏହି ହୋଟେଲ ଆରମ୍ଭ ହେଇଥିଲା ଓ ଏହି ହୋଟେଲ ର ବ୍ୟବସାୟ ବେଶ ଭଲ ଚାଲିଥିଲା I ତେଣୁ ଦେବୀ ଙ୍କ ର ଦୟା ଦୃଷ୍ଟି କୁ ନେଇ ସେ ଧନ୍ୟବାଦ ଜଣାଇଥିଲେ I

ତେଣୁ ଏହି ଘଟଣା କୁ ନେଇକି ହିଁ ମଟନ ବିରିୟାନୀ ପରମ୍ପରା ଆରମ୍ଭ ହେଇଥିଲା I ସେଠାକାର ହୋଟେଲ ରେ ମଟନ ବିରିୟାନୀ ବ୍ୟବସାୟ ବେଶ ଭଲ ଚାଲିଥାଏ I ଏବଂ ଏହି ମାତା ଙ୍କ ର ଆୟୋଜିତ ହେଉଥିବା ଫେଷ୍ଟିଭାଲ ରେ 2 କୁଇଣ୍ଟାଲ ଚାଉଳରେ 100 ଛେଳି ଓ 600 କୁକୁଡ଼ା ଙ୍କ ର ବଳି ଦିଆ ଯାଇଥିଲା I ଏହି ମଟନ ପ୍ରସାଦି କୁ ସେଠାକାର ଲୋକ ଙ୍କ ମଧ୍ୟ ରେ ପୂଜା ପରେ ବଣ୍ଟା ଯାଇଥାଏ I