ଏମଏସ ଧୋନି କ୍ରିକେଟ ଜଗତ ରେ ଅନେକ ସୁନାମ ଅର୍ଜନ କରିଛନ୍ତି I ଯେଉଁ ଲୋକ ଙ୍କ ମଧ୍ୟ ରେ କିଛି ଦୃଢ଼ ଇଚ୍ଛା ଶକ୍ତି ରହିଥାଏ ଓ ଆତ୍ମବିଶ୍ୱାସ ରହିଥାଏ ତେବେ ସେ ନିଶ୍ଚିତ ରୂପେ ନିଜ ର କ୍ୟାରିୟର ରେ ସଫଳ ହେଇଥାନ୍ତି I ଏହିପରି କିଛି ଘଟିଯାଇଛି ଏମଏସ ଧୋନି ଙ୍କ ର ଜୀବନ ରେ I ଏକ ଛୋଟ ସହର ଓ ଏକ ସାଧାରଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ଏମଏସ ଧୋନି I କିନ୍ତୁ ଆଜିକା ସମୟ ରେ ସେ ଟିମ ଇଣ୍ଡିଆ ର ଜଣେ ମଜବୁତ ଖେଳାଳି ଅଟନ୍ତି I ତେବେ ସେ ଆଜି ଯାହା ବି ହେଇଛନ୍ତି ସବୁ କିଛି ସମ୍ଭବ ହେଇଚି ବଡ଼ ଭଉଣୀ ଜୟନ୍ତୀ ଓ ମା ଙ୍କ କାରଣ ରୁ I ଜୟନ୍ତୀ ନିଜେ ଜଣେ ସ୍କୁଲ ଟିଚର ଅଟନ୍ତି I
ଏମଏସ ଧୋନି ଆଜି ଯଦି ସଫଳତା ର ଶୀର୍ଷ ରେ ପହଂଚିଛନ୍ତି ତେବେ ଏହା ପଛ ରେ ତାଙ୍କ ବଡ଼ ଭଉଣୀ ଙ୍କ ର ବିଶେଷ ଯୋଗଦାନ ରହିଛି I ଜୟନ୍ତୀ ଙ୍କୁ ତାଙ୍କ ଭାଇ ଉପରେ ବେଶ ଅଧିକ ବିଶ୍ୱାସ ଥିଲା I ତେଣୁ ସେ ତାଙ୍କ ଭାଇ ଙ୍କୁ ଅନେକ ସହଯୋଗ ମଧ୍ୟ କରିଛନ୍ତି I ବର୍ତମାନ ଜୟନ୍ତୀ ଟିଚର ରୂପେ ପିଲା ଙ୍କୁ ଇଂରାଜୀ ପାଠ ପଢ଼ାଉଛନ୍ତି I
ଜୟନ୍ତୀ ଏହା ମଧ୍ୟ କୁହନ୍ତି କି ମୋ ଭାଇ ଆବଶ୍ୟକତା ରୁ ଅଧିକ କିଛି କରି ନ ଥାଏ I ସେ ବହୁତ ବିନମ୍ର ଅଟେ I ସେ କାମ ର ଦାଇତ୍ୱ କୁ ବେଶ ଭଲ ଭାବ ରେ ଜାଣିଛନ୍ତି I ସେ ଝାରଖଣ୍ଡ PHD ଅଫର କୁ ମନ କରିଦେଇଥିଲା କାରଣ ସେ ଗ୍ରାଜୁଏସନ ପୁରା କରି ନ ଥିଲେ I ତେବେ ବିଗତ ଦିନ ରେ ମହେନ୍ଦ୍ର ସିଂ ଧୋନି ଇଂଲଣ୍ଡ ରେ ବିଶ୍ୱକପ ରୁ ପରାଜିତ ହେବା ପରେ କ୍ରିକେଟ ରୁ ଦୁରେଇ ରହିଛନ୍ତି I ଭାରତୀୟ ଟିମ ବିଶ୍ୱକପ ପରେ ୱେଷ୍ଟଇଣ୍ଡିଜ ଗସ୍ତ ରେ ମଧ୍ୟ ଯାଇଛି ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ରେ ମଧ୍ୟ ସିରିଜ ଖେଳିସାରିଛି I
ଆଗାମୀ ମାସ ରେ ବାଂଲାଦେଶ ଟିମ ଭାରତ ଗସ୍ତ ରେ ଆସିବେ ଏବଂ ଟି 20 ସିରିଜ ରେ ମଧ୍ୟ ଧୋନି ଟିମ ର ସଦସ୍ୟ ନାହାନ୍ତି I କ୍ରିକେଟ ରୁ ଦୁରେଇ ରହିବା ପରେ ଧୋନି ନିଜ ର ରିଟମେଣ୍ଟ କୁ ନେଇ ସର୍ବଦା ଚର୍ଚା ଲାଗି ରହିଛି I ଇତି ମଧ୍ୟ ରେ ସୋମବାର ଦିନ ଅଚାନକ ଧୋନି ରିଟମେଣ୍ଟ କୁ ନେଇ ଚର୍ଚା ଜୋର ଧରିଥିଲା I